ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ
ଶ୍ରୀନଗର: ପଡୋଶୀ ଦେଶ ବିଶେଷ କରି ପାକିସ୍ତାନ ପକ୍ଷରୁ ଏଲଓସିରେ କରାଯାଉଥିବା ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଆରମ୍ଭ କରିଦେଇଛି । ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଜମ୍ମୁ ଏବଂ କଶ୍ମୀରରେ ଲାଇଟ ଇନଫାଂଟରିଂରେ ୪୬୦ ଯବାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଶନିବାର ଜମ୍ମୁରେ ଜେଏକେ ଏଲଆଇ ରେଜିମେଂଟର କଲନେଲ ଲେଫ୍ଟନାଂଟ ଜେନେରାଲ ଏମକେ ଦାସ ଏହା କହିଛନ୍ତି । ଡ୍ରୋନ ଆକ୍ରମଣର ମୁକାବିଲା ଏବଂ ଏହାକୁ କିପରି ଗୁଳି କରି […]
Continue Reading
