ସାଂସଦ ଅପରାଜିତାଙ୍କ ସାଥୀରେ ଗୁଣ୍ଡା ବାହିନୀ ଅଛନ୍ତି : ବିଧାୟକ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର :ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିବା ପରେ ରାଜନୀତି ଜୋର୍ ଧରିଛି ।ଏନେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି କି ସାଂସଦଙ୍କୁ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳରେ ଲୋକମାନେ ସମସ୍ୟା ଜଣାଇବାକୁ ଯାଇଥିବା ବଳେ । ସେମାନଙ୍କୁ ଆକ୍ରମଣ କରିଥିଲା ଗୁଣ୍ଡା ବାହିନୀ । ଲୋକଙ୍କ ସମସ୍ୟ ଶୁଣିବା ବଦଳରେ ଲୋକଙ୍କୁ […]

Continue Reading

ତାରାଚାନ୍ ରଣା ପଢ଼ିବେ ଇଞ୍ଜିନିୟରିଂ, ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତାରାଚାନ୍ ରଣାଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନ ପୂରଣ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ସହଯୋଗ । ଅର୍ଥ ଅଭାବରୁ ତାଙ୍କର ଆଡ଼ମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସମ୍ପର୍କରେ ଜାଣିଥିଲେ ମୁଖ୍ୟମନ୍ତ୍ରୀ । ଇଞ୍ଜିନିୟରିଂ ପଢ଼ିବା ପ୍ରତି ତାଙ୍କର ଆଗ୍ରହ ଥିବା ଜାଣିବା ପରେ ୯୬ହାଜର ୫ଶହ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଅଞ୍ଚଳର ବଡ଼ପଡ଼ା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍ ରଣା । […]

Continue Reading

ଭିକ୍କି-କ୍ୟାଟ୍ରିନା ବାହାଘରରେ ଯୋଗ ଦେବେ ଶାହାରୁଖ

ମୁମ୍ବାଇ: ପୁତ୍ର ଆର୍ଯ୍ୟନ ଡ୍ରଗ୍ସ କେସରେ ଫସିବା ପରେ ବଲିଉଡ ଅଭିନେତା ଶାହାରୁଖ ଖାଁ ପ୍ରଶଂସକ ଓ ମିଡିଆଠାରୁ ଦୂରେଇ ରହିଥିଲେ । ଆର୍ଯ୍ୟନ ନିର୍ଦ୍ଦୋଷ ପ୍ରମାଣିତ ହୋଇ ଜାମିନ ପାଇବା ପରେ ଶାହାରୁଖଙ୍କ ମନ ଖୁସି ରହିଛି । ରିପୋର୍ଟ ମୁତାବକ ଡିସେମ୍ବରରେ ହେବାକୁ ଥିବା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହରେ ସେ ଯୋଗ ଦେବେ ବୋଲି ଜଣାଇଛନ୍ତି । ରାଜସ୍ଥାନରେ ହେବାକୁ ଥିବା ଏହି ବାହାଘରରେ ଯୋଗ ଦେବା ପାଇଁ କିନ୍ତୁ […]

Continue Reading

ମାର୍ଚ୍ଚରେ ମହାରାଷ୍ଟ୍ରରେ ହେବ ବିଜେପି ସରକାର : ନାରାୟଣ

ମୁମ୍ବାଇ: ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀ ନାରାୟଣ ରାଣେ ଶୁକ୍ରବାର କହିଛନ୍ତି ଯେ, ମାର୍ଚ୍ଚ ମାସ ସୁଦ୍ଧା ମହା ବିକାଶ ଅଘାଡି ସରକାର ଭାଙ୍ଗିଯିବ । ଏହା ପରେ ବିଜେପି ସରକାର ଗଠନ କରିବ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦେହ ଭଲ ନ ଥିବାରୁ ତାଙ୍କ ଉପରେ ଏବେ କୌଣସି ଟିପ୍ପଣୀ କରିବି ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ଉଦ୍ଧବଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ […]

Continue Reading

ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର ମାମଲାରେ ରାୟ ଶୁଣାଣି । ସ୍ଥାନୀୟ ଅତିରିକ୍ତ ଦୌରାନ୍ୟାୟାଧୀଶ ଅଦଲତରେ ଗୁରୁବାର ଏହି ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଅତିରିକ୍ତ ଦୌରା ନ୍ୟାୟଧୀଶ ମିନାକ୍ଷୀ ଦାଶ ଅଭିଯୁକ୍ତ ଟୁଡୁ ଓରଫ ସୌମେନ୍ଦ୍ର ନାରାୟଣ ଦାସକୁ ୧୦ ବର୍ଷ କାରାଦଣ୍ଡ ଦେବା ସହ ୩୦ ହଜାର ଟଙ୍କା ଜରିମାନା କରିଛନ୍ତି ।ସୂଚନା ଅନୁସାରେ ପୀଡିତା ଜଣକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର । ସେ ଚାକିରି ଖୋଜିବା ପାଇଁ […]

