ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ, ହାଇକୋର୍ଟରେ ଦାୟର ହେଲା ପିଟିସନ

କଟକ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖିଅ ପାଉନି ପୋଲିସ । ଘଟଣାକୁ ୧୫ ଦିନ ବିତିଥିବା ବେଳେ, ଅସଲ କାରଣ ଜାଣିପାରୁନି ପୋଲିସ । ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦେବି କରୁଛନ୍ତି । ଅନ୍ୟପଟେ ଏହି ଘଟଣାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍ ଚିଟ୍ ଦେଇ ସାରିଲାଣି ପୋଲିସ । ଯାହାକୁ ନେଇ ପରିବାର ଲୋକେ ନିରାଶ ହୋଇଛନ୍ତି । ହେଲେ ଏହାରି ଭିତରେ ଆଜି ସୌମ୍ୟରଞ୍ଜନଙ୍କ […]

Continue Reading

ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ

ଆଠଗଡ଼ : ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ ୩୫ ବର୍ଷୀୟ ପ୍ରସନ୍ନ କୁମାର ପଣ୍ଡା, ୪୮ ବର୍ଷୀୟ ବାଙ୍କନିଧି ସାହୁ, ପ୍ରସନ୍ନ କୁମାର ନାୟକ, ଦୁଃଶାସନ ରାଉତ । ଆହତ ହୋଇଥିବା ୪ ଜଣ ବ୍ୟକ୍ତି ବିଲକୁ ଚାଷ କାମ କରିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥିଲା । ବାରହା ଆକ୍ରମଣରେ ପ୍ରସନ୍ନ କୁମାର ପଣ୍ଡାଙ୍କ ଅବସ୍ଥା […]

Continue Reading

କ୍ରୀଡା ମହାକୁମ୍ଭରେ ମହା ରାଜନୀତି, ଇସ୍ରାଏଲ ଖେଳାଳିଙ୍କ ବିପକ୍ଷରେ ଖେଳିବାକୁ ମନା କଲେ ସୁଡାନର ଜୁଡାକୋ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ବି ରାଜନୀତି ପସିଛି । ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ନିରପେକ୍ଷ ସ୍ଥାନରେ ବି ତାର କଳଙ୍କ ରୂପ ଦେଖାଇଛି । ଜୁଡୋ ୭୩ କିଗ୍ରା କାଟାଗୋରୀରେ ଇସ୍ରାଏଲର ତୋହରା ବୁଟବୁଲ ବିପକ୍ଷରେ ସୁଡାନର ମହମ୍ମଦ ଅବଦୁଲ ରସେଲ ଖେଳିବା ପାଇଁ ମନା କରି ଦେଇଥିଲେ । ଏହା ପଛରେ ଉପରୋକ୍ତ ବିବାଦ ଥିବା ଅନୁମାନ କରାଯାଉଛି । ଇସ୍ରାଏଲ ଖେଳାଳିଙ୍କ ର‌୍ୟାଙ୍କିଙ୍ଗ ୭ ଥିବା ବେଳେ ସୁଡାନ ଜୁଡାକୋଙ୍କ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ ୪୬୯ […]

Continue Reading

୨୦ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ

ଗୁଣୁପୁର: ପୁଣି ଜବତ ହୋଇଛି ଗଞ୍ଜେଇ । କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଂଚ କରିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନରୁ ଜବତ ହୋଇଛି ଏହି ଗଞ୍ଜେଇ । ଓଡ଼ିଶାରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ପୁଲିସ ଚଢାଉ କରି ୨୦୫ କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ୨୦ଲକ୍ଷ ୫୦ହଜାର ଟଙ୍କା ବୋଲି ଜଣାପଡିଛି । ଏହା ସହିତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି […]

Continue Reading

ମୋରମ ନେଇଗଲା ଜୀବନ, ଜଣେ ନାବାଳିକା ମୃତ ୨ ଗୁରୁତର

ରାୟଗଡା: ବିଷମକଟକ ଥାନା ଅନ୍ତର୍ଗତ ସାନ କାଚାପାଇ ଗାଁରୁ ଆସିଲା ଦୁଃଖଦ ଖବର । ମୋରମ ଖୋଳା ଚାଲିଥିଲାବେଳେ ମାଟି ଧସି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଅନ୍ୟପଟେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ସାନ କାଚାପାଇ ଗାଁର କିଛି ମହିଳା ଓ ଛୋଟ ପିଲାମାନେ ନିକଟସ୍ଥ ପାହାଡରୁ ମୋରମ ସଂଗ୍ରହ କରିବାକୁ ଯାଇଥିଲେ । ତେବେ ମୋରମ ଖୋଳା ଚାଲିଥିଲାବଳେ […]

