ରାଜ୍ୟର ଏହି ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ବଜ୍ରପାତ ସହ ବ‌ର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ୧୮ ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ଦେଓଗଡ, ଗଜପତି, ରାୟଗଡା, ଗଞ୍ଜାମ, ମୟୂରଭଞ୍ଜ, ବାଲାଶ୍ବର, କେନ୍ଦୁଝର, ଅନୁଗୁଳ, ଢ‌େଙ୍କାନାଳର ଯାଜପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ) ଅପରାହ୍ନ ୨.୧୫ ରୁ ୫.୧୫ ମଧ୍ୟରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ରକ୍ଷା କରିବା […]

Continue Reading

OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗଡ଼ିଲା OSRTCର ଆଉ ୧୧୦ଟି ନୂଆ ବସ୍ । ଏହି ଅତ୍ୟାଧୁନିକ ନୂଆ ବସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାତ୍ରୀ ମାନଙ୍କୁ ଆରାମ ଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ କରାଯାଇଛି । ରାଜ୍ୟ ପରିବହନ ନିଗମ ପକ୍ଷରୁ ୧୮୦ଟି ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ୧୧୦ଟି ବସର ଶୁଭାରମ୍ଭ ହୋଇଥିବା ବେଳେ, ଆଉ ୭୦ଟି ବସ୍‌ ଖୁବଶୀଘ୍ର ଚଳାଚଳ […]

Continue Reading

ସେନା ସିଲାବସରେ ସାମିଲ ହେବ ଭଗବଦ ଗୀତା, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର !

ନୂଆଦିଲ୍ଲୀ: ଭାରତର ତିନି ସେନାରେ ଭଗବଦ ଗୀତା ଏବଂ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ସାମିଲ କରାଯିବ । କଲେଜ ଅଫ ଡିଫେନ୍ସ ମ୍ୟାନେଜମେଂଟ ଏହି ପ୍ରସ୍ତାବ ଦେଇଛି । ଏହି ପ୍ରାଚୀନ ଗ୍ରନ୍ଥରୁ ରଣନୀତି ଏବଂ ନେତୃତ୍ୱ ସମ୍ପର୍କରେ ଅନେକ କିଛି ଶିକ୍ଷାଲାଭ କରିହେବ ବୋଲି ଆଶା କରାଯାଉଛି । ସିକନ୍ଦରବାଦରେ ସୈନ୍ୟ ପ୍ରଶିକ୍ଷଣ ସଂସ୍ଥାନ ରହିଛି । ଏଠାରେ ୩ ସେନାର ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଏ । ଏଥିରେ ଭାରତୀୟ ସଂସ୍କୃତି ଅଧ୍ୟୟନ ମଂଚ ପ୍ରସ୍ତୁତ କରିବା […]

Continue Reading

ମୋ ବସ୍‌ର ଅତ୍ୟାଧୁନିକ ଡିପୋ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଉଦଘାଟିତ ହୋଇଛି ମୋ ବସର ଦୁଇଟି ଅତ୍ୟାଧୁନିକ ଡିପୋ । ପଟିଆ ଓ ଭଗବାନପୁରରେ ଥିବା ମୋ ବସ୍‌ର ଦୁଇଟି ଡିପୋକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅତ୍ୟାଧୁନିକ ଡିପୋରେ ମେସିନ୍‌ ଜରିଆରେ ବସ୍ ପରିଷ୍କାର କରାଯିବା ସହ ବସରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି । ପଟିଆ ବସ ଡିପୋରେ ଖର୍ଚ୍ଚ ହୋଇଛି ୨୧ କୋଟି ୨୬ ଲକ୍ଷ ଟଙ୍କା । ସେହିପରି ଭଗବାନପୁର ବସ ଡିପୋରେ ୨୦ କୋଟି […]

Continue Reading

ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ‘ଇଡା’

ଆମେରିକା : ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ଇଡା । ବାତ୍ୟା ଯୋଗୁ ନ୍ୟୁୟର୍କ ସିଟିରେ ବନ୍ୟାଜଳ ଭରି ରହିଛି । ଘୂର୍ଣ୍ଣିଝଡ଼ ଯୋଗୁ ନଦୀରେ ଜଳସ୍ତର ବଢ଼ିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାପାଣି ପ୍ରବେଶ କରିଥିବାରୁ ପାଖାପାଖି ୪୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତାହତଙ୍କ ମଧ୍ୟରୁ କେବଳ ନ୍ୟୁୟର୍କରୁ ୧୩ ଜଣ ଅଛନ୍ତି । ନ୍ୟୁଜର୍ସିରେ ପାଖାପାଖି ୨୩ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ୱେଷ୍ଟଚେଷ୍ଟର୍ କାଉଣ୍ଟିରେ […]

