ଭୋକ ମେଣ୍ଟାଇବା ଲାଗି ଧନୀ ଛୁଆଙ୍କୁ କରାଯାଉଛି ଅପହରଣ
ନୂଆଦିଲ୍ଲୀ: ଉତ୍ତର କୋରିଆ ଏହାର ଏକଛତ୍ରବାଦୀ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଉତ୍ତରକୋରିଆର ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଏଥିପାଇଁ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। ଆଜିକାଲି ମୁଦ୍ରାସ୍ଫୀତି ଚରମ ସୀମାରେ ଅଛି ଏବଂ ଆର୍ଥିକ ସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। କରୋନା ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉତ୍ତର କୋରିଆରେ ଏକ ଭୟଙ୍କର ଖାଦ୍ୟ ସଙ୍କଟ ଦେଖାଦେଇଛି। ଏହି ସମୟରେ, ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ପ୍ରକାଶ ସାମ୍ନାକୁ […]
Continue Reading
