ସିଦ୍ଧୁଙ୍କୁ ରାକ୍ଷୀ ସାୱନ୍ତ ସହ ତୁଳନା କଲେ ଆପ ନେତା ରାଘବ ଚଡ୍ଡା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା ସମାଲୋଚନା କରିବା ସହ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରିଛନ୍ତି । ଏ ନେଇ ଏବେ ଆପ ଓ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି । କୃଷି ଆଇନ ନେଇ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଦଳ ଦୋମୁହାଁ ନୀତି ଆପଣାଉଛି ବୋଲି ସିଦ୍ଧୁ କହିଥିଲେ । ଏହାର ଜବାବରେ ଆଜି ଆପ ସିଦ୍ଧୁଙ୍କୁ ଟାର୍ଗେଟ […]

Continue Reading

ଦେଶ ତୁଳନାରେ ରାଜ୍ୟରେ କମିଛି ଅପରାଧ, ତଥ୍ୟ ଦେଲା ଏନସିଆରବି

ଭୁବନେଶ୍ବର : ଦେଶ ତୁଳନାରେ ରାଜ୍ୟରେ କମୁଛି ଅପରାଧ । ୨୦୨୦ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାର ୪୮୭.୮ ଥିବା ବେଳେ, ଓଡ଼ିଶାରେ ଅପରାଧ ହାର ରହିଛି ମାତ୍ର ୨୯୫.୨ । ଏନେଇ ସୂଚନା ଦେଇଛି ଜାତୀୟ ଅପରାଧ ନଥିସଂସ୍ଥା ବା ଏନସିଆରବି । ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାର ଠାରୁ ଓଡ଼ିଶାର ଅପରାଧ ହାର ବହୁ କମ ଅଟେ । ଅପରାଧ ହାର ୧ ଲକ୍ଷ ଜନସଂଖ୍ୟା ଅନୁପାତରେ ଘଟୁଥିବା ଅପରାଧ […]

Continue Reading

ପଞ୍ଜଶୀର ପାଲଟିଛି ଭୂତର ସହର !

ପଞ୍ଜଶୀର: ଆଫଗାନିସ୍ତାନରେ ତାଲିବାନ ପାଇଁ ସର୍ବଦା ପ୍ରତିବନ୍ଧକ ହୋଇ ରହି ଆସିଛି ପଞ୍ଜଶୀର ଘାଟି । ଏଥର ତାଲିବାନ ଏହାକୁ କବଜା କରିବାରେ ସଫଳ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଶେଷ କିଛି ଫାଇଦା ପାଇ ନାହାନ୍ତି । ତାଲିବାନ ଏଠାରେ ପ୍ରବେଶ କରିବା ମାତ୍ରେ ସମ୍ପୂର୍ଣ୍ଣ ସହର ଜନଶୂନ୍ୟ ହୋଇ ଯାଇଥିଲା । ବୃଦ୍ଧ ଓ ଅର୍କମଣ୍ୟ ଲୋକଙ୍କ ବ୍ୟତୀତ ଆଉ କେହି ନ ଥିଲେ । ଘର ଦ୍ୱାର ଖାଲି କରିଦେଇ ସେମାନେ ପାହଡ […]

Continue Reading

ତେଲେଙ୍ଗାନା ପୋଲିସ ଡିଜିପିଙ୍କ ନିକଟରେ ହାର୍ଡକୋର ମହିଳା ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି : ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ତେଲେଙ୍ଗାନା ପୋଲିସ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର ମହିଳା ମାଓବାଦୀ ସାରଦା । ସାରଦା ଆନ୍ଧ୍ରପ୍ରଦେଶ ମହୁବୁବାବାଦ ଜିଲ୍ଲାର ବାସିନ୍ଦା । ସେ ୧୯୯୪ ମସିହାରେ ମାଓ ସଙ୍ଗଠନରେ ଜଣେ ସକ୍ରିୟ ସଦସ୍ୟ ଭାବେ ଯୋଗ ଦେଇଥିଲା । ଏହାପରେ ଡିସିଏମ ପଦରେ ପଦୋନ୍ନତି ପାଇ ଦୀର୍ଘ ୨୭ବର୍ଷ ଧରି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଓ ଛତିଶଗଡ଼ରେ ଘଟିଥିବା ବିଭିନ୍ନ ହିଂସାକାଣ୍ଡ ଘଟଣାରେ ସାମିଲ ଥିବା […]

Continue Reading

କେନ୍ଦ୍ର ମନ୍ତ୍ରୀ ଗଡକାରୀ ୟୁଟ୍ୟୁବରୁ ପାଉଛନ୍ତି ମାସିକ ୪ ଲକ୍ଷ !

