ଏମକେସିଜି ମେଡିକାଲର ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ, ରୋଗୀସେବା ବାଧାପ୍ରାପ୍ତ

ବ୍ରହ୍ମପୁର : ଏମକେସିଜି ମେଡିକାଲର ପିଜି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପିଜି ଓ ନିଟ୍ କାଉନସେଲିଂରେ ଅହେତୁକ ବିଳମ୍ବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ମାନେ । ୨୦୨୧ ବର୍ଷ ପାଇଁ କାଉନସେଲିଂ ବିଳମ୍ବ ହେଉଛି । କାଉନସେଲିଂ ଶିଘ୍ର କରାଯାଉ ବୋଲି ଦାବି କରିଛନ୍ତି । ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ସପେଟେ ଛାତ୍ରମାନେ କହିଛନ୍ତି ଆମେ ଏକାଡେମିକ ଆକ୍ଟିଭିଟି ବନ୍ଦ କରିଛୁ । ହେଲେ ରୋଗୀସେବା ବନ୍ଦ କରିନାହୁଁ ,କିନ୍ତୁ ଯଦି […]

Continue Reading

ଭିଜିଲାନ୍ସ ଜାଲରେ ରେଭେନ୍ୟୁ ଇନ୍ସପେକ୍ଟର୍‌

ଜଗତସିଂହପୁର: ଲାଂଚ ଦାବି କରି ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ଜାପା ରାଜସ୍ୱ ନିରୀକ୍ଷକ ସମୀର କୁମାର ମଲ୍ଲିକ । ଏରସେମା ତହସିଲରେ ମ୍ୟୁଟେସନ ମାମଲାର ସମାଧାନ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କଠାରୁ ସମୀର କୁମାର ମଲ୍ଲିକ ଲାଂଚ ମାଗିଥିବା ଅଭିଯୋଗ ହୋଇଛି । ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତିଙ୍କଠାରୁ ରାଜସ୍ୱ ନିରୀକ୍ଷକ ସମୀର କୁମାର ମଲ୍ଲିକ ୧୦ ହଜାର ଟଙ୍କା ଲଂଚ ଦାବି କରିଥିଲେ । ଏ ନେଇ ସଂପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗରେ […]

Continue Reading

ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର: ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ବହୁ ହଇରାଣ ହୋଇଥିଲେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, କୋରାପୁଟରେ (୫୦ମିଟର), ସୁନ୍ଦରଗଡରେ (୫୦ମିଟର), ବଲାଙ୍ଗିରରେ (୭୫ମିଟର), କେନ୍ଦୁଝରରେ (୧୫୦ମିଟର)ରେ ଘନ କୁହୁଡ଼ି ଥିବା ଦେଖାଦେଇଛି । ଫୁଲବାଣୀ ଓ ଭବାନୀପାଟଣାରେ ମଧ୍ୟମ ଧରଣର (୨୦୦ମିଟର) […]

Continue Reading

ବଡ଼ ଖବର: ଏହି ତାରିଖରୁ ଓଡ଼ିଶାରେ ଖୋଲିବ ପ୍ରାଥମିକ ସ୍କୁଲ, ଜାଣନ୍ତୁ କେବେ?

ଭୁବନେଶ୍ୱର: କରୋନା ଯୋଗୁଁ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ରାଜ୍ୟରେ ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ୩ ତାରିଖରୁ ଖୋଲିବ । ୩ ତାରିଖରୁ ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ଚାଲିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର […]

Continue Reading

ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା, ୩ ଜଣଙ୍କୁ ଅଟକ ରଖିଲା ପୋଲିସ

କଟକ : ମାଞ୍ଜା ସୂତା ଲାଗି ନବ ବିବାହିତ ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା । ପୀର ବଜାରର ଗୁଡି ସୂତା ଦୋକାନୀଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ, ସ୍ପେଶାଲ ଡ୍ରାଇଭ୍ କରିଛି ପୋଲିସ । ଯେଉଁମାନେ ଗୁଡ଼ି ସୁତାରେ ମାଞ୍ଜା ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି । ଅନ୍ୟପଟେ ମାଞ୍ଜା ସୂତାରେ ଜୟନ୍ତଙ୍କ ମୃତ୍ୟୁ […]

