ବିଜେଡିରେ ମିଶିଲେ ୨ଶହରୁ ଅଧିକ ବିଜେପି କର୍ମୀ

ଭୁବନେଶ୍ୱର : ବଢୁଛି ବିଜେଡିର ବଳ । ଆଜି ଭୁବନେଶ୍ୱର ୪୦ ଓ ୪୧ ନମ୍ବର ୱାର୍ଡର ୨ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ବିଜେପି ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଧାରାକୁ ନେଇ ବିଜେପି କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ବିଜେଡିର ଶକ୍ତି ଆହୁରି ବୃଦ୍ଧି ହୋଇଛି ।ଅନ୍ୟପଟେ ଯାହାକୁ ବି ପୌର ନିର୍ବାଚନରେ ନବୀନ ବାବୁ […]

Continue Reading

ଋଷ୍-ୟୁକ୍ରେନ ଯୁଦ୍ଧ :୨୧୯ ଜଣ ଛାତ୍ରଛାତ୍ରୀ ଭାରତ ଫେରୁଛନ୍ତି , ରୋମାନିଆରୁ ଉଡାଣ ଭରିଲା ବିମାନ

ଭୁବନେଶ୍ୱର : ଋଷ୍-ୟୁକ୍ରେନ ଯୁଦ୍ଧରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଭାରତ ଫେରୁଛନ୍ତି ।୨୧୯ ଜଣ ଭାରତୀୟ ନାଗରିକଙ୍କ ସହ ମୁମ୍ବାଇକୁ ପ୍ରଥମ ବିମାନ ଶନିବାର ରୋମାନିଆର ବୁଖାରେଷ୍ଟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ଦିନରାତି ଉଦ୍ୟମ ଚାଲିଛି । ମୁଁ ବ୍ୟକ୍ତିଗତ ଭାବେ ମନିଟରିଂ କରୁଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଟ୍ୱିଟ କରି କହିଛନ୍ତି । ସୂଚନା […]

Continue Reading

୩୧୫ ଜୋନର ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ, ୨୬୮ ଜୋନରେ ଆଗୁଆ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ୩୧୫ ଜିଲ୍ଲା ପରିଷଦ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଯାଇଛି । ସମସ୍ତ ୩୧୫ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟ […]

Continue Reading

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଦିଆଗଲା ଅନ୍ତିମ ବିଦାୟ

ଭୁବନେଶ୍ୱର : ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ୮୩ ବର୍ଷ ବୟସରେ ହେମାନନ୍ଦ ବିଶ୍ୱାଳ ଆରପାରିକୁ ଚାଲିଯାଇଛନ୍ତି । ଆଜି ବିଧାନସଭାରେ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଗାର୍ଡ ଅଫ୍ ଦିଆଯାଇଥିଲା । ବିରାଟ ଶୋଭାଯାତ୍ରାରେ ହେମାନନ୍ଦ ବିଶ୍ୱାଳଙ୍କୁ ବିଧାନସଭାକୁ ନିଆଯାଇଥିଲା । ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ କଂଗ୍ରେସ ଭବନରେ […]

Continue Reading

ପୌର ନିର୍ବାଚନ: ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଜିଛି ବିଗୁଲ । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ ଗ୍ରହଣ । ଏନେଇ ଆୟୋଜିତ ପ୍ରେସମିଟରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାନ ପାଢ଼ୀ ଘୋଷଣା କରିଛନ୍ତି । ଏଥର ନାମାଙ୍କନ ସହ ପ୍ରାର୍ଥୀଙ୍କ ୨ଟି ସତ୍ୟପାଠ ବାଧ୍ୟତାମୂଳକ । ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ରହିବା ଆବଶ୍ୟକ । ଏହା ସହ ଗୋଟିଏ ସ୍ତ୍ରୀ ଜୀବିତ ଏବଂ ୨ରୁ ଅଧିକ ପିଲା […]

Continue Reading

ଆତ୍ମରକ୍ଷାର ଶେଷ ପ୍ରୟାସରେ ୩ଟି ପୋଲ ଉଡାଇଲା ୟୁକ୍ରେନ୍: କିଭରୁ ୩୨ କିମି ଦୂରରେ ଅଛନ୍ତି ଋଷ ସେନା

