ଚର୍ଚ୍ଚିକା ପୀଠରେ ଷୋଡ଼ ଉପଚାର ପୂଜା

ବାଙ୍କୀ: ଆଜି ଠାରୁ ଆରମ୍ଭ ହୋଇଛି ମାଆଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ମାଆ ଚର୍ଚ୍ଚିକାଙ୍କ ସେବାୟତମାନେ ମହାନଦୀ ରେଣୁକା ଘାଟଠାରୁ ପାଣିଆଣି ମାଙ୍କୁ ସ୍ନାନକରି ସ୍ଵତସ୍ତ୍ର ପୂଜା ରିତିନୀତିରେ ପୂଜାପାଠକରି ସୁସଜିତ କରିଛି । ପ୍ରତ୍ୟେକଦିନ ମାଆ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଶଦ୍ଧାଳୁଙ୍କୁ । ଆଗାମୀ ମହାଅଷ୍ଟମୀ ଦିନ । ମାଆଙ୍କ ପୀଠରେ ଦିବାରାତ୍ରୀ ପୂଜାପାଠ କରାଯିବା […]

Continue Reading

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ବର : ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ । ଏଥିରେ ୪୯ ହଜାର ୨୭୯ ଜଣଙ୍କୁ ପରୀକ୍ଷାରେ ରାଙ୍କ ମିଳିଛି । କରୋନା ମହାମାରୀ ଭିତରେ ଏଥର ପରୀକ୍ଷା ଦେଇଥିଲେ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ । ବି.ଟେକ୍ (ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ, ବି.ଫାର୍ମାରେ ଲକ୍ଷ୍ମୀପ୍ରିୟା ସେନାପତି, ଏମବିଏରେ ଆଶୁତୋଷ ରଥ ଟପ୍ପର ହୋଇଛନ୍ତି । ସେହିପରି ଏମସିଏରେ ନିଶିକାନ୍ତ ପରିଡ଼ା, ଏମ.ଫାର୍ମାରେ କେ.ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି । ସେହିପରି […]

Continue Reading

ଧରାପଡ଼ିଲା ପାକିସ୍ତାନର ହୀନ ଚକ୍ରାନ୍ତ, ମୁଖା ଖୋଲିଦେଲା ଗିରଫ ଆତଙ୍କୀ

ନୂଆଦିଲ୍ଲୀ : ଧରାପଡ଼ିଲା ପାକିସ୍ତାନର ହୀନ ଷଡ଼ଯନ୍ତ୍ର । ଭାରତରେ ଆତଙ୍କୀ ହମଲାର ଯୋଜନା କରିଥିଲା ଇସଲାମାବାଦ । ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପାକିସ୍ତାନ ସେନା । ଏସବୁ କଥା କହିଛି ଉରିରୁ ଗିରଫ ହୋଇଥିବା ଆତଙ୍କବାଦୀ । ଭାରତରେ ଆତଙ୍କୀ ହମଲା ପାଇଁ ସ୍ଥାନ ଚୂଡାନ୍ତ କରିଥିଲା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ । ଜାମ୍ମୁ-କାଶ୍ମୀରରୁ ଗିରଫ ଲସ୍କର ଆତଙ୍କୀ ବାବର ଅଲ୍ଲୀ ଏନେଇ ସ୍ବୀକାର କରିଛି । ଗତକାଲି ଜମ୍ମୁ-କାଶ୍ମୀରର ଉରି ସେକ୍ଟରରୁ ଗିରଫ […]

Continue Reading

ମା’ ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା

ସମ୍ବଲପୁର : ଆଜିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ବିଧି ମୁତାବକ ମା ସମଲେଶ୍ବରୀଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ସ୍ନାନ ପରେ ସ୍ବତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା’ ସମଲେଶ୍ବରୀ । ଷୋଡ଼ଶ ଦ୍ବୀପ ପ୍ରଜ୍ବଳନ ସହ ପୁଅ ଜୀଉନ୍ତିଆ ଓଷା ମଧ୍ୟ ଅନୁଷ୍ଠିତ ହୋଇଛି । ଆସନ୍ତା ମାସ ୬ ତାରିଖରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବ । ସେହିପରି […]

Continue Reading

୪ କେଜି କୁଟୁରା ମାଂସ ଜବତ, ଜଣେ ଗିରଫ

ମୟୂରଭଞ୍ଜ : କୁଟୁରା ମାଂସ ବ୍ୟବସାୟର ପର୍ଦ୍ଦାଫାସ । ବିଶେଷ ସୁତ୍ରରୁ ଖବର ପାଇ ବାରିପଦା ବନାଞ୍ଚଳ ଅଧିକାରୀ ଲଷ୍ମୀଧର ବେହେରାଙ୍କ ତତ୍ୱାବଧାନରେ ଏକ ଦଳ ଚଢଉ କରି ୪ କେଜି କୁଟୁରା ମାଂସ ଜବତ କରିବା ସହ ଅଭିଯୁକ୍ତ ଖେଲା ମାହିଲକୁ ଗିରଫ କରିଛନ୍ତିି । ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ସରତଚନ୍ଦ୍ରପୁର ଗ୍ରାମର ବୋଲି ଜଣାପଡ଼ିଛି । ବ୍ୟବସାୟୀ ବେସରପାଣିରୁ ବାରିପଦା ଅଭିମୁଖେ କୁଟୁରା ମାଂସ ବ୍ୟବସାୟ କରିବା ପାଇଁ ଯାଉ ଥିବା ସମୟରେ ଗୁଣ୍ଡିହୁଡି […]