Continue Reading

୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି

ଭୁବନେଶ୍ୱର : ୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି । ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଛି । ଆସନ୍ତା ୪ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ରାୟ ଦେଇଛନ୍ତି ମାନ୍ୟବର କୋର୍ଟ । ମାନ୍ୟବର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆସନ୍ତା ୪ ତାରିଖରେ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ତପସ୍ୱିନୀ ଦାସଙ୍କ ଓକିଲ । ଉଭୟ ପକ୍ଷଙ୍କ ଜବାବ ସୁଆଲ ପରେ […]

Continue Reading

ବ୍ରାଜିଲରେ ଭୟଙ୍କର ବନ୍ୟାରେ ଭୂଶୁଡିଲା ଦୁଇଟି ଡ୍ୟାମ, ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ

ଇଟାବୁନା : ବ୍ରାଜିଲରେ ଭୟଙ୍କର ବନ୍ୟା । ସପ୍ତାହେ ଧରି ପ୍ରବଳ ବର୍ଷା ଲାଗି ରହିବା ଫଳରେ ବ୍ରାଜିଲର ସ୍ଥିତି ବେହାଲ ହୋଇପଡିଛି । ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ବନ୍ୟା ଯୋଗୁଁ ଦକ୍ଷିଣ ବାହାରିଆ ଭିଟୋରିଆ ଡାକନକ୍ୟୁଷ୍ଟା ସହର ନିକଟ ଭେରୁଗା ନଦୀ କୂଳରେ ଡ୍ୟାମ ଭାଙ୍ଗିଯାଇଛି । ଫଳରେ ଇଟାମବେ ସହରରରେ ପୁରା ଜଳମଗ୍ନ ହୋଇଯିବାରୁ ଇଟାମବେ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି । ଜୁସିଆପେରରେ ନଦୀ […]

Continue Reading

ଆଜିଠାରୁ ତିନି ଦିନ ବର୍ଷିବ

ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ବର୍ଷା । ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ ଲଗାଇଛି । ଘନ କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏବଂ ଓ୍ବେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଆଜିଠୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ସୁନ୍ଦରଗଡ, ଝାରସୁଗୁଡା ଏବଂ କେନ୍ଦୁଝରରେ ସାମାନ୍ୟରୁ ମଧ୍ୟମ […]

Continue Reading

ବଲିଉଡର ଜଣାଶୁଣା କମେଡ଼ିଆନ ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ପରଲୋକ

ମୁମ୍ବାଇ: ବଲିଉଡରେ ଶୋକର ଛାୟା । ବଲିଉଡର ଜଣେ ଜଣାଶୁଣା କଳାକାରଙ୍କ ମୃତ୍ୟୁ ଘଟିଛି । ଫଳରେ ପୁରା ବଲିଉଡ ସ୍ତବ୍ଦ ହୋଇଯାଇଛି । ଆଜି ବଲିଉଡର ବହୁ ଚର୍ଚ୍ଚିତ କମେଡିଆନ ଏବଂ ଆକ୍ଟର ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ବହୁ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ମୁସ୍ତାକ ବଲିଉଡର ଅନେକ ଫିଲ୍ମରେ କାମ […]

Continue Reading

ମଦ ଦୋକାନ ଖୋଲିବାକୁ ବିରୋଧ କରି ଦାବିପତ୍ର ପ୍ରଦାନ

ଯାଜପୁର: ଜନବସତି ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପ୍ରହ୍ଲାଦପୁର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରାଯାଇଛି । ଏନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଯାତାୟତ କରୁଛନ୍ତି । ମଦ ଦୋକାନ ଖୋଲାଗଲେ ଏହାର କୁପ୍ରଭାବ […]

Continue Reading