ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ‘ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ’ ଉନ୍ମୋଚିତ
ଭୁବନେଶ୍ୱର : ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ରଚିତ ‘ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ’ ସ୍ଥାନୀୟ ଓଡ଼ିଶା ପ୍ରେସ କ୍ଳବ ପ୍ରେକ୍ଷାଳୟରେ , ରମାକାନ୍ତ ରଥଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ସହ ସଂସ୍କୃତର ସ୍କନ୍ଦସମୂହକୁ ଇଂରାଜୀରେ ବାଖ୍ୟା କରାଯାଇଛି। ରାଜେଶ ମହାପାତ୍ରଙ୍କ ପରିଚାଳନାରେ ଏହି ସମାରୋହରେ ପ୍ରଫୁଲ୍ଲ କୁମାର ମିଶ୍ର, ନିବେଦିତା ମହାନ୍ତି , ନିଖିଳ ମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ […]
Continue Reading
