ଗୁପ୍ତ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ଖୁଲାସା, ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ମହିଳା

ଭୁବନେଶ୍ବର : ଡିଆରଡିଓ ତଥ୍ୟ ଲିଙ୍କ ଘଟଣା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ପ୍ରତିକ୍ରିୟା। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଜେଲ ହାଜତ କୁ ପଠା ଯାଇଛି। ପୁଣି ଆବଶ୍ୟକ ପଡ଼ିଲେ ରିମାଣ୍ଡ ରେ ଆସିବେ। ରହସ୍ୟମୟ ଯୁବତୀ ସମ୍ପର୍କରେ ସୂଚନା ଦେଲା କ୍ରାଇମବ୍ରାଞ୍ଚ । ବିବାହ ର ପ୍ରଲୋଭନ ଦେଖେଇ ଘରକୁ ଚନ୍ଦିପୁରର ଅଭିଯୁକ୍ତଙ୍କ ବାସଭବନ ଆସିବାକୁ ପ୍ରସ୍ତାବ ଦେଇଥିଲେ । ୭ଟି ଫେସବୁକ ରେ ଆକାଉଣ୍ଟ ଖୋଲି ସେମାନଙ୍କ ସହ ଆଲୋଚନା […]

Continue Reading

କକନମଠ ମନ୍ଦିର ରହସ୍ୟ

ଭୁବନେଶ୍ୱର : ବହୁ ଉଚ୍ଚ ଓ ଭବ୍ୟ ମନ୍ଦିର। ବିନା ଚୂନ ସିମେଣ୍ଟରେ ତିଆରି ହୋଇଛି। ହଜାର ହଜାର ବର୍ଷର ଏହି ପୁରୁଣା ମନ୍ଦିର ଗୋଟିଏ ରାତିରେ ତିଆରି ହୋଇଥିବା ଶୁଣିବାକୁ ମିଳେ। କୁହାଯାଏ ଏହା ଭାରତର ସବୁଠୁ ଶକ୍ତିଶାଳୀ ଓ ପୁରୁଣା ମନ୍ଦିର। ଭାରତର ସବୁଠୁ ବିଚତ୍ର ମନ୍ଦିର ହେଉଛି ମଧ୍ୟପ୍ରଦେଶର ସିହୋନିଆରେ ଥିବା କକନମଠ ମନ୍ଦିର। ଯାହାକୁ ଛୁଇଁବାକୁ ସାଧାରଣ ଲୋକ ତ ଦୂର କଥା ବୈଜ୍ଞାନିକ ବି ଡ଼ରନ୍ତି। କହିବାକୁ ଗଲେ ପୃଥିବୀର […]

Continue Reading

ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ତାଲିମ ଶିବିର

ପୁରୀ : ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ଅନୁଷ୍ଠିତ ହୋଇଛି ତାଲିମ ଶିବିର । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ । ଗଣତି ପାଇଁ ଦୁଇଟି କକ୍ଷରେ ୧୪ଟି ଟେବଲ ଏବଂ ଅନ୍ୟ ଗୋଟିଏ ଟେବଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ଏହି […]

Continue Reading

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ପୁରୀ ସିଂହଦ୍ବାର ନିକଟରେ ଦୀପଦାନ

ପୁରୀ : ଅପରେସନ ଗଜରାଜ ସମୟରେ ଓଡ୍ରାଫ୍ ବୋଟ୍ ବୁଡି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଭରା ନଦୀରେ ଖବର ସଂଗ୍ରହ କରୁଥିବା ସମୟରେ ଓଡ୍ରାଫ୍ ବୋଟ୍ ବୁଡିଯିବାରୁ ତାଙ୍କର ଦେହାନ୍ତ ହୋଇଛି । ଅରିନ୍ଦମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯିବା ସହ ତାଙ୍କ ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । କର୍ମବୀର ଅରିନ୍ଦମଙ୍କ ବିୟୋଗରେ ରାଜ୍ୟର ସାମ୍ବାଦିକଙ୍କ […]

Continue Reading

ଭୁବନେଶ୍ୱରରେ ହେବ ଜାତୀୟ ଚେସ ଏକାଡେମୀ

ଭୁବନେଶ୍ୱର: ଭାରତର କ୍ରୀଡା କେନ୍ଦ୍ର ହେବାକୁ ଯାଉଛି ଓଡିଶା । ଭୁବନେଶ୍ୱରରେ ଜାତୀୟ ଚେସ ଏକାଡେମୀ ହେବା ନେଇ ଘୋଷଣା କରିଛି ସର୍ବଭାରତୀୟ ଚେସ ଫେଡେରେଶନ । କିଟ ଓ କିସ କ୍ୟାମ୍ପସରେ ଏହାକୁ ସ୍ଥାପନ କରାଯିବ । ଜୟପୁରରେ ଆୟୋଜିତ ବାର୍ଷିକ ବୈଠକରେ ଏଆଇସିଏଫ ଓଡିଶା ଚେସ ଆସୋସିଏଶନ ସଭାପତି ରଞ୍ଜନ ମହାନ୍ତିଙ୍କୁ ଜାତୀୟ ଫେଡେରେଶନର ଯୁଗ୍ମ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଏଥିନେଇ ମହାନ୍ତି ଓ ଏଓସିଏର ସମ୍ପାଦକ ଦେବବ୍ରତ ଭଟ୍ଟ ଏଆଇସିଏଫ […]

