ଧରାପଡ଼ିଲେ ଦୁଇ ନକଲି IAS ଅଧିକାରୀ,୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲେ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଦୁଇ ନକଲି ଆଇଏସଏସ୍ ଅଧିକାରୀ । ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ଉଭୟେ ନିଜକୁ ଆଇଏଏସ୍ ଅଧିକାରୀ କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ। କିରାଣି ଥିବା ସୂର୍ଯ୍ୟମଣି ତ୍ରିପାଠୀ ନିଜକୁ IAS କହୁଥିଲା । ଅମିତ ସ୍ୱାଇଁ ନିଜକୁ ସହକାରୀ ଯନ୍ତ୍ରୀ କହୁଥିଲା । […]

Continue Reading

ବିଜେଡିରେ ମିଶ୍ରଣ ପର୍ବ, ସାମିଲ ହେଲେ ୪୨ଟି ଶ୍ରମିକ ସଂଗଠନ

ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ସିପିଆଇ ନେତା ନବକିଶୋର ମହାନ୍ତି । ନବକିଶୋର ଦୀର୍ଘ ୪୦ ବର୍ଷ ଧରି ସିପିଆଇରେ କାମ କରିଥିଲେ। ଏହାସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି ଯେ , ବାହାରେ ରହି ଆମେ ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରୁଥିଲୁ। ଯଦି ସରକାରଙ୍କ ସହ ରହି କାମକଲେ ସମସ୍ୟାର ସମାଧନ ହେବ ତେବେ, ଆମେ ସରକାରଙ୍କ ସହ […]

Continue Reading

୨୦୨୨ରେ ରିଲିଜ କରିବ ଫିଲ୍ମ ‘ବଧାଇ ଦୋ’

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ବଧାଇ ହୋ’ ର ୩ ବର୍ଷ ପରେ ଜଙ୍ଗଲି ପିକ୍ଚର୍ସ ଏହାର ସିକ୍ୱେଲ୍ ‘ବଧାଇ ଦୋ’ ରିଲିଜ୍ ହେବାକୁ ଯାଉଛି। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ରିଲିଜ୍ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଏଥିରେ ରାଜ କୁମାର ରାଓ ଓ ଭୁମି ପେଡ୍‌ନେକର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଚଳଚ୍ଚିତ୍ରରେ ସୀମା ପହୱା, ଶିବା ଚଢା, ଲଭଲିନ୍ ମିଶ୍ରା, ନୀତୀଶ ପାଣ୍ଡେ, […]

Continue Reading

ରାମଗୋପାଳଙ୍କ ଅଜବ ଟୁଇଟ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୁଏ ଆଉ ଏଥର ବି ଜଣେ ଖାଁ……

ମୁମ୍ବାଇ: ପ୍ରଡ୍ୟୁସର-ଡାଇରେକ୍ଟର ରାମଗୋପାଳ ବର୍ମା ତାଙ୍କ ଅଜବ ଗଜବ ଟୁଇଟ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ନେଇ ସେ ଟୁଇଟ କରିଛନ୍ତି ଯେ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୋଇଥାଏ । ଏଥର ବି ଜଣେ ଖାଁ ରିଲିଜ ହେଲେ । ସେ କାହାକୁ ଥଟ୍ଟା କରି ଏହି ଟୁଇଟ କରିଛନ୍ତି ତାହା ବୁଝା ପଡୁନି । ଶନିବାର କ୍ରୁଜ ଡ୍ରଗ୍ସ କେସ ମାମଲାରେ ଆର୍ଯ୍ୟନଙ୍କୁ ଜାମିନ […]

Continue Reading

ଦୀପାବଳିରେ ଦାମିକିଆ ମିଠା , କିଲୋ ୫୦ହଜାର

ଲକ୍ଷ୍ନୌ : ମିଠା କିଲୋ ୫୦ ହଜାର । ଆସୁଛି ଦୀପାବଳି ଏନେଇ ମିଠା ବ୍ୟବସାୟୀ ମାନେ ସ୍ୱତନ୍ତ୍ର ମିଠା ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏନେଇ ଲକ୍ଷ୍ନୌ ସହରେରେ ଛପନଭୋଗ ସୁଇଟସ ଦ୍ୱାରା ଏକ ସ୍ୱତନ୍ତ୍ର ମିଠା ତିଆରି କରାଯାଇଛି । ଏହ ମିଠାର ନାଁ ‘ଏକ୍ସୋଟିକା’ ରଖାଯାଇଥିବା ବେଳେ ମିଠା କିଲୋ ୫୦ ହଜାର ଟଙ୍କା ରହିଛି। ମିଠା ପ୍ରସ୍ତୁତ କରିବା ପାଇଁ ୧୪ ରୁ ୧୫ ଘଣ୍ଟା ସମୟ ଲାଗିଥିଲା […]

Continue Reading

ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଲେ ମୋଦୀ; ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାଟିକାନରେ ପହଞ୍ଚିବା ପରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କୋଭିଡ, ସାଧାରଣ ବିଶ୍ୱସ୍ତରୀୟ ପରିସ୍ଥିତି, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୋପ୍ ଫ୍ରାନ୍ସିସଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହୋଇଥିଲା। ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯାହାଙ୍କୁ ଫ୍ରାନ୍ସିସ୍ ୨୦୧୩ ରେ ପୋପ୍ ହେବା ପରେ ସାକ୍ଷାତ କରିଛନ୍ତି। […]

