ନାଥୁରାମକୁ ପ୍ରଶଂସା, ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା; ସନ୍ଥ କାଳୀଚରଣ ବିରୋଧରେ ଥାନାରେ ମାମଲା
ଭୁବନେଶ୍ୱର: ମହାରାଷ୍ଟ୍ରର ସନ୍ଥ କାଳୀଚରଣ ମହାରାଜଙ୍କ ବିରୋଧରେ ଥାନାରେ ମାମଲା ଦାୟର । ଛତିଶଗଡ ରାୟପୁରଠାରେ ଚାଲିଥିବା ଧର୍ମ ସଂସଦର ଦ୍ୱିତୀୟ ଦିନରେ ସେ ଖୋଲାଖୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ । ଏଏନ୍ଆଇ ରିପୋର୍ଟ ଅନୁଯାୟୀ ହିନ୍ଦୁ ରାଷ୍ଟ୍ର ଦାବି ନେଇ ଧର୍ମ ସଂସଦରେ ପ୍ରାୟ ୨୦ରୁ ଅଧିକ ଧାର୍ମିକ ଗୁରୁ ସାମିଲ ହୋଇଥିଲେ । ଏହି ଅବସରରେ ସନ୍ଥ କାଳୀଚରଣ ଭାରତର ବିଭାଜନକୁ ନେଇ ମହାତ୍ମା ଗାନ୍ଧୀଙ୍କୁ ଦାୟି କରିଥିଲେ । […]
Continue Reading