ବାଇକ୍ ଧକ୍କାରେ ଗଳିପଡିଲା ବନ୍ଧୁକ ଓ ଗୁଳି, ଚମ୍ପଟ୍ ମାରିଲେ ୨ ଅଭିଯୁକ୍ତ

ଭଦ୍ରକ: ନିଶା କାରବାର ପରେ ଏବେ ବେଆଇନ ବନ୍ଧୁକ ଜବତ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଆଜି ଏକ ବାଇକ ଧକ୍କା ଭଳି ସାଧାରଣ ମାମଲା ଭଦ୍ରକ ଗ୍ରାମାଂଚଳ ପୋଲିସକୁ ଚିନ୍ତାରେ ପକାଇଛି । ତେବେ ବାଇକ୍ ଧକ୍କା ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା ତାହା ଅନେକଙ୍କୁ ଚକିତ କରିଛି । ସବିଶେଷ ତଥ୍ୟ ଅନୁଯାୟୀ ଦୁଇଜଣ ଯୁବକ ଦ୍ରୁତଗତିରେ ବରପଦାରୁ ଭଦ୍ରକ ଟାଉନ୍ ଅଭିମୁଖେ ଆସୁଥିଲେ । ସେହି ସମୟରେ […]

Continue Reading

ପିପିଲି ଉପନିର୍ବାଚନ : ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ଅନୁଯାୟୀ ପିପିଲି ଉପନିର୍ବାଚନ ପାଇଁ ୮୦ ବୟସରୁ ଉର୍ଦ୍ଧ୍ବ  ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ତହସିଲଦାର ଶ୍ରୀ ରବୀନ୍ଦ୍ର କୁମାର […]

Continue Reading

ରାଗିଗଲେ ଟଲିଉଡ ଷ୍ଟାର ନାଗା ଚୈତନ୍ୟ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ ତାଙ୍କ ବିବାହ ବିଚ୍ଛେଦ ଖବର ନେଇ ମୁହଁ ଖୋଲିଛନ୍ତି । ସେ ଏବଂ ତାଙ୍କ ପତ୍ନୀ ସମନ୍ଥା ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ଗୁଜବ ଉଠିଥିଲା । ଏହା ଏକ ମିଛ କଥା ଆମ ଭିତରେ ଉତମ ବୁଝାମଣା ରହିଛି ବୋଲି ସେ କହିଛନ୍ତି । ତେବେ ଟିଆରପି ବଢ଼ାଇବା ଉଦ୍ଦେଶ୍ୟରେ ବାରମ୍ବାର ମିଛ ଖବର ପରିବେଷଣ ନିଶ୍ଚିତ ଭାବେ ଅସହ୍ୟ ବୋଲି […]

Continue Reading

କଟକରେ ପଡି ରହିଥିଲା ମୃତଦେହ, ସହାୟତାର ହାତ ବଢାଇଲେ ମାଲକାନଗିରି ଯୁବ ନେତା

ମାଲକାନଗିରି: ପ୍ରକୃତିର ସର୍ବଶ୍ର୍ରେଷ୍ଠ ଜୀବ ମଣିଷ ଆଜି ଖୋଦ ନିଜ ଜାତିକୁ ତୁଚ୍ଛ ମନେ କରୁଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଡି ରହିଥିଲା ତାଙ୍କ ମୃତଦେହ । ଏହି ଘଟଣାକୁ ନେଇ ସଂପୃକ୍ତ ହସ୍ପିଟାଲ ଅଣଦେଖା କରିବା ପରେ ମାଲକାନଗିରିର ଜଣେ ଯୁବ ନେତା ବୁଝାଇଥିଲେ ମାନବିକତାର ଅସଲ ସଂଜ୍ଞା । ମାଲକାନଗିରି ଜିଲ୍ଲାର ଏମ୍‌ଭି-୭୨ ଗାଁର ହରନ ସରକାର ଦୀର୍ଘ ବର୍ଷ ଧରି କ୍ୟାନ୍ସରରେ ପୀଡିତ ହୋଇ […]

Continue Reading

ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ଶୁଣାଣି

କଟକ : ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ହୋଇଛି ଶୁଣାଣି । ଅମୃତ ମଣୋହି ଜମିର ବିକ୍ରି ଓ ନିର୍ମାଣ କାର୍ଯ୍ୟ ଅଦାଲତଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଆସନ୍ତା ଡିସେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବିଜେପି […]

Continue Reading

ଆସନ୍ତୁ ଜାଣିବା କାହିଁକି ୪୦୦ କୋଟିର ଅଫର ପ୍ରତ୍ୟାଖ୍ୟାନ କଲେ ଆଦିତ୍ୟ ଚୋପ୍ରା !

