ଆସନ୍ତୁ ଜାଣିବା ବାହୁବଳୀ ଫେମ୍ ପ୍ରଭାସ ବଲିଉଡରେ କାହାକୁ ଫଲୋ କରନ୍ତି !

ମୁମ୍ବାଇ: ଦକ୍ଷିଣ ଭାରତର ସୁପର ଷ୍ଟାର ତଥା ବାହୁବଳୀ ଫେମ୍ ପ୍ରଭାବଙ୍କ ଇନଷ୍ଟାଗ୍ରାମରେ ୬୦ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । ତେବେ ପ୍ରଭାସ ବହୁତ ଅଳ୍ପ ଲୋକଙ୍କୁ ଫଲୋ କରନ୍ତି । ଏପରିକି ବଲିଉଡର ସୁପରଷ୍ଟାର ଶାହାରୁଖ ଖାଁ ଏବଂ ସଲମାନ ଖାଁଙ୍କୁ ମଧ୍ୟ ସେ ଫଲୋ କରନ୍ତି ନାହିଁ । ପ୍ରଭାସ ହିରୋଇନଙ୍କ ମଧ୍ୟରେ ଦୀପିକା ପାଦୁକୋନ, ଶ୍ରଦ୍ଧା କାପୁର, କୃତି ସେନନ, ଶ୍ରୁତି ହାସନ, ଭାଗ୍ୟଶ୍ରୀ ଓ ପୂଜା ହେଗେଡଙ୍କୁ ଏବଂ ହୀରୋଙ୍କ […]

Continue Reading

ଜେମିସନଙ୍କୁ ୫ ଉଇକେଟ, ଭାରତର ପ୍ରଥମ ଇନିଂସ ୨୧୭ରେ ସୀମିତ

ସାଉଥାମ୍ପଟନ: ନ୍ୟୁଜିଲାଣ୍ଡ ପେସ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଏଠାରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଭାରତ ପ୍ରଥମ ଇନିଂସରେ ୨୧୭ ରନ କରିବାକୁ ସକ୍ଷମ ହୋଇଛି । ତୃତୀୟ ଦିବସରେ ଭାରତ ୭୧ ରନରେ ୭ ଉଇକେଟ ହରାଇ ଅଲଆଉଟ ହୋଇଥିଲା । ବିରାଟ କୋହଲିଙ୍କ ୪୪ ଏବଂ ଅଜିଙ୍କ୍ୟ ରାହାଣେଙ୍କ ୪୯ ରନ ସହାୟତାରେ ଭାରତ କିଛିଟା ସମ୍ମାନ ରଖିପାରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ […]

Continue Reading

ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଆଶୀର୍ବାଦ’, ୩ଟି ବର୍ଗରେ ସହାୟତା

ଭୁବନେଶ୍ୱର: ବାପା ମାଆ କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ଆଶୀର୍ବାଦ । ଏଥିରେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଯୋଗ୍ୟ ଶିଶୁମାନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଲା ବାପା ମାଆ ଉଭୟଙ୍କୁ ହରାଇଥିବା ପିଲା, ସିଙ୍ଗଲ ପାରେଣ୍ଟଙ୍କୁ ହରାଇଥିବା ପିଲା ଏବଂ ଉପାର୍ଜନକାରୀ ବାପା ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲା । ଉଭୟ ବାପା […]

Continue Reading

ବିଜେପି ସହ ହାତ ମିଳାଇବାକୁ ଉଦ୍ଧବଙ୍କୁ ଚିଠି ଲେଖିଲେ ଶିବସେନା ବିଧାୟକ ପ୍ରତାପ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ସରଗରମ ମଧ୍ୟରେ ରବିବାର ଏକ ନୂଆ କଥା ସାମ୍ନାକୁ ଆସିଛି । ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଶିବସେନାର ବିଧାୟକ ପ୍ରତାପ ସରନାଏକ ଚିଠି ଲେଖିଛନ୍ତି । ଏନସିପି ଓ କଂଗ୍ରେସ ଭିତିରିଆ ଶିବସେନାଙ୍କୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରୁଛି ବୋଲି ପ୍ରତାପ ନିଜ ଦଳର ମୂଖ୍ୟଙ୍କୁ ଜଣାଇଛନ୍ତି । ଏନସିପି ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସି ପଡୁ […]

Continue Reading

ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହେଲା ଫିଲ୍ମ ‘ରାଧେ’

ନୂଆଦିଲ୍ଲୀ: ଟ୍ରେଡ୍‌ ୱେବ୍‌ସାଇଟ୍‌ ବକ୍ସ ଅଫିସ୍‌ ଇଣ୍ଡିଆ ଅନୁଯାୟୀ ସଲମାନ ଖାନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ ‘ରାଧେ’ ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଛି। ଏହି ଚଳଚ୍ଚିତ୍ରଟି ଗଲ୍ଫ ଅଞ୍ଚଳରେ ୧,୬୫୦,୦୦୦ ଡଲାର, ଅଷ୍ଟ୍ରେଲିଆରେ ୩୯୦,୦୦୦ ଡଲାର, ଆମେରିକାରେ ୩୦୦,୦୦୦ ଡଲାର, ବ୍ରିଟେନରେ ୧୪୫,୦୦୦ ଡଲାର ଏବଂ ଅନ୍ୟ ବଜାରରେ ୧୨୫,୦୦୦ ଡଲାର ରୋଜଗାର କରିଛି। ୨୦୧୯ ରେ ରିଲିଜ୍ ହୋଇଥିବା ସଲ୍‌ମାନଙ୍କ ‘ଭାରତ’ ବିଶ୍ବବ୍ୟାପୀ ୧୦ ମିଲିୟନ୍ ଡଲାରରୁ ଅଧିକ ଆୟ କରିଥିଲା।

