ମୁଖ୍ୟ ଶାସନ ସଚିବଙ୍କ ଗଜପତି ଗସ୍ତ

ଗଜପତି: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଗଜପତି ଗସ୍ତରେ ଯାଇଛନ୍ତି। ଗଜପତି ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ତୁମ୍ବା ପୁରିଆ ସାହିର ବୁରୁଖତା ଦେଇ କୁନ୍ତୀ ମନ୍ଦିର ଆଦି ସ୍ଥାନ ଅନୁସନ୍ଧାନ କରିବା ସହ ପରିଦର୍ଶନ କରିଥିଲେ। ଶ୍ରୀ ମହାପାତ୍ର ମହାନ୍ଦ୍ରଗିରି ପାହାଡ ଉପରେ ଥିବା ପର୍ଯ୍ୟଟନ ପ୍ରକଳ୍ପର ଅଗ୍ରଗତି ଉପରେ ବିଶେଷ ଦୃଷ୍ଟି ଦେବା ସହ […]

Continue Reading

ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌

ମୁମ୍ବାଇ: ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌। ରାମ ଚରଣ ଏବଂ ଜେଆର୍‌ ଏନ୍‌ଟିଆର୍‌ ଅଭିନୀତ ଫିଲ୍ମ ଆରଆରଆର ଏହାର ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବ ନାହିଁ। ଏନେଇ ନିର୍ମାତାମାନେ ଆଜି ନିଶ୍ଚିତ କରିଛନ୍ତି।ଫିଲ୍ମ ଅକ୍ଟୋବର ୧୩ ରେ ରିଲିଜ୍ ହେବ ନାହିଁ। କୋଭିଡ୍-୧୯ କାରଣରୁ ପ୍ରେକ୍ଷାଳୟ ବନ୍ଦ ଥିବାରୁ ସେମାନେ ଏହାକୁ ବିଳମ୍ବ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ବିବୃତ୍ତିରେ ନିର୍ମାତାମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ଚଳଚ୍ଚିତ୍ର ଶୀଘ୍ର ମୁକ୍ତିଲାଭ କରିବ। […]

Continue Reading

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଶେଷ ସହିତ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମୌସୁମୀ ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଥିଲା । ଏହାରି ମଧ୍ୟରେ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ଥିଲା । ଅଧିବେଶନ କାଳରେ ତିନିଟି ମୁଲତବି ପ୍ରସ୍ତାବ ଆସିଥିଲା । ଚଳିତ ମୌସୁମୀ ଅଧିବେଶନରେ ମୋଟ୍‌ ୧୩ଟି ବିଲ ପାରିତ […]

Continue Reading

ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହେଲେ ଅଭିଜ୍ଞ ବ୍ରାଜିଲ ଫରୱାର୍ଡ ଜୋନାଥାସ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ଅଭିଜ୍ଞ ବ୍ରାଜିଲ ଫରୱାର୍ଡ ଜୋନାଥସ କ୍ରିଷ୍ଟିଆନ ଡି ଜିସସ ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଜୋନାଥସ ବ୍ରାଜିଲ ନେଦରଲାଣ୍ଡ, ସ୍ପେନ, ଇଟାଲୀ ଓ ଜର୍ମାନୀର ଅନେକ ପ୍ରତିଷ୍ଠିତ କ୍ଲବ ପକ୍ଷରୁ ଖେଳି ସାରିଛନ୍ତି । ୧୦୦ରୁ ଊର୍ଦ୍ଧ୍ୱ ଗୋଲ ତାଙ୍କ ନାମରେ ରହିଛି । ବ୍ରାଜିଲର ଏହି ଷ୍ଟାର ଖେଳାଳିଙ୍କ ଉପସ୍ଥିତି ଓଡିଶା ଏଫସିକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ମୂଖ୍ୟ କୋଚ କିକୋ […]

Continue Reading

ପ୍ରକାଶ ପାଇଲା NIRF ୨୦୨୧ ତାଲିକା : ଟପ୍‌ ୨୫ ବିଶ୍ବବିଦ୍ୟାଳୟ ତାଲିକାରେ ‘ସୋଆ’

ଭୁବନେଶ୍ବର : ପ୍ରକାଶ ପାଇଲା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମଓ୍ବାର୍କ ୨୦୨୧ ତାଲିକା । ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଘୋଷଣା କରିଛନ୍ତି । ତାଲିକାରେ ଭାରତର ଶ୍ରେଷ୍ଠ ମେଡିକାଲ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶାର ଅଗ୍ରଣୀ ବିଶ୍ବବିଦ୍ୟାଳୟ “ଶିକ୍ଷା ଓ ଅନୁସନ୍ଧାନ” ବଶ୍ବବିଦ୍ୟାଳୟ । ଦେଶର ଅଗ୍ରଣୀ ବିଶ୍ବବିଦ୍ୟାଳୟ ତାଲିକା ମଧ୍ୟରେ ଶ୍ରେଷ୍ଠ ୨୫ ତାଲିକାରେ ରହିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ । ସମସ୍ତ ବର୍ଗରେ […]