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ନ କରିବା ଜିଦରେ ରହିଛନ୍ତି ୟଶରାଜ ଫିଲ୍ମର ମୂଖ୍ୟ ଆଦିତ୍ୟ ଚୋପ୍ରା । ଏପରିକି ଓଟିଟି ପ୍ଲାଟଫର୍ମରେ ତାଙ୍କ ଫିଲ୍ମ ରିଲିଜ କରିବା ପାଇଁ ୪୦୦ କୋଟି ଟଙ୍କାର ଅଫରକୁ ସେ ପ୍ରତ୍ୟାଖାନ କରି ଦେଇଛନ୍ତି । ଫିଲ୍ମ ଏକଜିଭିଟର୍ସଙ୍କୁ ମୁଁ କୌଣସି ପ୍ରକାରରେ ନିରାଶ କରିବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି । କରୋନା ମହାମାରୀ ଯୋଗୁ ସିନେମା ହଲ ବନ୍ଦ ପଡିଛି । ଏବେ ଅବଶ୍ୟ […]

Continue Reading

ଶାରଦୀୟ ପୂଜା ପାଇଁ ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ବର : ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା । ଏଥିପାଇଁ ଗାଇଡ ଲାଇନ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । କଟକଣା ଭିତରେ ଦଶହରା କରିବାକୁ ଗାଇଡଲାଇନ ଜାରି କରିଛି ବିଏମସି । ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ମୃଣ୍ମୟୀ ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ରହିବ । ମଣ୍ଡପର ତିନିଟି ପାର୍ଶ୍ବ ଆବଦ୍ଧ ରହିବ । ପେଣ୍ଡାଲ ବା ଅନ୍ୟ ମଣ୍ଡପରେ ସର୍ବାଧିକ […]

Continue Reading

ବାୟୁ ପ୍ରଦୂଷଣରେ ବର୍ଷକୁ ଯାଉଛି ୭୦ ଲକ୍ଷ ଜୀବନ, ଚିନ୍ତା ପ୍ରକଟ କଲା WHO

ନୂଆଦିଲ୍ଲୀ : ବିଶ୍ବରେ ବଢୁଛି ବାୟୁ ପ୍ରଦୂଷଣ । ବିଷାକ୍ତ ବାୟୁ ଯୋଗୁ ରୋଗ ବଢିବା ସହ ବଢୁଛି ମୃତ୍ୟୁସଂଖ୍ୟା । ବାୟୁର ଗୁଣାବତ୍ତା କମୁଥିବାରୁ ହୃଦ ରୋଗ ଓ ଲଙ୍ଗସଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି । ବାୟୁ ପ୍ରଦୂଷଣ ଯୋଗୁଁ ବର୍ଷକୁ ବିଶ୍ବରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ୨୦୦୫ରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ହୋଇଥିବା […]

Continue Reading

ଗୋଟିଏ ଗଛରେ ୪୦ ପ୍ରକାରର ଫଳ

ଭୁବନେଶ୍ୱର: ଘଟଣା ବିଶ୍ୱସ ନହେଲେ ବି ସମ୍ପୁର୍ଣ୍ଣ ସତ । ବହୁତ କିଛି ଘଟଣା ଆମ ସାମନାରେ ଘଟୁଛି । କିଛି ବିସ୍ମୟ ଜନକ ରହସ୍ୟମୟ ହୋଇଥିବା ବେଳେ ତାର ସତ୍ୟତା କିନ୍ତୁ ଆମକୁ ଜଣା ନାହିଁ । ସେମିତି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବା ।  ଗୋଟିଏ ଫଳ ଗଛ ଯେଉଁଥିରେ ଫଳୁଛି ୪୦ ପ୍ରକାରର ଫଳ । କୃଷି କ୍ଷେତ୍ରରେ ନୂଆ କୌଶଳ କାରଣରୁ ଏହା ‘ଟ୍ରି ଅଫ୍ ୪୦’ ଭାବେ ସମ୍ଭବ ହୋଇଛି। […]

Continue Reading

ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ: ବାଳକ ବିଭାଗରେ ମଧ୍ୟପ୍ରଦେଶକୁ ହରାଇଲା ଓଡିଶା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ । ଓଡିଶା ବାଳକ ଦଳ ବିଜୟ ସହ ସେମାନଙ୍କ ଅଭିଯାନ ସ୍ୱତନ୍ତ୍ର ଷ୍ଟାଇଲରେ ଆରମ୍ଭ କରିଛନ୍ତି । ଓଡିଶା ୨୨ ପଂଏଟ ଏବଂ ଗୋଟିଏ ଇନିଂସରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ଓଭରାଲ ଓଡିଶା ୨୮ ଏବଂ ଏମପି ୬ ପଂଏଟ ସ୍କୋର କରିଥିଲା । ବାଳକ ବିଭାଗର ଅନ୍ୟ ମୁକାବିଲାରେ ଆନ୍ଧ୍ରପ୍ରଦେଶ ୧୨ ପଂଏଟରେ ଅରୁଣାଚଳ ପ୍ରଦେଶକୁ, ମହାରାଷ୍ଟ୍ର […]

Continue Reading