ଡେଲଟା ପ୍ଲସକୁ ନେଇ ବଢ଼ିଲା ଭୟ, ମହାରାଷ୍ଟ୍ରରେ ନେଲା ପ୍ରଥମ ଜୀବନ
ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହରକୁ ନେଇ ଭୟ ଥମିନଥିବା ବେଳେ, ଏବେ ଡରାଇଲାଣି ଡେଲଟା ପ୍ଲସ ଭୂତାଣୁ । ଡେଲଟା ଦୁର୍ବଳ ହେଉଥିବା ବେଳେ ଡେଲଟା ପ୍ଲସକୁ ନେଇ ବଢ଼ିଲାଣି ଭୟ । ଦ୍ବିତୀୟ ଲହର ପରେ ଏବେ ଡେଲଟା ପ୍ଲସକୁ ନେଇ ତୃତୀୟ ଲହରର ଆଶଙ୍କା କଲେଣି ବିଶେଷଜ୍ଞ । ସେପଟେ ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଆଣ୍ଟରେ ବଢ଼ିବାରେ ଲାଗିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ମହାରାଷ୍ଟ୍ରରେ ଡେଲଟା […]
Continue Reading