ନୂଆଦିଲ୍ଲୀ: ୟୁକ୍ରେନ ଅଧିକୃତ କରିବାର ନିକଟତର ହୋଇଛି ଋଷିଆ । ୟୁକ୍ରେନକୁ ୩ ଆଡୁ ଆକ୍ରମଣ କରିଥିବା ଋଷିଆ ମାତ୍ର ୩୨ କିମି ଦୂରରେ ରହିଛି । ୟୁକ୍ରେନ ରାଜଧାନୀ କିଭ ଅଧିକାର କରିବା ଠାରୁ ମାତ୍ର ୩୨ କିମି ଦୂରରେ ରହିଥିବା ବେଳେ ଆସନ୍ତାକାଲି କିଛି ଦିନ ମଧ୍ୟରେ ୟୁକ୍ରେନକୁ ଅଧିକୃତ କରିନେବ । ତେବେ ୟୁକ୍ରେନ ପକ୍ଷରୁ ଆତ୍ମରକ୍ଷାର ଶେଷ ପ୍ରୟାସ କରାଯାଇଛି । କିଭକୁ ସଞ୍ଜୋଗ କରୁଥିବା ୩ଟି ପୋଲକୁ ଉଡାଇ ଦେଇଛନ୍ତି […]

Continue Reading

ୟୁକ୍ରେନ ପାଇଁ ବଡ ବିପଦ: ଯୁଦ୍ଧରେ ଋଷ ଛାଡିଲା ଭୟଙ୍କର ସ୍ପେଶାଲ କମାଣ୍ଡୋ ଫୋର୍ସ “ସ୍ପେଶନାଜ’

ନୂଆଦିଲ୍ଲୀ: ତିନି ପଟରୁ ୟୁକ୍ରେନକୁ ଘେରି ନେଇଛି ଋଷ ସେନା । ସେନା କ୍ୟାମ୍ପ ଏବଂ ଏୟାରବେସ ସହିତ ବିଭିନ୍ନ ବଡ ବଡ କୋଠାକୁ ନିଜ ଅକ୍ତିଆରକୁ ନେଇଛି ଋଷ । ତେବେ ୟୁକ୍ରେନର ରାଜଧାନୀ କିଭ ଅଞ୍ଚଳରୁ ମାତ୍ର କିଛି ଦୂରେ ଋଷ ସେନା ଆତଙ୍କ ମଚାଇଥିବା ବେଳେ ଯୁଦ୍ଧ ଧିରେ ଧିରେ ଭୟଙ୍କର ରୂପ ନେଉଛି । ତେବେ ଏହା ମଧ୍ୟରେ ଆଉ ଏକ ଘଟରା ମଧ୍ୟ ସାମନାକୁ ଆସିଛି । ୟୁକ୍ରେନକୁ ହରାଇବା […]

Continue Reading

ପଞ୍ଚାୟତ ନିର୍ବାଚନ: ସକାଳ ୮ଟାରୁ ହେବ ଭୋଟ୍ ଗଣତି

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଶେଷ ହୋଇଛି । ଏହା ପରେ ୨୬ ଫେବ୍ରୁଆରୀ ବା ଆସନ୍ତାକାଲିଠାରୁ ହେବ ଭୋଟ୍ ଗଣତି । ଏନେଇ ଆଜି ପ୍ରେସମିଟରେ ଭୋଟ ଗଣତିକୁ ନେଇ ସୂଚନା ଦେଇଛନ୍ତିି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ । ତାଙ୍କ କହିବା ମୁତାବକ, ‘ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ପ୍ରତି ରାଉଣ୍ଡ ଗଣତି ସରିବା ପରେ ଫଳାଫଳ ଘୋଷଣା କରାଯିବ । କଡ଼ା ସୁରକ୍ଷା […]

Continue Reading

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ସେଲ୍

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ସେଲ୍ ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ୍ କମିଶନରଙ୍କ କାର୍ଯ୍ୟାଳୟରେ ଏହି ସେଲ୍ କରାଯାଇଛି । ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବ । ରେସିଡେଣ୍ଟ୍ କମିଶନର ରବିକାନ୍ତ ସ୍ୱତନ୍ତ୍ର ସେଲ୍ ର ନୋଡାଲ୍ ଅଫିସର୍ ରହିଛନ୍ତି । ଯୋଗାଯୋଗ ପାଇଁ ହ୍ୱାଟସଆପ୍, ଲ୍ୟାଣ୍ଡଲାଇନ୍ ଓ ଇ-ମେଲ୍ ଜାରି କରାଯାଇଛି । ମୋବାଇଲ୍/ହ୍ୱାଟସଆପ୍ ନମ୍ବର ମଧ୍ୟ ଜାରି କରାଯାଇଛି । […]

Continue Reading

ୟୁକ୍ରେନରୁ ଫେରିବେ ଓଡ଼ିଆ, ସମସ୍ତ ଖର୍ଚ୍ଚ ଭରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ମିଳିଥିବା ତାହା ଅପଡେଟ ହିସାବରେ, ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ବହନ […]

Continue Reading