Continue Reading

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ,ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ

କଟକ : ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୫ଟି ତାରିଖରେ ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସିଆର୍‌ପିସିର ଧାରା ୧୨୫ରେ ଦାୟର ଭରଣ ପୋଷଣ ମାମଲାର ୫ଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି ମାମଲାର ଶୁଣାଣି ୫ରୁ ୬ଟି ତାରିଖରୁ ଅଧିକ ନେବା କଥା ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଗୋଟିଏ ତାରିଖରେ ନୋଟିସ […]

Continue Reading

ପୁରୀ ରେଳ ଷ୍ଟେସନ ପରିଦର୍ଶନ କଲେ ରେଲଓ୍ବେ ବୋର୍ଡର ପିଏସି ସଦସ୍ୟ

ପୁରୀ : ପୁରୀ ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି ରେଲଓ୍ବେ ବୋର୍ଡର ପିଏସି ସଦସ୍ୟ । ରେଲୱେ ବୋର୍ଡର ପିଏସି ସଦସ୍ୟ ଦିଲୀପ ମଲ୍ଲିକଙ୍କ ନେତୃତ୍ବରେ ୬ ଜଣ ସଦସ୍ୟ ପୁରୀ ରେଳ ଷ୍ଟେସନରେ ପହଞ୍ଚିଥିଲେ । ରେଳବାଇର ସର୍ବଭାରତୀୟ ସ୍ତରୀୟ ପାସେଞ୍ଜର ଆମେନିଟିଜ୍ କମିଟି ପୁରୀ ରେଳ ଷ୍ଟେସନ ଆସି ଯାତ୍ରୀ ସୁବିଧା ସମ୍ପର୍କରେ ଯାଞ୍ଚ କରିଥିଲେ । ଷ୍ଟେସନର ସ୍ବଛତା, ବିଶ୍ରାମ ଗୃହ, ଯାତ୍ରୀଙ୍କ ଯିବା ଆସିବା, ବସିବା ସୁବିଧା, ପାନୀୟ ଜଳ ବ୍ୟବସ୍ଥା, […]

Continue Reading

ପିପିଲି ଉପନିର୍ବାଚନ ପାଇଁ ସଜବାଜ ,ବୁଥ୍ କୁ ଗଲେ ପୋଲିଂ ପାର୍ଟି

ପିପିଲି : ଆଉ ଦିନକ ପରେ ପିପିଲି ଭୋଟ୍ । ଆଜି ପୁଲିଂ ପାର୍ଟିମାନେ ନିଜ ନିଜ ବୁଥ୍ କୁ ଯାଇଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ ଟି ବୁଥ୍ ମଧ୍ୟରୁ ୧୦୨ ଟି ଅତିସମ୍ବେଦନଶିଳ ବୁଥ୍ ହୋଇଥିବାବେଳେ । ଏଠାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ମତ ଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଆଜି ସକାଳୁ ପେଣ୍ଠକଟା ୱେର ହାଉସ […]

Continue Reading

ଦିଲ୍ଲୀ ଦଙ୍ଗା ସୁଚିନ୍ତିତ ଷଡଯନ୍ତ୍ର ଥିଲା: ହାଇକୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ସୁଚିନ୍ତିତ ଷଡଯନ୍ତ୍ର ଥିଲା ବୋଲି ହାଇକୋର୍ଟ କହିଛନ୍ତି । ଅଭିଯୁକ୍ତ ମହମ୍ମଦ ଇବ୍ରାହିମଙ୍କୁ ଜାମିନ ପ୍ରଦାନ କରାଯିବା ପ୍ରସଙ୍ଗରେ କୋର୍ଟ ଏହା କହିଛନ୍ତି । ଏହି ହିଂସା କାଣ୍ଡ ହଠାତ ଘଟି ନ ଥିଲା । ସରକାର ଏବଂ ସାମାନ୍ୟ ଜୀବନରେ ବାଧା ସୃଷ୍ଟି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ବିଚାରପତି ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି । ୪୨ ଲୋକ ଏହି ଦଙ୍ଗାରେ ମୃତ୍ୟୁବରଣ କରିଥିବା […]

Continue Reading

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ତ୍ରୀ ମୃତ ,ସ୍ୱାମୀ ଗୁରୁତର

ମାଲକାନଗିରି : ଭାଲୁ ପାଇଁ ବିଛା ହୋଇଥିବା ବିଦ୍ୟୁତ ତାର ହେଲା କାଳ । ଭାଲୁ ମାରବି ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ୱାମୀ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଶିଖପାଲ୍ଲୀ ପଞ୍ଚାୟତରେ ଘଟିଛି। ମାଲକାନଗିରି ସଦର ଥାନା ଅନ୍ତର୍ଗତ ପାଲକୋଣ୍ଡା ଗାଁ ର ଦେବା ମାଢି ଓ ତାଙ୍କ ସ୍ତ୍ରୀ ଉରେ ମାଢି କାଠ […]

Continue Reading