ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୋଦି ସରକାରଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ ଯୋଗାଯୋଗ ତଥା ସଂଯୋଗୀକରଣରେ ବିକାଶର କାମ ତ୍ୱରାନ୍ୱିତ ହୋଇଛି । ରାଜ୍ୟବାସୀଙ୍କ ୫ଦଶନ୍ଧିର ଦାବି ପୂରଣ ପାଇଁ ସମସ୍ତ ବାଧାବିଘ୍ନକୁ ହଟାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ […]

Continue Reading

ନ୍ୟୁଜିଲାଣ୍ଡକୁ ୨୮୪ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

କାନୁପର: ପ୍ରଥମ କ୍ରିକେଟ ଟେଷ୍ଟର ୪ର୍ଥ ଦିବସରେ ଟିମ ଇଣ୍ଡିଆ ୨୮୪ ରନର ଟାର୍ଗେଟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି । ଏହାର ଜବାବରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ଗୋଟିଏ ଉଇକେଟ ହରାଇ ୪ରନ ସଂଗ୍ରହ କରିଛି । ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶ୍ରେୟାସ ଆୟାର (୬୫) ଓ ରିଦ୍ଧିମାନ ଶାହ(୬୧ ନଟଆଉଟ)ଙ୍କ ଚମତ୍କାର ଅର୍ଦ୍ଧଶତକ ହାସଲ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ୭ ଉଇକେଟରେ […]

Continue Reading

କରୋନା ଯାଇନାହିଁ, ସାବଧାନ ରହିବା ସମସ୍ତଙ୍କ ଦାୟିତ୍ୱ: ‘ମନ କି ବାତ୍’ରେ କହିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ମୁଁ ଆଜି ମଧ୍ୟ ଶାସନ କ୍ଷମତାରେ ନାହିଁ । ଭବିଷ୍ୟତରେ ମଧ୍ୟ ଶାସନ କରିବାକୁ ଚାହୁଁନି । ମୁଁ କେବଳ ସେବା କରିବାକୁ ଚାହୁଁଛି । ମୋ ଅନୁସାରେ ଏହି ପ୍ରଧାନମନ୍ତ୍ରୀ ପଦ ଶାସନ ପାଇଁ ନୁହେଁ, ଏହା ସେବା ପାଇଁ ଉଦ୍ଦିଷ୍ଟ । ୮୩ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସମ୍ବୋଧିତ କରିଥିବାବେଳେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଲେ, ଦୁଇ ଦିନ ପରେ ଡ଼ିସେମ୍ବର ମାସ ମଧ୍ୟ […]

Continue Reading

ଯାଜପୁରରେ ୬୫ଟି ରୂୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ଦ୍ୱାରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତାକାଲି ଯାଜପୁର ଜିଲ୍ଲାର ୬୫ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଯାଜପୁରର ବିରଜା ହାଇସ୍କୁଲ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବାକୁ ପ୍ରୟାସ କରିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତିମାନ କରାଯାଉଛି । ଆସନ୍ତକାଲି ଅପରାହ୍ନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ । ଜିଲ୍ଲା […]

Continue Reading

ଗୌତମଙ୍କୁ ବାରମ୍ବାର ହତ୍ୟା ଧମକ, ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ବାରମ୍ବାର ହତ୍ୟା ଧମକ ଆସୁଛି । ତୃତୀୟ ଥର ପାଇଁ ଏହି ଧମକ ଦିଆଯାଇଛି । ସୁରକ୍ଷାକର୍ମୀ କିମ୍ବା ପୋଲିସ ଆମର କିଛି କରିପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି । ଆଇଏସଆଇଏସଆଟୟାହୁ.କମରୁ ଏହି ଇ-ମେଲ ଆସିଛି ।ପୂର୍ବ ଧମକ ଆଇପି ଆଡ୍ରେସରୁ ପାକିସ୍ତାନର ବୋଲି ଜଣା ପଡିଥିଲା । ଏହା ପରେ ଗମ୍ଭୀରଙ୍କ ଘରେ ସୁରକ୍ଷା ବ୍ୟବସ୍ଥ୍‌ା କଡା କଡି କରାଯାଇଛି । […]

