ଦରଦାମ ବୃଦ୍ଧିର ପ୍ରତିବାଦ

ପୁରୀ: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଫଳରେ ଦେଶରେ ତୈଳ, ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଦର ଆକାଶ ଛୁଆଁ । ବିଦ୍ୟୁତ ଘରୋଇ ଟାଟା ପାୱାର ହାତରେ ଟେକି ଦେବା ଯୋଗୁଁ ଉପଭୋକ୍ତା ଦୁର୍ଦଶା ଭୋଗୁଛନ୍ତି । କୋଭିଡରେ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କୋଡିଏ ଲକ୍ଷ କୋଟି କୁଆଡେ ଗଲା , କଳା କୃଷି ଆଇନ, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ପ୍ରତ୍ୟାହାର ଦାବୀ ନେଇ ବିକ୍ଷୋଭ । ଆଜି ସିପିଆଇ (ଏମ […]

Continue Reading

ବର୍ଷା ଉଜାଡିଦେଲା ବର୍ଷକ ଆହାର

କାମାକ୍ଷାନଗର: ବର୍ଷକର ଫସଲକୁ କେଇ ଘଣ୍ଟାରେ ଉଜାଡି ଦେଇଛି ଲଗାଣ ବର୍ଷା । ଚାଷୀଟିଏ ପରିବାର ଚଳାଇବା ପାଇଁ ନିଜେ ପରିଶ୍ରମ କରି ହାଡ଼ ଭାଙ୍ଗି ଏବଂ ରକ୍ତ ନିଗାଡ଼ି ଫସଲ କରିଥିଲା । କିନ୍ତୁ ଲଗାଣ ବର୍ଷା ସବୁ କିଛିକୁ ଉଜାଡି ଦେଇଛି । ଏବେ ଚାଷକୁ ନେଇ ଚାଷୀ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଛି । ରେଡ଼ ଆଲର୍ଟରେ ଥିବା ଢେଙ୍କାନାଳ ଜିଲ୍ଲାରେ ପରିସ୍ଥିତି ଭୟଙ୍କର ହୋଇଥିଲା । କାମାକ୍ଷାନଗର ଉପଖଣ୍ଡରେ ଥିବା ବିଭିନ୍ନ […]

Continue Reading

ବିପଦ ସଂକେତ ଉପରେ ବୈତରଣୀ

ଯାଜପୁର: ବୈତରଣୀ ନଦୀର ଜଳ ସ୍ତର ପୁଣି ବୃଦ୍ଧି । ବିପଦ ସଂକେତ ଉପରେ ପ୍ରବାହିତ । ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସାମାନ୍ୟ ସୁଧୁରୁଥିବା ବେଳେ ବୈତରଣୀ ନଦୀର ଜଳ ସ୍ତର ପୁଣି ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହୋଇଛି । ବ୍ରାହ୍ମଣୀର ଜଳ ସ୍ତର ହ୍ରାସ ପାଇଛି । ହେଲେ ବରୀ ବ୍ଲକ ଅଂଚଳର ଅନେକ ଗାଁ ଏବେବି ପାଣି ଘେରରେ ରହିଛି । ସେହିପରି ଖରସ୍ରୋତା ନଦୀର ଜଳ ସ୍ତର […]

Continue Reading

ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ ପାଇଛି । ଗତବର୍ଷ ସାରା ଦେଶରେ ୨୯ ହଜାର ୧୯୩ଟି ହତ୍ୟା ମାମଲା ରୁଜୁ ହୋଇଛି । ୨୦୧୯ ତୁଳନାରେ ଏହା ୧ ପ୍ରତିଶତ ବୃଦ୍ଧି ପାଇଛି । ଦଙ୍ଗା ଓ ଗୋଷ୍ଠୀ ସଂଘର୍ଷ ୨୦୧୯ ଅପେକ୍ଷା ବହୁ ମାତ୍ରାରେ ବୃଦ୍ଧି ପାଇଛି । ୨୦୧୯ […]

Continue Reading

ପାଇଖାନାରୁ ଉଦ୍ଧାର ହେଲା ନାଗସାପ

କଟକ : ପାଇଖାନା ପ୍ୟାନ୍ ଭିତରେ ନାଗ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକା ଗାଁ ର ପ୍ରକାଶ ମିଶ୍ରଙ୍କ ପାଇଖାନା ଭିତରେ ଏକ ନାଗ ସାପ ଲୁଚି ରହିଥିବା ଦେଖିବାକୁ ମିଲିଥିଲା ।ସମୟ ସମୟରେ ଏହି ସାପଟି ବାହାରକୁ ଆସୁଥିଲା । ଆଉ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ମଧ୍ୟ ଜମିଥିଲା । ଗତ କାଲି ରାତିରୁ ସାପଟି ପ୍ୟାନ ଭିତରେ ଥିବାବେଳେ ଆଜି […]

