ବନ୍ୟା ଆଶଙ୍କା ନାହିଁ, ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଖସୁଛି ଜଳସ୍ତର

ଭୁବନେଶ୍ବର : ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ କମିଛି ଜଳସ୍ତର । ଜଳସ୍ତର ହ୍ରାସ ପାଉଥିବା ବେଳେ, ଆଉ ବନ୍ୟା ଆଶଙ୍କା ମଧ୍ୟ ନାହିଁ । ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଛି । ତେଣୁ ସମୁଦ୍ରକୁ ପାଣି ଯାଇ ନପାରି ତଳି ଅଞ୍ଚଳରେ ପାଣି ଛାଡିବାରେ ବିଳମ୍ବ ହେଉଛି । ବିଭିନ୍ନ ନଦୀରେ ପାଣି ଆସିବାରୁ ବିଭିନ୍ନ ନଦୀବନ୍ଧରେ ୮ଟି ଛୋଟ ଘାଇ ହୋଇଥିଲା । ତେବେ ସେଗୁଡିକୁ ବାଲିବସ୍ତା ପକାଇ […]

Continue Reading

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ, ୨୩ ତାରିଖ ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଏବେ ପଶ୍ଚିମ ଉତ୍ତର ବଙ୍ଗୋପ ସାଗରରେ ରହିଛି ଲଘୁଚାପ ବଳୟ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଏହାସହ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିବ । ସେହିପରି ୨୩ ତାରିଖରେ ମିଆଁମାରର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଧୀରେ ଧୀରେ […]

Continue Reading

ରାଜ୍ୟରେ ପୁଣି ବଢ଼ିବ ସଂକ୍ରମଣ, ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ପୁଣି ବଢ଼ିପାରେ ମହାମାରୀ କରୋନା ସଂକ୍ରମଣ । ଏଭଳି ପୂର୍ବନୁମାନ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ବଢ଼ିପାରେ ବୋଲି ଆକନ କରିଛି ସ୍ବାସ୍ଥ୍ୟ ବିଭାଗ । ଅକ୍ଟୋବର ଓ ନଭେମ୍ବର ମାସରେ ସଂକ୍ରମଣ ବୃଦ୍ଧି ପାଇପାରେ । ତେଣୁ ଏହା ପୂର୍ବରୁ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସହ, ଆଇସିୟୁ ଏବଂ ଔଷଧ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ […]

Continue Reading

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ଲୀନ ହେଲେ ମନୋରମା ମହାପାତ୍ର

ପୁରୀ : ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ବତ ସାଧିକା ମନୋରମା ମହାପାତ୍ର । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ବର୍ଗଦ୍ବାରରେ ମନୋରମା ମହାମାତ୍ରଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ୍ୟ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନଓ୍ବର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ସଂସ୍କୃତି ଅଧିକାରୀ ଚୌଧୁରୀ […]

Continue Reading

ବେରୋଜଗାରଙ୍କୁ ମିଳିବ ୫୦୦୦ ଟଙ୍କା ବେକାରୀ ଭତ୍ତା !

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨କୁ ଦୃଷ୍ଟିରେ ରଖି ଦିଲ୍ଲୀ ସିଏମ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରତ୍ୟେକ ପରିବାରକୁ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଯୁବକ ଚାକିରୀ ନ ପାଇଛନ୍ତି ସେ ପର୍ଯ୍ୟନ୍ତ ବେରୋଜଗାରଙ୍କୁ ୫୦୦୦ ଟଙ୍କା ବେକାରି ଭତ୍ତା ଦିଆଯିବ। ସେ କହିଛନ୍ତି ଯେ ଉତ୍ତରାଖଣ୍ଡ ସରକାର ଗଠନ ହେବା ମାତ୍ରେ ଏକ ଲକ୍ଷ କର୍ମହୀନ ଲୋକଙ୍କୁ ୬ ମାସ ମଧ୍ୟରେ ସରକାରୀ ଚାକିରି […]

Continue Reading

ଗୋଟିଏ ବର୍ଷରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧.୨୦ ଲକ୍ଷ

ନୂଆଦିଲ୍ଲୀ: ୨୦୨୦ରେ ଭାରତରେ ସଡ଼କ ଦୁର୍ଘଟଣା ଗାଡି ଚଳାଇବା ବେଳେ ଅବହେଳା ହେତୁ ମୋଟ ୧.୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସରକାରୀ ତଥ୍ୟରୁ ଜଣାପଡିଛି ଯେ ଦୈନିକ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ହାରାହାରି ୩୨୮। ୨୦୨୦ ପାଇଁ ବାର୍ଷିକ ‘କ୍ରାଇମ ଇଣ୍ଡିଆ’ ରିପୋର୍ଟରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦର୍ଶାଇଛି ଯେ ସଡ଼କ ଦୁର୍ଘଟଣାରେ ଅବହେଳା ହେତୁ ତିନି ବର୍ଷ ମଧ୍ୟରେ ୩.୯୨ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ତଥ୍ୟ […]