Continue Reading

ଜାତୀୟ ଜୁନିୟର ଖୋ ଖୋ: ବାଳିକା ବିଭାଗର କ୍ୱାର୍ଟରରେ ଓଡିଶା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ଚାମ୍ପିୟନଶିପରେ ଓଡିଶା ଦଳ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶୁକ୍ରବାର ଓଡିଶା ବାଳିକା ଟିମ୍ ହିମାଚଳ ପ୍ରଦେଶକୁ ୨୬-୫ ପଂଏଟରେ ପରାସ୍ତ କରିଥିଲା । ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଓଡିଶା ଦଳ ପରାଜିତ କରିଥିଲେ । ବାଳିକା ବିଭାଗର ଅନ୍ୟ ପ୍ରମୁଖ ମୁକାବିଲାରେ ପଞ୍ଜାବ, ଉତରାଖଣ୍ଡ, ଦିଲ୍ଲୀ, ତେଲେଙ୍ଗାନା, ଛତିଶଗଡ ଓ ପଞ୍ଜାବ ବିଜୟ ହାସଲ କରିଥିଲେ । ବାଳକ ବିଭାଗରେ […]

Continue Reading

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ ବୋଲି ଶୋକବାର୍ତ୍ତାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ, ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ ହୋଇଛି । […]

Continue Reading

ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ସୋନପୁରରେ ଶୋକସଭା

ସୋନପୁର : ଆଉ ନାହାନ୍ତି ଯୁବ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । ତାଙ୍କର ଅମର ଆତ୍ମାର ସଦ୍ ଗତି ପାଇଁ ସୋନପୁର ସହରର ପ୍ରଭାସ ଲଜ ସଭାଗୃହରେ ସୋନପୁର ସାମ୍ବାଦିକ ମାନଙ୍କ ଦ୍ଵାରା ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଉପସ୍ଥିତ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ଯୋଗଦେଇ ଓଡ଼ିଶା ସାମ୍ବାଦିକ ମହଲ ରେ ଅରିନ୍ଦମ ଆଗାମୀ ଦିନରେ ଏକ ମାଇଲ୍ ଖୁଣ୍ଟ ହୋଇ ରହିବେ ବୋଲି ମତ ବ୍ୟକ୍ତ […]

Continue Reading

କେଭିଆଇସି ପକ୍ଷରୁ ଓଡ଼ିଶାର ପ୍ରଥମ ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା

ଭୁବନେଶ୍ବର : ଟସର ପ୍ରଜାତୀର ସିଲ୍କ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶା । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡ଼ିଶାର ସିଲ୍କ ବୁଣାକାର କଞ୍ଚାମାଲ ପାଇଁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କର୍ଣ୍ଣାଟକ ଉପରେ ନିର୍ଭରଶୀଳ ହେଉଛନ୍ତି । ଏହାସହ ଅଧିକ ମୂଲ୍ୟ ଦେଇ ସିଲ୍କ ସୂତା କିଣିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କଟକ ଜିଲ୍ଲା ଚୌଦ୍ବାରରେ ରାଜ୍ୟର ପ୍ରଥମ ଟସର ସିଲ୍କ […]

Continue Reading

ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ୨୦୨୦ ପରୀକ୍ଷା ଫଳ, ଶୁଭମ କୁମାର ସର୍ବଭାରତୀୟ ଟପ୍ପର

ନୂଆଦିଲ୍ଲୀ: ଆଜି ସିଭିଲ ସର୍ଭିସ ମେନ ପରୀକ୍ଷାଫଳ ପ୍ରକାଶ ପାଇଛି | ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ ପରୀକ୍ଷାର ଟପ୍ପର ହୋଇଛନ୍ତି ଶୁଭମ କୁମାର | ସେହିପରି ଦ୍ଵିତୀୟ ସ୍ଥାନରେ ଜାଗୃତି ଆସ୍ୱସ୍ଥି ଅଛନ୍ତି | ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବିଟେକ କରିଥିବାବେଳେ ଜାଗୃତି ମଧ୍ୟ ଜଣେ ବି.ଟେକ ଛାତ୍ରୀ | ତୃତୀୟରେ ଅଙ୍କିତା ଜୈନ ଥିବାବେଳେ ଚତୁର୍ଥ ସ୍ଥାନରେ ୟସ ଜାଳୁକା ଅଛନ୍ତି | ସେହିପରି ସମୁଦାୟ ୭୬୧ ଜଣ ପରୀକ୍ଷାର୍ଥୀ […]

Continue Reading