ଭାରତରୁ ବିମାନ ଚଳାଚଳ ଉପରେ କଟକଣା ବଢାଇଲା ଏହି ଦେଶ
ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଇଥିହାଡ୍ ଏୟାରୱେଜ୍ ସୋମବାର ସୂଚନା ଦେଇଛି ଯେ ଭାରତରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ବିମାନଗୁଡ଼ିକ ଅଗଷ୍ଟ ୨ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଅଗଷ୍ଟ ୨ ଯାଏ ୟୁଏଇକୁ ବିମାନ ଚଳାଚଳ ହୋଇପାରିବ ନାହିଁ। ତେବେ ଏହି ଅବଧି ଭିତରେ ଯେଉଁମାନେ ୟୁଏଇ ନାଗରିକ, ୟୁଏଇ ଗୋଲଡେନ୍ ଭିସା ଧାରକ ଏବଂ କୂଟନୈତିକ ମିଶନର ସଦସ୍ୟ ସେମାନଙ୍କୁ ଛାଡ୍ କରାଯିବ। ସେମାନଙ୍କୁ ଯାତ୍ରା ସମୟରେ କରୋନା ନିୟମାବଳୀର ସଠିକ୍ ପାଳନ କରିବାକୁ […]
Continue Reading