Continue Reading

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ

ପୁରୀ: ପୁରୀ ବାସୀଙ୍କୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ  ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀବାସୀଙ୍କୁ ଘରେ ଏବେ ଫିଲଟର […]

Continue Reading

ରେଟିରୋ ପାର୍କକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା

ମାଡ୍ରିଡ୍‌: ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ୍‌ ହେଲା ରେଟିରୋ ପାର୍କ। ମାଡ୍ରିଡ୍‌ର ରେଟିରୋ ପାର୍କକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା। ରେଟିରୋ ପାର୍କ ସ୍ପେନ୍‌ର ରାଜଧାନୀ ମାଡ୍ରିଡର ମଧ୍ୟ ଭାଗରେ ୧.୨ ବର୍ଗ କିଲୋମିଟରେ ପ୍ରସାରିତ ହୋଇ ରହିଛି। ବୁଲଭାର୍ଡ ୧୬ ଶହ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ପାର୍କଟି ୧୬ ଶହ ଶତାବ୍ଦୀରେ ରାଜକୀୟ ବ୍ୟବହାର ପାଇଁ ଥିଲା ଯାହା ୧୮୪୮ ମସିହାରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ଲୋକମାନେ ରେଟିରୋ ପାର୍କରେ କିଙ୍ଗ ଆଲଫୋନସୋ […]

Continue Reading

ପେଗାସସ ଦୁର୍ନୀତିର ତଦନ୍ତ ପାଇଁ କମିଟି ଗଠନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ସାରା ଦେଶରେ ପେଗାସସ ଦୁୂର୍ନୀତି ନେଇ ତାତି ଜୋର ଧରିଥିବା ବେଳେ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କମିଟି ଗଠନ କରିଛନ୍ତି । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାମ ତଦନ୍ତ ତାଲିକାଭୁକ୍ତ ହେବାରୁ ଏହି କମିଟି ଗଠନ କରାଯାଇଛି । ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ଏହି କମିଟି ଗଠନ କରିଛି । ପୂର୍ବତନ ବିଚାରପତି ଏମଭି ଲୋକୁର, ବିଚାରପତି ଜ୍ୟୋର୍ତିମୟ ଭଟ୍ଟଚାର୍ଯ୍ୟଙ୍କୁ ଏହାର ନେତୃତ୍ୱ ଦିଆଯିବ । ସୂଚନାଯୋଗ୍ୟ, ଇସ୍ରାଏଲର […]

Continue Reading

ବିଶ୍ୱ ପାଇଁ ଏବେ ସବୁଠୁ ବଡ଼ ବିପଦ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: ଭାଇରୋଲୋଜିଷ୍ଟ ଏବଂ ଏପିଡେମୋଲୋଜିଷ୍ଟଙ୍କ ଅନୁଯାୟୀ ଡେଲଟା ଭାରିଆଣ୍ଟ ହେଉଛି କରୋନାର କ୍ଷୀପ୍ର ସଂକ୍ରମଣକାରୀ ଭୂତାଣୁ। ଏହା କରୋନାର ସବୁଠାରୁ ଭୟଙ୍କର ପ୍ରଜାତି। ଯାହାକୁ ଏବେ ବିଶ୍ବ ସାମ୍‌ନା କରୁଛି। ଅନେକ ଦେଶରେ ଡେଲ୍‌ଟା ପ୍ରଜାତି ଯୋଗୁ ଜଟିଳ ସ୍ଥିତି ମଧ୍ୟ ଉପୁଜିଛି। କରୋନାର ‌ଯେକୌଣସି ପ୍ରଜାତିର ସଂକ୍ରମଣରୁ ସୁରକ୍ଷା ଲାଗି ଟିକାକରଣ ଅତ୍ୟନ୍ତ ଜରୁରୀ। ଯେଉଁମାନେ ଟିକାକରଣରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତରେ ପ୍ରଥମେ […]

Continue Reading

ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କ ସହଯୋଗ ଲୋଡିଲେ

ଶିଲଂ: ଆସାମ-ମିଜୋରମରେ ସୀମା ବିବାଦ ନେଇ ହିଂସାକାଣ୍ଡ ଘଟିଛି । ସ୍ୱରାଷ୍ଟ୍ର୍ର ମନ୍ତ୍ରୀ ଅମିତ ଶାହ ଉତରପୂବାଂଚଳର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବୈଠକ ୨ ଦିନ ତଳେ ଆୟୋଜିତ କରିଥିଲେ । ସୀମା ବିବାଦ ନେଇ ଆଲୋଚନା ହୋଇଥିଲେ ମଧ୍ୟ କଣ ପାଇଁ ହିଂସାକାଣ୍ଡ ହେଉଛି ତାହା ଜଣାପଡି ନାହିଁ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ କରି ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ମିଜୋରମର ଆଇଜଲ, କୋଲସିବା […]

Continue Reading