ବିଏମସିର ନୂଆ ଅଭିଯାନ, ବାହାରେ ଅଳିଆ ପକାଇଲେ ଘରେ ଲଗାଇବ ଲାଲ୍ ଷ୍ଟିକର

ଭୁବନେଶ୍ବର : ଘର ବାହାରେ ଅଳିଆ ପକାଉଛନ୍ତି କି ? ଯଦି ପକାଇଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ଘର କାନ୍ଥରେ ଲାଗିବ ଲାଲ୍ ଷ୍ଟିକର । ଏପରି ପଦକ୍ଷେପ ନେଇଛି ଭୁବନେଶ୍ବର ମହାନଗର ନିଗମ । ବର୍ଜ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିଚାଳନା କ୍ଷେତ୍ରରେ ଭୁବନେଶ୍ବର ବାସିନ୍ଦାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନେଇଛି ବିଏମସି । ଘର ଘର ବୁଲି ଦୈନିକ ଦୁଇଥର ସଂଗ୍ରହ କରାଯାଉଛି […]

Continue Reading

ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ସେତୁ ‘ଟି ସେତୁ’

କଟକ : କମିବ କଟକ ବଡ଼ମ୍ବା ଓ ନରସିଂହପୁରରୁ ବାଙ୍କି ଓ ଖୋର୍ଦ୍ଧାକୁ ଦୂରତା । ଯାତାୟାତ ହେବ ସୁଗମ । କାରଣ ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ସେତୁ ‘ଟି ସେତୁ’ । ଏହି ସେତୁ ଉଦଘାଟିତ ହେବା ପରେ ଏହାଦ୍ବାରା ଉପକୃତ ହେବେ ଲକ୍ଷ ଲକ୍ଷ ଲୋକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଏହି ଦୀର୍ଘତମ ସେତୁକୁ ଉଦଘାଟନ କରିବେ । ଗତ ୨୦୧୪ ମସିହାରେ ଏଠାରେ ସେତୁ ନିର୍ମାଣ ପାଇଁ […]

Continue Reading

ବ୍ୟାଟିଂରେ ଇତିହାସ ରଚିଲେ ଇଂଲଣ୍ଡ ପେସ ବୋଲର ଆଣ୍ଡରସନ

ମେଲବୋର୍ଣ୍ଣ: ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ ବ୍ୟାଟିଂରେ ଇତିହାସ ରଚିଛନ୍ତି । ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ନଟଆଉଟ ରହିବା ରେକର୍ଡ କରିଛନ୍ତି । ସେ ଏ ପର୍ଯ୍ୟନ୍ତ ୧୦୦ ଥର ନଟଆଉଟ ରହିଛନ୍ତି । ତାଙ୍କ ପୂର୍ବରୁ କୌଣସି ଖେଳାଳି ଏତେ ମ୍ୟାଚରେ ନଟଆଉଟ ରହି ନ ଥିଲେ । ଆଡିଲେଡରେ ଖେଳା ଯାଉଥିବା ଆଶେସ ସିରିଜର ଦ୍ୱିତୀୟ ମ୍ୟାଚରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଆଣ୍ଡରସନଙ୍କ ପଛକୁ ୱେଷ୍ଟଇଣ୍ଡିଜର […]

Continue Reading

ଗୋଟିଏ ଦିନରେ କେରଳରେ ୨ ନେତାଙ୍କୁ ହତ୍ୟା, ୧୪୪ ଧାରା ଜାରୀ

ଥିରୁଭାନନ୍ତପୁରମ: କେରଳରେ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଆଲାପ୍ପୁଝାରେ ବିଜେପି ନେତା ଓ ଓବିସି ମୋର୍ଚ୍ଚାର ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ଘର ନିକଟରେ ହତ୍ୟା କରାଯାଇଛି । ପୂର୍ବରୁ ଏସଡିପିଆଇ ନେତା ଶାନ କେଏସଙ୍କୁ ଅଜଣା ଆକ୍ରମଣକାରୀ ହତ୍ୟା କରିଥିଲେ । ସୁରକ୍ଷା ଦୃଷ୍ଟି କୋଣରୁ ଜିଲ୍ଲାରେ ୧୪୪ ଧାରା ଜାରୀ କରାଯାଇଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୧ଜଣଙ୍କୁ ଗିରଫ କରାଯାଇଛି ବୋଲି ଜିଲାପାଳ ଏ.ସିକନ୍ଦର ସୂଚନା ଦେଇଛନ୍ତି । […]

