୧୦୦ ମିଟରରେ ଦୂତିଙ୍କ ନୂତନ ଜାତୀୟ ରେକର୍ଡ, ଅଳ୍ପକେ ଅଲିମ୍ପିକ ମାର୍କ ଛୁଇଁପାରିଲେନି
ପଟିୟାଲା: ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁପ୍ରି-୪ ଆଥଲେଟିକ୍ସ ମିଟରେ ଓଡିଶାର ଦୂତି ଚାନ୍ଦ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଭାରତର ଦ୍ରୁତତମ ମହିଳା ଭାବେ ପରିଚିତ ଦୂତି ୧୦୦ ମିଟର ଦୌଡରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ନିଜର ରେକର୍ଡ ୧୧.୨୨ ସେକେଣ୍ଡକୁ ଆଜି ଭଙ୍ଗ କରିଛନ୍ତି । ଦୂତି ୧୧.୧୭ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରି ଲୟକୁ ଫେରିଛନ୍ତି । ଏଥିସହ ସେ ଅଲିମ୍ପିକ ମାର୍କ […]
Continue Reading