Continue Reading

ରୋବର୍ଟ କରିବ ନିର୍ବାଚନୀ ପ୍ରଚାର

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସଙ୍ଗୀନ ଥିବାରୁ ଜନସମାବେଶ ଭଳି ପରିସ୍ଥିତି ତୀବ୍ର ବିପଦ ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୨ ନିର୍ବାଚନୀ ପ୍ରଚାର ଏକ ନୂଆ ଢଙ୍ଗରେ କରାଯିବ। ୨୦୨୨ ବିଧାନସଭା ନିର୍ବାଚନରେ ରାଜନୈତିକ ନେତାଙ୍କ ତରଫରୁ ପ୍ରଚାର କରୁଥିବା ହ୍ୟୁମାନୋଇଡ ରୋବଟଗୁଡ଼ିକୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ୱାନ୍‌ଷ୍ଟାଣ୍ଡ ଇଣ୍ଡିଆ ପିଭି ଲିମିଟେଡ୍ ଏହି ଉଦ୍ଦେଶ୍ୟରେ ‘DOOT’ ନାମକ ଏକ ମାନବିକ ରୋବଟ୍ ବିକଶିତ କରିଛି। ଯାହା ଉତ୍କୃଷ୍ଟ ସ୍ୱର ଚିହ୍ନିବା, […]

Continue Reading

Father’s Day 2021: ଜାଣନ୍ତୁ, କେବେଠୁ ପାଳିତ ହେଉଛି ପିତୃ ଦିବସ

ଭୁବନେଶ୍ୱର: ଜୁନ ମାସର ତୃତୀୟ ରବିବାରରେ ପ୍ରତିବର୍ଷ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃତ୍ୱ ଦିବସ’ ଭାବେ ପାଳନ କରାଯାଏ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ‘ପିତୃତ୍ବ ଦିବସ’ର ଶୁଭେଚ୍ଛା ପ୍ରଦାନ କରିଛନ୍ତି। କ’ଣ ରହିଛି ଏହା ପଛର ରହସ୍ୟ-‘ଫାଦର୍ସ ଡ଼େ’ ପାଳନ ପଛରେ ଏଭଳି ଏକ କାହାଣୀ ରହିଛି। ଯାହା ସୋନୋରା ସ୍ମାର୍ଟ ଡୋଡଙ୍କ ସହ ଜଡ଼ିତ, ଯିଏ କି ‘ଫାଦର୍ସ ଡ଼େ’ ପାଳନ […]

Continue Reading

ପଞ୍ଚଭୂତରେ ବିଲୀନ ହେଲେ ତପୁ ମଶ୍ର, ସ୍ୱାମୀ ଦେଲେ ମୁଖାଗ୍ନି

ଭୁବନେଶ୍ୱର: ଫେରାର ରାଇଜକୁ ଚାଲି ଯାଇଛନ୍ତି ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର । ଆଜି ପଞ୍ଚଭୂତରେ ବିଲୀନ ହୋଇଛି ପାର୍ଥିବ ଶରୀର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱାମୀ ଦୀପକ ପୂଜାରୀ ମୁଖାଗ୍ନୀ ଦେଇଥିଲେ । ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ, ଉଷଶ୍ରୀ ମିଶ୍ରଙ୍କ ସମେତ ବହୁ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ତପୁ ମିଶ୍ରଙ୍କ ଶେଷ ଦର୍ଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ […]

Continue Reading

ଏହି ରାଜ୍ୟରେ ସମୂର୍ଣ୍ଣ ହଟିଲା ଲକ୍‌ଡାଉନ

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଜୁନ ୧୯ ରୁ ରାଜ୍ୟରେ ଜାରି ରହିଥିବା କରୋନା ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ମାମଲାରେ ହ୍ରାସ ସହିତ ପଜିଟିଭିଟି ହାରରେ ଉଲ୍ଲେଖନୀୟ ହ୍ରାସକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ ଅନୁଯାୟୀ ତେଲେଙ୍ଗାନା ଅନ୍ୟ ରାଜ୍ୟ ତୁଳନାରେ ଶୀଘ୍ର ସଂକ୍ରମଣର ବିସ୍ତାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି।

Continue Reading

‘ବ୍ଲାକ୍ ଟାଇଗର’ ବାୟୋପିକରେ ଅଭିନୟ କରିବେ ସଲମାନ!

ମୁମ୍ବାଇ: ‘ବ୍ଲାକ୍ ଟାଇଗର’ ବାୟୋପିକରେ ଅଭିନୟ କରିବେ ସଲମାନ ଖାନ! ବଲିଉଡ ସୁପରଷ୍ଟାର ସଲମାନ ଖାନ ଖୁବ୍ ଶୀଘ୍ର ତାଙ୍କ କ୍ୟାରିୟରର ପ୍ରଥମ ବାୟୋପିକରେ ଅଭିନୟ କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଅଭିନେତା ସଲମାନ ବାସ୍ତବ ଜୀବନ ଘଟଣା ଉପରେ ଆଧାରିତ ଏକ ଥ୍ରୀଲର ପାଇଁ ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ ସହ ଆଲୋଚନା କରୁଥିବା ଜାଣିବାକୁ ମିଳିଛି। ତେବେ ଏ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳି ପାରନାହିଁ।

Continue Reading