Continue Reading

ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର

ପୁରୀ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଜନ୍ମ କଲା ଶିଶୁକୁ ରାସ୍ତାକଡ଼ରେ ଫୋପାଡ଼ିଦେଇ ଚାଲିଗଲା ମା’ । କନ୍ୟା ଭ୍ରୁଣ ହତ୍ୟା ରୋକିବାକୁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ହେଲେ ଆଜିବି ଅନେକ ସ୍ଥାନରେ ଶିଶୁକନ୍ୟାଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଚାଲିଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ପୁଣି ଏହିପରି ଘଟଣା ସାମ୍ନାକୁ ଆସିଛି ପିପିଲିରୁ । ସାତଶଂଖ-ବଳଙ୍ଗାର ମୁଖ୍ୟ ରାସ୍ତାରୁ କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଚୋରପଡ଼ା ଛକ ରାସ୍ତା […]

Continue Reading

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୧ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ଘଣ୍ଟା ମଧ୍ୟରେ ୧୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିମଧ୍ୟରୁ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୩ଜଣ କମ୍ ବୟସର ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ […]

Continue Reading
know-how-facebook-earns-crores/

ଫେସବୁକ୍ କେମିତି କରୁଛି ଶହ ଶହ କୋଟି ରୋଜଗାର ? ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ବର୍ତ୍ତମାନ ସୋସିଆଲ ମିଡିଆରେ ମୋଷ୍ଟ ପପୁଲାର ଆପ୍ ହେଉଛି ଫେସବୁକ୍ । ଯାହାକୁ ବିଶ୍ୱରେ ୨୯୧ କୋଟି ଲୋକ ବ୍ୟବହାର କରୁଛନ୍ତି । ଯେଉଁମାନଙ୍କର ଫେସବୁକ୍ ଆକାଉଣ୍ଟ ରହିଛି ସେମାନେ ନିଜର ଅଧିକାଂଶ ସମୟ ଫେସବୁକରେ ହିଁ କାଟୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଫେସବୁକରେ ଆପଣ ଫଟୋ ଏବଂ ଭିଡିଓ ଦେଖି ଯେତେ ଅଧିକ ସମୟ କାଟିବେ ଫେସବୁକ ସେତେ ଅଧିକା ଲାଭବାନ ହୋଇଥାଏ । ଯେଉଁଥିରୁ ସେ କୋଟି କୋଟି ଟଙ୍କା କମାଏ […]

Continue Reading
over-650-people-fall-ill-in-us-due-to-disease-linked-to-raw-onions

ଆମେରିକାରେ କଞ୍ଚା ପିଆଜ ଖାଇ ୬୫୦ରୁ ଅଧିକ ଅସୁସ୍ଥ

ନ୍ୟୁୟର୍କ:   ଆମେରିକାରେ ୩୭ଟି ରାଜ୍ୟରେ ସାଲମୋନେଲା ରୋଗ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଛନ୍ତି ପ୍ରାୟ ୬୫୦ରୁ ଅଧିକ ଲୋକ । ତେବେ ମେକ୍ସିକୋର ଚିହୁହୁଆରୁ ଆମଦାନୀ ହୋଇଥିବା  ପିଆଜ ଏହା ପଛର କାରଣ ବୋଲି କହିଛି ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌ ବା ସିଡିସି । ତେବେ ଏହାଦ୍ୱାରା ୬୫୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ସୂଚନା ଅନୁସାରେ କଞ୍ଚା ପିଆଜ ଖାଇଥିବା ବ୍ୟକ୍ତିମାନେ […]

Continue Reading

ବହୁତ ଶୁଭ ହୋଇଥାଏ ଏହି ଗଛ, ଘରେ ଲଗାଇଲେ ହେବ ନାହିଁ ଅର୍ଥାଭାବ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଏବଂ କାର୍ଯ୍ୟାଳୟରେ ପାଇଁ ଏମିତି ଅନେକ ଶୁଭ-ଅଶୁଭ ବସ୍ତୁ ବିଷୟରେ କୁହାଯାଇଛି । ବାସ୍ତୁ ଶାସ୍ତ୍ରରେ ଅନେକ ଗଛ ବିଷୟରେ ମଧ୍ୟ କୁହାଯାଇଛି । କିଛି ଏମିତି ଗଛ ବିଷୟରେ କୁହାଯାଇଛି ଯାହା ଘରେ ସକରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ଏତିକି ନୁହେଁ କିଛି ଗଛର ଘରେ ରହିବା ମା ଲକ୍ଷ୍ମୀଙ୍କ ଘରେ ରହିବା ଭଳି ହୋଇଥାଏ । ଏହି ଗଛ ଅପାର ଧନ ସମ୍ପତ୍ତି ଆଣିଥାଏ । ତୁଳସୀ […]

Continue Reading