ଭିଜିଲାନ୍ସ ଜାଲରେ ରେଞ୍ଜର, ଦେଇ ପାରିଲେନି ଦେଢ ଲକ୍ଷ ଟଙ୍କାର ହିସାବ
କଳାହାଣ୍ଡି: ଭିଜିଲାନ୍ସ ଜାଲରେ ରେଞ୍ଜର । ଦେଢ ଲକ୍ଷ ଟଙ୍କାର ହିସାବ ଦେଇନପାରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନୃତ୍ୟରାଜ ମାଝୀ । ତାଙ୍କ ନାମରେ ପୂର୍ବରୁ କୋଟିକୋଟି ଟଙ୍କାର ଘୋଟାଲା ଅଭିଯୋଗ ମଧ୍ୟ ରହିଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ରେଞ୍ଜର ନୃତ୍ୟରାଜ ମାଝୀ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସେ ବାଇକ୍ ଯୋଗେ ଦେଢ ଲକ୍ଷ୍ୟ ଟଙ୍କା ନେଇ ଯାଉଥିବା ବେଳେ ଭବାନୀପାଟଣା ଷ୍ଟାଡିୟମ ଠାରେ ତାଙ୍କୁ ଜୟପୁର ଓ ନବରଙ୍ଗପୁର […]
Continue Reading