Continue Reading

କର୍ଣ୍ଣାଟକ ମେଡ଼ିକାଲ କଲେଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି

କର୍ଣ୍ଣାଟକ: କର୍ଣ୍ଣାଟକ ଧାରୱାଡ଼ର ମେଡ଼ିକାଲ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୁରୁବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ଥିଲା । ଆଜି ଆଉ ୧୧୬ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ଏହାସହ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୨ରେ ପହଞ୍ଚିଛି । ଏହି ମେଡ଼ିକାଲ କଲେଜ ଏବେ କୋଭିଡ଼-୧୯କ୍ଲଷ୍ଟର ବା ସୁପର ସ୍ପ୍ରେଡ଼ର ପାଲଟିଯାଇଥିବା ସରକାରୀ ଅଧିକାରୀମାନେ କହିଛନ୍ତି । କଲେଜ ଅଧିକାରୀ କହିଛନ୍ତି, ଅଧିକାଂଶ ସଂକ୍ରମିତ କରୋନା ଭାଇରସ ଉପରେ ସମ୍ପୂର୍ଣ୍ଣ […]

Continue Reading

ରାଜ୍ୟରେ ୪କୋଟି ୨୫ଲକ୍ଷ କୋଭିଡ଼ ଟିକା ଦିଆଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪କୋଟି ୨୫ଲକ୍ଷ ଡ଼ୋଜ କୋଭିଡ଼ ଟିକା ଦିଆଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ମଧ୍ୟରୁ ୮୫ପ୍ରତିଶତ ପ୍ରଥମ ଡ଼ୋଜ । ଏବଂ ୪୬ ପ୍ରତିଶତ ହେଉଛି ଦ୍ୱିତୀୟ ଡ଼ୋଜ୍ ଟିକା ନେଇଛନ୍ତି । ଶିଶୁଙ୍କୁ ଟିକାକରଣରେ ଦେଶର ଏକ ନମ୍ବର ରାଜ୍ୟ ହେଲା ଓଡ଼ିଶା । ରାଜ୍ୟର ୯୦.୫ ପ୍ରତିଶତ ଶିଶୁ ନେଇଛନ୍ତି ଉଭୟ ଟିକା । ରାଜ୍ୟରେ ଟିକାକରଣକୁ ମଧ୍ୟ […]

Continue Reading

ମେଡ଼ିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କୋଭିଡ଼୍ ସଂକ୍ରମିତ

କର୍ଣ୍ଣାଟକ: ସମଗ୍ର ଦେଶରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ଼୍ ସଂକ୍ରମିତ ସଂଖ୍ୟା ବଢ଼ୁଛି । କର୍ଣ୍ଣାଟକରେ ଏସଡ଼ିଏମ ମେଡ଼ିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କୋଭିଡ଼୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଚିନ୍ତା ପ୍ରକଟ କରିଛନ୍ତି । କଲେଜ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି । ଅଧିକାଂଶ ଛାତ୍ରଙ୍କ ସାମାନ୍ୟ ଲକ୍ଷଣ ଥିଲା ଏବଂ ସେମାନେ ସତ୍ତୁର ନିକଟ କଲେଜ ପରିସରରେ ଥିବା ହଷ୍ଟେଲରେ […]

Continue Reading

ଭାରତୀୟ ବାୟୁସେନା ଫ୍ରାନ୍ସଠାରୁ ଆଣିଲା ମିରାଜ-୨୦୦୦ ଲଢୁଆ ବିମାନ

ଦିଲ୍ଲୀ : ଶତ୍ରୁକୁ ଟକ୍କର ଦେବା ପାଇଁ ଭରତୀୟ ସେନାର ପ୍ରସ୍ତୁତି ଆରମ୍ଭ । ଫ୍ରାନ୍ସ ବାୟୁସେନାରେ ପୂର୍ବରୁ ବ୍ୟବହାର ହୋଇଥିବା ଦୁଇଟି ମିରେଜ ୨୦୦୦ ଲଢୁଆ ବିମାନ ଗୁରୁବାର ଭାରତରେ ପହଁଚିଛି ।ଏହି ବିମାନ ଗ୍ୱାଲିଅର ଏୟାରବେସରେ ପହଁଚିଛି । ତେବେ ବାୟୁସେନାରେ ସାମିଲ କରିବା ପୂର୍ବରୁ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ) ରେ ଏହି ଦୁଇଟି ବିମାନରେ ଯନ୍ତ୍ରାଂଶ ଲଗାଯିବ ।ଏହା ହେବା ଫଳରେ ଭାରତୀୟ ଭୌଗଳିକ ସ୍ଥିତି ଅନୁସାରେ ଏହା ଚାଲିବ ।ଭାରତୀୟ […]

Continue Reading

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବାଲିପାଟଣା : ରାସ୍ତା ମଝିରେ ହଟହଟା ହେଲେ ସାଂସଦ ଅପରାଜିତା ଷଡଙ୍ଗୀ । ବାଲିପାଟଣା ଥାନା ସିରିପୁର ଛକ ନିକଟରେ ସାଂସଦ ଅପରାଜିତା ସଷଙ୍ଗୀଙ୍କ ଗାଡକୁ କଂଗ୍ରେସ କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି ।ଏଥିସହ ସାଂସଦଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀମାନେ । ବନମାଳିପୁରରେ ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯିବା ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଆଗକୁ ଆସି ଛାତ୍ର କଂଗ୍ରେସର କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି ।ପେଟ୍ରୋଲ ଡିଜେଲ ଏବଂ ଗ୍ୟାସ […]

Continue Reading