ହକ୍କାନୀ ନେଟୱର୍କ ସହ ବିବାଦ ପରେ ଆଫଗାନିସ୍ତାନ ଛାଡିଲେ ବରାଦର !
କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବାର ସପ୍ତାହେ ବିତି ନ ଥିବା ବେଳେ ହକ୍କାନୀ ନେଟୱର୍କ ଓ ମୁଲ୍ଲା ଅବଦୁଲ ଗନୀ ବରାଦର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିବାରେ ଲାଗିଛି । ଏପରିକି ଅଶାନ୍ତି ଜୋର ଧରିବାରୁ ଉପ ପ୍ରଧାନମନ୍ତ୍ରୀ ବରାଦର ଆଫଗାନିସ୍ତାନ ଛାଡି ପଳାଇଥିବା ଖବର ସମ୍ମୁଖକୁ ଆସିଛି । ହକ୍କାନୀ ନେଟୱର୍କ ମୁଖ୍ୟ ଖଲୀଲ ଉର ରହେମାନ ଓ ବରାଦରଙ୍କ ମଧ୍ୟରେ କୌଣସି କାରଣ ନେଇ ପ୍ରବଳ ଯୁକ୍ତି ତର୍କ ହୋଇଥିଲା । […]
Continue Reading