Continue Reading

ମାଲକାନଗିରିରୁ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

ମାଲକାନଗିରି: ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା । ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାର ପ୍ରଥମ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ମାଲକାନଗିରିରୁ ଶୁଭାରମ୍ଭ କରିବା ପରେ ଏବେ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଉପାନ୍ତ ଜିଲ୍ଲାର ମାନ୍ୟତା ପାଇଛି ମାଲକାନଗିରି । […]

Continue Reading

ଅନୁଗୁଳରେ କଲରାପତାରିଆ ବାଘର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ବାଘର ମୃତ୍ୟୁ ହୋଇଛି । ଜରପଡ଼ା ରେଞ୍ଜ ଓ ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ବାତ୍ରାଖୋଲ ନିକଟରେ ବାଘର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଏକ କଲରାପତରିଆ ବାଘ ମରିପଡ଼ିଥିବା ଜଣାପଡ଼ିଛି । କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏ ସମ୍ପର୍କରେ ଖବର ପାଇବା ପରେ ଅନୁଗୁଳ ଓ ଆଠମଲ୍ଲିକ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳରେ […]

Continue Reading

ବଢ଼ୁଛି ଓମିକ୍ରନ ଚିନ୍ତା, ରାଜ୍ୟରେ ୭ଜଣ ବିଦେଶ ଫେରନ୍ତା କୋଭିଡ଼ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବଢ଼ୁଛି ଓମିକ୍ରନ ଚିନ୍ତା । ଦିନକୁ ଦିନ ସଂଖ୍ୟା ବଢ଼ୁଥିବାବେଳେ ଯାହା ଚିନ୍ତାଜନକ ହୋଇପଡ଼ିଛି । ଏଯାଏଁ ରାଜ୍ୟରେ ୭ଜଣ ବିଦେଶ ଫେରନ୍ତା କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନ୍ସିଂ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଅନ୍ୟ ତିନିଜଣଙ୍କ ନମୂନା ଜିନମ ସିକ୍ୱେନ୍ସ ପାଇଁ ଯାଇଛି । ରିପୋର୍ଟ ଆସିଲେ ଜଣାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । […]

Continue Reading

ଖବର ପ୍ରସାରଣ କରି ଜେଲ ଗଲେ ପାଞ୍ଚ ଜଣ ସାମ୍ବାଦିକ

ମାଲକାନଗିରି: ସତ୍ୟ ଖବର ପ୍ରସାରଣ କରି ଜେଲ ଗଲେ ପାଞ୍ଚ ଜଣ ସାମ୍ବାଦିକ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର କୋରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ଡ଼ାକ୍ତର ଓ ମେଡ଼ିକାଲ କର୍ମଚାରୀମାନେ ସାମ୍ବାଦିକଙ୍କ ବିରୁଦ୍ଧରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ଉଚିତ୍ ତଦନ୍ତ ନକରି ରାତି ଦୁଇଟା ସମୟରେ ଆତଙ୍କବାଦୀଙ୍କୁ ଗିରଫ କରିବା […]

Continue Reading

ପରଲୋକରେ ପ୍ରାଣୀ ଚିକିତ୍ସକ ଡ.ସୁରେନ୍ଦ୍ର କୁମାର ରାୟ

ଭୁବନେଶ୍ୱର : ପରଲୋକରେ ପ୍ରାଣୀ ଚିକିତ୍ସକ ଡ ସୁରେନ୍ଦ୍ର କୁମାର ରାୟ । ପ୍ରାଣୀ ଚିକିତ୍ସକ ଡ ସୁରେନ୍ଦ୍ର କୁମାର ରାୟଙ୍କର ଶନିବାର ସକାଳ ୮ ଟା ସମୟରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ହୃଦଘାତ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ୟୁନିଟ୍-4 ଅଞ୍ଚଳରେ ତାଙ୍କର ଭେଟେନାରୀ ହସ୍ପିଟାଲ ବହୁ ଲୋକପ୍ରିୟ ଥିଲା । ସେ ଜଣେ ପ୍ରସିଦ୍ଧ ପ୍ରାଣୀ […]

Continue Reading

ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲା , ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ADG ସ୍ଥିତି ଅନୁଧ୍ୟାନ କଲେ

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତରେ ଆସି ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଅଗ୍ରଗତୀ ପାଇଁ ସମୀକ୍ଷା କରିଛନ୍ତି । ପରେ ସେ ମୃତ ଦେହ ମିଳିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ କ୍ରାଇମବ୍ରାଞ୍ଚ ଅଧିକାରୀ, ପୁରୀ ଏସପି ,ସଦର ଏସଡିପିଓ , କେସର ତଦନ୍ତ ଅଧିକାରୀ ଉପସ୍ଥିତ ଥିଲେ । ତେବେ […]

Continue Reading