Continue Reading

ଭାରତୀୟ କୋଷ୍ଟ ଗାର୍ଡ ଜବତ କଲା ୨୫୦ କୋଟି ଟଙ୍କା ମୂଲ୍ୟର ହେରୋଇନ, ୭ ଇରାନୀ ନାଗରିକ ଗିରଫ

ଅହମ୍ମଦାବାଦ: ଗୁଜରାଟ ସମୂଦ୍ର କୂଳରେ ଆଜି ଭାରତୀୟ କୋଷ୍ଟ ଗାର୍ଡ ଓ ଗୁଜରାଟ ଏଟିଏସକୁ ବଡ ସଫଳତା ମିଳିଛି । ମିଳିତ ଅପରେଶନରେ ଇରାନରୁ ଆସୁଥିବା ଏକ ବୋଟରେ ୨୫୦ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ଏହି ଘଟଣାରେ ୭ ଇରାନୀ ନାଗରିକ ଗିରଫ ହୋଇଛନ୍ତି । ବୋଟକୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯାଂଚ କରାଯାଇ ନାହିଁ । ଏହା ପରେ କେତେ ମାତ୍ରାରେ ହେରୋଇନ ଜବତ ହୋଇଛି ତାହା ସ୍ପଷ୍ଟ କରାଯିବ […]

Continue Reading

ଭାରତର ଏକମାତ୍ର ରାଜ୍ୟ ଭାବେ ବିନା ବିରୋଧୀରେ ଚାଲିବ ନାଗାଲାଣ୍ଡ ସରକାର

କୋହିମା: ଦେଶର ପ୍ରଥମ ରାଜ୍ୟ ଭାବେ ନାଗାଲାଣ୍ଡରେ ବିନା ବିରୋଧୀରେ ସରକାର ଚାଲିବ । ସରକାର ଏବଂ ବିରୋଧୀ ଦଳର ମିଳିତ ବୈଠକ ପରେ ଏହି ସରକାରର ନାମ ଡେମୋକ୍ରାଟିକ ଆଲାଏନ୍ସ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ଏ ସମ୍ପର୍କରେ ସୂଚନା ଦେବା ସହ କହିଛନ୍ତି, ଏନଡିପିପି, ବିଜେପି, ଏନପିଏଫ ଏବଂ ସ୍ୱାଧୀନ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ନିଆଯାଇଛି । ନାଗା ପିପୁଲ୍ସ ଫ୍ରଂଟ ବିଧାନସଭାରେ କୌଣସି ସର୍ତ ବିନା ସରକାର ଗଠନ […]

Continue Reading

ପରଲୋକରେ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି । କଟକ ଏସ୍ସିବି ମେଡିକାଲରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ଥିଲେ ମନୋରମା ମହାପାତ୍ର । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସେ ସ୍ୱାଧିନତା ସଂଗ୍ରାମୀ ତଥା ସମାଜର ପୂର୍ବତନ ସଂପାଦକ ଡକ୍ଟର ରାଧାନାଥ ରଥଙ୍କ ଝିଅ ।୧୯୮୪ ମସିହାରେ ସେ ସାହିତ୍ୟ ଏକାଡେମୀ ଆଓ୍ୱାର୍ଡ […]

Continue Reading

ଆପର ରାଘବଙ୍କ ଉପରେ ରାଗିଗଲେ ରାକ୍ଷୀଙ୍କ ସ୍ୱାମୀ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ବେଶ କିଛି ଦିନ ବାକିଥିବା ବେଳେ ଏବେଠାରୁ କିନ୍ତୁ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆମ ଆଦମୀ ପାର୍ଟିର ରାଘବ ଚଢ଼ା କଂଗ୍ରେସର ନବଜୋତ ସିଂ ସିଦ୍ଧୁଙ୍କୁ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରି ଅଡୁଆରେ ପଡିଛନ୍ତି । ରାଘବଙ୍କ ଟ୍ୱିଟ ଭାଇରାଲ ହେବା ପରେ ରାକ୍ଷୀ ଆଜି ମୁହଁ ଖୋଲିଛନ୍ତି । ମୋ ସ୍ୱାମୀ ରାଘବଙ୍କୁ ଠିକ୍ ଉତର ଦେଇ ସାରିଛନ୍ତି । ମୁଁ ଏକୁଟିଆ […]

Continue Reading