Continue Reading

ସେପ୍ଟେମ୍ବର ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ବାତିଲ, ଜାଣନ୍ତୁ କେଉଁ ଟ୍ରେନ୍

ଭୁବନେଶ୍ବର : ମହାମାରୀ କରୋନା ପାଇଁ ରେଳବାଇର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ନିର୍ଦ୍ଦିଷ୍ଟ ସ୍ବତନ୍ତ୍ର ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ, ଆଉ କିଛି ଟ୍ରେନ୍ ଆାଂଶିକ ଭାବେ ବାତିଲ କରିଛି ରେଳବାଇ । ସେପ୍ଟେମ୍ବର ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହୋଇଥିବା ଟ୍ରେନ ଗୁଡିକ ହେଲା – ୧ : ୦୮୪୧୨/୦୮୪୧୧ ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ବିଶେଷ ଟ୍ରେନ୨ : ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୩ : ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ […]

Continue Reading

ପିପିଲି ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଲା ବିଜେଡି

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ବିଜେଡି ଜାରି କଲା ଷ୍ଟାର ପ୍ରଚାରକ ତାଲିକା । ବିଜେଡି ନିଜର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହେଶ୍ବର ମହାନ୍ତି, ଦେବୀପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସ ବର୍ମା, ସମୀର […]

Continue Reading

ପାଣି ଘେରରେ ଯାଜପୁର ଜିଲ୍ଲାର ୫ଟି ବ୍ଲକର ୭୦ରୁ ଅଧିକ ଗାଁ

ଯାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଯାଜପୁରର ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା । ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ୫ଟି ବ୍ଲକର ପାଖାପାଖି ୭୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ବନ୍ୟାରେ କୋରେଇ ବ୍ଲକର ବଡ଼ ବିରୁହାଁ, ତଣ୍ଡରା, ଗୋଲେଇପୁର ଆଦି ପଞ୍ଚାୟତର ଅଧିକାଂଶ ଗାଁ ପାଣି ଘେରରେ ଅଛି । ସେହିପରି ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳରେ ଭାଙ୍ଗିଛି ବ୍ରାହ୍ମଣୀ ନଦୀବନ୍ଧ । […]

Continue Reading

ସାମ୍ବାଦିକ,ପର୍ବତାରୋହିଙ୍କ ବାଇକ ଯାତ୍ରା

ବରଗଡ଼ : ସଚେତନତା ସୃଷ୍ଟି କରୁଥିବା ବାଇକ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା । ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀରୁ ଲେହ ଲଦାକ୍ ଯାତ୍ରା କରିଥିବା ଦୁଇ ଜଣିଆ ମୋଟର ସାଇକେଲ ଯାତ୍ରୀ ଦଳଙ୍କୁ ବରଗଡ଼ ମା ସମଲେଇ ମନ୍ଦିର ଠାରେ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନେ ବରଗଡ଼ରେ ପହଁଚିବା ପରେ ବରଗଡ଼ ବାସୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲ।। ଏହି ଯାତ୍ରୀ ଦଳରେ ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର ଏବଂ ପର୍ବତାରୋହି ମିତ୍ରଭାନୁ […]

Continue Reading

ଭଦ୍ରକରେ ଚିନ୍ତା ବଢ଼ାଇଲା ବୈତରଣୀ, ୯ ପଞ୍ଚାୟତରେ ପଶିଲା ପାଣି

ଭଦ୍ରକ : ବର୍ଷା କମିଲା, ହେଲେ ବିପଦ ଆଣିଲା ବନ୍ୟା । ପ୍ରବଳ ବର୍ଷା ଯୋଗୁଁ ବୈତରଣୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବୈତରଣୀରେ ଜଳସ୍ତର ବଢିବା ପରେ ଏବେ ଚିନ୍ତାରେ ତଳି ଅଞ୍ଚଳର ଲୋକେ । କଣ୍ଟିଘାଇ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତି ଆଡକୁ ପ୍ରବେଶ କରିଛି । ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ଓ ଧାମନଗର ବ୍ଲକର ୩ଟି ପଞ୍ଚାୟତରେ ବନ୍ୟା ଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳରେ ପାଣି […]

Continue Reading