୧୨ରୁ ଲିଙ୍ଗରାଜ ମନ୍ଦିର ସହ ଖୋଲିବ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ
ଭୁବନେଶ୍ୱର : ଏଣିକି ସମସ୍ତ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରିବେ । ରାଜ୍ୟରେ କରୋନା ମହାମାରୀର ତୃତୟୀ ଲହର ହ୍ରାସ ପାଇବା ପରେ ଭୁବନେଶ୍ୱରେ ଆସନ୍ତା ୧୨ ତାରିଖରୁ ପ୍ରଭୁ ଲିଙ୍ଗରାଜଙ୍କ ସମେତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛିା କରୋନା କଟକଣା ଜାରି କରାଯାଇଛି ।ଏହି କଟକଣା ଅନୁସାରେ ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ […]
Continue Reading