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକାରୀ ୟୁଟ୍ୟୁବରୁ ମାସିକ ୪ ଲକ୍ଷ ଟଙ୍କା ଆୟ କରୁଛନ୍ତି ବୋଲି କହିଛନ୍ତି । ହରିୟାଣାରେ ଏକ ଇଭେଂଟରେ ସେ କହିଥିଲେ, କରୋନା ମହାମାରୀ ସମୟରେ ରାନ୍ଧିବା ଆଉ ୟୁଟ୍ୟୁବରୁ ଆୟ କରିବା ଶିଖି ଯାଇଛି । ଅନଲାଇନରେ କେତେକ ଲେକଚର ଦେଇଥିଲି । ଏହାକୁ ୟୁଟ୍ୟୁବରରେ ଅପଲୋଡ କରିବା ପରେ ଅଧିକ ଭ୍ୟୁୟର୍ସ ହେବାରୁ ମୋତେ ଏବେ ୪ଲକ୍ଷ ଟଙ୍କା ମାସିକ ମିଳୁଛି । ଖାଲି ସମୟର ଉପଯୁକ୍ତ ବ୍ୟବହାର […]

Continue Reading

ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା, ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ମହାନଦୀରେ ଆସୁଛି ବନ୍ୟା । ହୀରାକୁଦରୁ ବନ୍ୟା ଛଡାଯିବା ପରେ ଫୁଲୁଛି ମହାନଦୀ । ଆସନ୍ତାକାଲି ମୁଣ୍ଡଳି ଓ ନରାଜରୁ ଅଧିକ ପାଣି ମହାନଦୀର ତଳି ଅଞ୍ଚଳକୁ ଛଡାଯିବ । ଫଳରେ ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି । ଏଥିପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ହୀରାକୁଦ ଡ୍ୟାମର ଯନ୍ତ୍ରୀ […]

Continue Reading

ଶ୍ରୀମନ୍ଦିର କୃଷ୍ଣଲୀଳାରେ କଂସ ବଧ

ପୁରୀ: ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି । ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ । ସେଠାରେ ଆଜ୍ଞାମାଳ ଲାଗି ହେବା ପରେ ଦୁଇ ଠାକୁରଙ୍କୁ ବଟ ବୃକ୍ଷ ନିକଟରେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା । ବିମାନବଡୁମାନେ ପାଲିଙ୍କିକୁ କୁଣ୍ଢାଇବେଣ୍ଟ ସାହିରେ ଥିବା ଲବଣୀଖିଆ ଛକକୁ ନେଇଥିଲେ । ଛକରେ ଥିବା ପନ୍ତିଘରେ […]

Continue Reading

ଚର୍ଚ୍ଚାରେ ଏମାର ମଠ, ମେଟାଲ ଡିଟେକ୍ଟରରେ କରାଗଲା ଯାଞ୍ଚ

ପୁରୀ : ପୁଣି ଚର୍ଚ୍ଚାରେ ପୁରୀର ଏମାର ମଠ । ପୋତାଧନ ଥିବା ସନ୍ଦେହରେ ଆଜି ପୁଣି ମଠକୁ ଟିକିନିଖି ଯାଞ୍ଚ କରିଛି ଏଏସଆଇ ଓ ପୁରୀ ପ୍ରଶାସନର ସ୍ବତନ୍ତ୍ର ଟିମ । ମେଟାଲ ଡିଟେକ୍ଟର ସହାୟତାରେ ମଠର ଯାଞ୍ଚ ହୋଇଛି । ଦୁଇଟି ସ୍ଥାନରେ ପୋତାଧନ ଥିବା ନେଇ ଟିମ୍ ସନ୍ଦେହ କରିଛି । ଟ୍ରଷ୍ଟ ବୋର୍ଡ କମିଟି ବୈଠକରେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ତେବେ ଆଗକୁ ଉଚ୍ଚକ୍ଷମତା ସମ୍ପନ୍ନ ମେଟାଲ ଡିଟେକ୍ଟର […]

Continue Reading

ଲକି କୂପନ ବାହାନା କରି ଠକେଇ

ମୟୂରଭଞ୍ଜ: ଲକି କୂପନ ବାହାନା କରି ଠକୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ । ଲକି କୂପନ ବାହାନା କରି ଲୋକଙ୍କୁ ଠକୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ମୟୁରଭଞ୍ଜ ପୋଲିସ । ମୟୁରଭଞ୍ଜ ଜିଲ୍ଲା ଝରପୋଖରିଆ ଥାନା ପୋଲିସ ଠକେଇ ଅଭିଯୋଗରେ ୬ ଜଣ ଠକକୁ ଗିରଫ କରିବା ସହ ଏକ ବୋଲେର ଗାଡି, ୭ ଟି ମୋବାଇଲ ଓ ବହୁ ଇଲେକ୍ଟ୍ରିକ ସାମଗ୍ରୀ ଜବତ କରିଛି । ଗତ ୧୫ ତାରିଖରେ ଝରପୋଖରିଆ ଥାନା ଅଞ୍ଚଳର ଅଭିମନ୍ୟୁ ଦାସଙ୍କୁ […]

Continue Reading

କୋହଲିଙ୍କ ବିରାଟ ଘୋଷଣା, ଟି୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆଗାମୀ ଟି୨୦ ବିଶ୍ୱକପ ପରେ ସେ ଟି୨୦ ଅଧିନାୟକ ପଦରୁ ଇସ୍ତଫା ଦେବେ । ତେବେ ସେ ଦିନିକିଆ ଏବଂ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି । କୋହଲିଙ୍କ ଇସ୍ତଫା ପ୍ରସଙ୍ଗ ଏବେ ବେଶ କିଛି ଦିନ ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଥିଲା । ବିଭିନ୍ନ ଗଣମାଧ୍ୟମରେ କୋହଲି ଅଧିନାୟକ ପଦ ଛାଡିବା […]

Continue Reading