Continue Reading

ଆଫଗାନିସ୍ତାନରୁ ପାକ୍ ଅଧିକୃତ କାଶ୍ମୀରକୁ ଫେରିଛନ୍ତି ୮ ହଜାର ଆତଙ୍କୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ରାଜ୍ ପରେ ଆତଙ୍କବାଦୀଙ୍କ ଗଡ ପାଲଟିଲା ପାକ୍ ଅଧିକୃତ କାଶ୍ମୀର । ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସଂଗଠନର ୮ ହଜାରରୁ ଅଧିକ ସଦସ୍ୟ ପାକ୍ ଅଧିକୃତ କାଶ୍ମୀରକୁ ଫେରିଥିବା ଜଣାପଡିଛି । ଏମାନେ ତାଲିମ ନେବା ଲାଗି କିଛି ବର୍ଷ ତଳେ ଆଫଗାନିସ୍ତାନ ଯାଇଥିଲେ । ଏହି ଦୁଇ ସଂଗଠନର ହଜାର ହଜାର ସଦସ୍ୟ ଏବେ ପିଓକେରେ ବିଭିନ୍ନ ଆତଙ୍କବାଦୀ ଶିବିରରେ ଯୋଗ ଦେଇଥିବା ଜଣାପଡିଛି । ଆମେରିକା […]

Continue Reading

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ନେଇ ଆସନ୍ତା ୮ ତାରିଖରେ ବସିବ ବୈଠକ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁଦିନ ସର୍ବସାଧାରଣ ଦର୍ଶନ ନେଇ ଆସନ୍ତା ୮ ତାରିଖରେ ବସିବ ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ହେବାକୁ ଥିବା ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ଗାଇଡ ଲାଇନ୍ ସମ୍ପର୍କରେ ଆଲୋଚନା କରାଯିବ । ପୂର୍ବରୁ ଶନିବାର ଓ ରବିବାର ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । କିନ୍ତୁ ବୈଠକରେ ଏଥିରେ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ । ସେହିପରି ଆନନ୍ଦ ବଜାରରେ ମହାପ୍ରସାଦ ସେବନ, ଭୋଗ ନଡିଆ […]

Continue Reading

ପାରା ଅଲିମ୍ପିକ୍ସ: ତୀରନ୍ଦାଜରେ ହରବିନ୍ଦର ଜିତିଲେ ବ୍ରୋଞ୍ଜ

ଟୋକିଓ: ଚଳିତ ପାରା ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ତୀରନ୍ଦାଜ ହରବିନ୍ଦର ସିଂ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଦକ୍ଷିଣ କୋରିଆର କିମ ମିନ ସୁଙ୍କ ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ରୋମାଂଚକର ହୋଇଥିଲା । ରିକର୍ଭ ବ୍ୟକ୍ତିଗତ ଇଭେଂଟ ଶୁଟ ଅଫରେ ହରବିନ୍ଦର ୧୦ ପଂଏଟ ହାସଲ କରିଥିବା ବେଳେ କିମ ୮ ପଂଏଟ ହାତେଇବାକୁ ସକ୍ଷମ ହୋଇଥିଲେ । ପୂର୍ବରୁ ସେମି ଫାଇନାଲରେ ସେ ଆମେରିକାର କେଭିନ ମାଥେରଙ୍କ ନିକଟରୁ ୪-୬ରେ ହାରି ଯାଇଥିଲେ […]

Continue Reading

ଆଫଗାନିସ୍ତାନରେ ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ନେତୃତ୍ବରେ ଗଠନ ହେବ ସରକାର

ଆଫଗାନିସ୍ତାନ : ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ନେତୃତ୍ବରେ ଆଫଗାନିସ୍ତାନରେ ଗଠନ ହେବ ସରକାର । ତାଲିବାନ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ବାରଦାର ନୂଆ ସରକାରର ନେତୃତ୍ବ ନେବେ । ସରକାରରେ ତାଲିବାନ ପ୍ରତିଷ୍ଠାତା ମୁ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓ ଶେର ମହମ୍ମଦ ଆବାସ ସ୍ତାନେକଜାଇଙ୍କୁ ମିଳିବ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ଅଗଷ୍ଟ ୧୫ରୁ କାବୁଲକୁ ଦଖଲ କରିଛି ତାଲିବାନ୍ । ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିଜ ଅଧୀନକୁ ନେବା ସହ ଆତଙ୍କ ଚଳାଉଛି […]

Continue Reading

ବିନୋଦିନୀ ଦେବୀ ପାଇବେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୨୭ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ଉତ୍ସବ ୨୦୨୧ । ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଏହି ଉତ୍ସବ ଲାଗି ଚଳିତ ବର୍ଷ ଘୋଷଣା ହୋଇଛି ପୁରସ୍କାର । ଜୀବନବ୍ୟାପୀ ସାଧନା ଲାଗି ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ପ୍ରଦାନ କରାଯିବ ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ । ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ଆରୁଷୀ ମୁଦଗଲ ଏବଂ ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ […]

Continue Reading