Continue Reading

ଚର୍ଚ୍ଚାରେ ଶ୍ୱେତା ତିୱାରୀଙ୍କ ଝିଅ ପଲକଙ୍କ ବୋଲ୍ଡ ଅବତାର

ମୁମ୍ବାଇ: ଟେଲି ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ । ଖୁବ ଶୀଘ୍ର ପଲକ ବଲିଉଡରେ ହଲଚଲ୍ ଖେଳାଇବାକୁ ଯାଉଛନ୍ତି । ତେବେ ଖାଲି କଥାରେ ନୁହେଁ ବରଂ ନିକଟରେ ଏକ ମ୍ୟୁଜିକ ଭିଡିଓ ଆଲବମରେ ପଲକ ନିଜ ବୋଲ୍ଡ ଅବତାର ଦେଖାଇଛନ୍ତି । ରିଲିଜ୍ ହୋଇଛି ହାର୍ଡି ସାନ୍ଧୁଙ୍କ ସହ ତାଙ୍କ ମ୍ୟୁଜିକ୍ ଭିଡିଓ ଆଲବମ୍ ବିଜଲି ବିଜଲି । ଏହି ମ୍ୟୁଜିକ ଭିଡିଓରେ ପଲକଙ୍କର ହଟ୍ ଆଣ୍ଡ ବୋଲ୍ଡ ଅବତାର […]

Continue Reading

ବିଦେଶରେ ନୱାଜୁଦ୍ଦିନଙ୍କୁ ପ୍ରଶଂସା; ପାଇଲେ ‘ଏକ୍ସଲେନ୍ସ ଇନ୍‌ ସିନେମା’ ଆୱାର୍ଡ

ମୁମ୍ବାଇ: ଦୁବାଇରେ ଆୟୋଜିତ ଫିଲ୍ମଫେୟାର ମିଡିଲ ଇଷ୍ଟ ଆଚିଭର୍ସ ନାଇଟ୍ ରେ ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏକ୍ସଲେନ୍ସ ଇନ୍‌ ସିନେମାରେ ସମ୍ମାନରେ ସମ୍ମାନିତ ହୋଇଥିଲେ। ନୱାଜୁଦ୍ଦିନ ତଲାଶ, ‘ଗ୍ୟାଙ୍ଗସ୍ ଅଫ୍ ୱାସିପୁର’, ‘ବଦଲାପୁର’, ‘ମମ୍‌’, ‘ବଜରଙ୍ଗୀ ଭାଇଜାନ୍’, ‘ଡେକ୍ ଇଣ୍ଡିଆନ୍ ସର୍କସ୍’, ‘ଲଞ୍ଚ୍‌ ବକ୍ସ’, ‘ଫଟୋଗ୍ରାଫ୍’, ମଣ୍ଟୋ ଭଳି ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି “ଜଣେ କଳାକାରଙ୍କ ପାଇଁ ଦର୍ଶକଙ୍କର ପ୍ରେମ ଏବଂ […]

Continue Reading

ଦୀପାବଳିରେ ବାଣ ବିକ୍ରି ହେବ କି ନାହିଁ ନିଷ୍ପତ୍ତି ନେବେ ଏସଆରସି

କଟକ : ଆଗକୁ ଆସୁଛି ଦୀପାବଳି । ଏହି ସମୟରେ ରାଜ୍ୟରେ ବାଣ ବିକ୍ରି ହେବ ନା ନାହିଁ । ତେବେ ଏନେଇ ନିଷ୍ପତ୍ତି ନେବେ ସ୍ବତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣିରେ ଏହା କହିଛନ୍ତି ହାଇକୋର୍ଟ । ଆସନ୍ତାକାଲି ଦିନ ୧୧ଟାରେ ବ୍ୟବସାୟୀଙ୍କ ବାଣ ବିକ୍ରି ଆବେଦନ ଉପରେ ଶୁଣାଣି କରିବେ ଏସଆରସି । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶାବଳୀ ଓ […]

Continue Reading

ଗୋପ ପୋଲିସ ପଞ୍ଝାରେ ବାଇକ ଲୁଟେରା ଗ୍ୟାଙ୍ଗ ,୪ ଗିରଫ

ପୁରୀ :ଗୋପ ପୋଲିସକୁ ସଫଳତା । ଏକ ବାଇଟ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ ।ଅଭିଯୁକ୍ତଙ୍କ ଠାରୁ ୮ ରୁ ଉର୍ଦ୍ଧ୍ବ ବାଇକ ଜବତ କରିଛି ପୋଲିସ ।  ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାଇକ ଚୋରୀର ମାଷ୍ଟର ମାଇଣ୍ଡ ଶଶୀଭୂଷଣ, ନିମାପଡ଼ା ଅଞ୍ଚଳର ମନୋଜ ରାଉତ, ବିଭୂପ୍ରସାଦ ଦାସ,ଏବଂ ବାଲିଆପାଳ ଅଞ୍ଚଳର ପ୍ରଦୀପ ଭୋଇ। ସୂଚନା ଅନୁସାରେ ଗୋପ, ନିମାପଡା, କୋଣାର୍କ […]

Continue Reading