Continue Reading

ଆସନ୍ତାକାଲି ଚଳାଚଳ କରିବ ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସ

ଭୁବନେଶ୍ବର : ଆସନ୍ତାକାଲି ଚଳାଚଳ କରିବ ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକକୁ ଶୁଭାରମ୍ଭ କରିବେ । ଏହି ଅବସରରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ […]

Continue Reading

ବିଷମକଟକ ଡାଙ୍ଗରପୋଡା ଗାଁରେ ସ୍ୱଚ୍ଛ ପାନୀୟ ଜଳ ଭେଳିକି

ଗୁଣୁପୁର: ଗାଁ ଗହଳୀରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣକୁ ନେଇ ବାହାବା ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଙ୍ଗରପୋଡା ଗାଁରେ କିନ୍ତୁ ସାମ୍ନାକୁ ଆସିଛି କିଛି ଭିନ୍ନ ଚିତ୍ର । ଡାଙ୍ଗରପୋଡା ଗାଁରେ ରହୁଥିବା ଆଦିମ ଆଦିବାସୀଙ୍କ ପାଇଁ ରହିଛି ଡଙ୍ଗରିଆ ଉନ୍ନୟନ ସଂସ୍ଥା । ଆଦିବାସୀଙ୍କ ଉନ୍ନତି ପାଇଁ ଏହି ସଂସ୍ଥାକୁ ସରକାରଙ୍କ ତରଫରୁ କୋଟିକୋଟି ଟଙ୍କା ଅନୁମୋଦନ ଆସୁଛି । ହେଲେ […]

Continue Reading

ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାର ୨୧ତମ ସ୍ଥାନରେ କିଟ୍‍

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) । ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ, ବିଶ୍ବବିଦ୍ୟାଳୟ ତାଲିକାର ଶ୍ରେଷ୍ଠ ୨୧ ତମ ସ୍ଥାନରେ ରହିଛି କିଟ୍‍ । ଗତବର୍ଷ ଏନ୍ଆଇଆରଏଫ ରାଙ୍କିଙ୍ଗ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ କିଟ୍‍ ୨୪ତମ ସ୍ଥାନରେ ରହିଥିବା ବେଳେ, ଚଳିତବର୍ଷ ୨୧ତମ ସ୍ଥାନକୁ ଉନ୍ନୀତ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି […]

Continue Reading

ସରିଲା ଦୁଷ୍କନ୍ତଙ୍କ ଶେଷକୃତ୍ୟ, ଅନିଶ୍ଚିତତା ଘେରରେ ତାଙ୍କ ପରିବାର

ପାରାଦୀପ :ବିଧାନସଭା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍କନ୍ତ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। । ଦୁଷ୍କନ୍ତଙ୍କ ଗାଁରେ ଏବେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବୁଧବାର ଦୁଷ୍କନ୍ତ ବିଧାନସଭା ସମ୍ମୁଖକୁ ଯାଇ ହାତ କାଟିବା ସହ ବିଷ ପିଇଦେଇଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ନିଆଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କର […]

Continue Reading

ଜୟପୁର ଜଗନ୍ନାଥ ସାଗରରୁ ନାବାଳିକା ମୃତଦେହ ଉଦ୍ଧାର ଘଟଣା, ପ୍ରେମିକକୁ ଗିରଫ ଦାବିରେ ରାସ୍ତାରୋକ

ଜୟପୁର : ଜଗନ୍ନାଥ ସାଗରରୁ ନାବାଳିକା ଶବ ଉଦ୍ଧାର ଘଟଣା। ପ୍ରେମିକକୁ ଗିରଫ ଦାବିରେ ଜୟପୁର ଜୟନଗର ରାସ୍ତାରେ ଟାୟରଜାଳି ରାସ୍ତା ରୋକ କରିଛନ୍ତି ଶହ ଶହ ମହିଳା ଓ ପୁରୁଷ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ଲୋକମାନଙ୍କ ସହ ଆଲୋଚନା କରୁଛି । ଗତ ତିନି ଦିନ ତଳେ ଜୟନଗର ଧୋବା ତୁଠ ନିକଟରେ ଶବ ଭାଷୁ ଥିବା ଦେଖି ପ୍ରତ୍ୟକ୍ଷଦର୍ଶୀ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲେ । ଟାଉନ୍ […]

Continue Reading