ବଡ଼ ଖବର: ରାଜଧାନୀ କିଭରେ ପଶିଲେ ରୁଷ ସେନା, ଅଟକାଇବା ପାଇଁ ୟୁକ୍ରେନ ସେନା ଉଡ଼ାଇଲେ ବ୍ରିଜ୍

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅସହାୟ ନଜର ଆସିଛନ୍ତି । ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ସହାୟତା ପାଇଁ ମନା କରିଦେଇଛନ୍ତି । ଏହାରି ମଧ୍ୟରେ ରୁଷର ସେନା ୟୁକ୍ରେନର ରାଜଧାନି କିଭରେ ପ୍ରବେଶ କରିଛନ୍ତି । ଏନେଇ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି । ଶତ୍ରୁମାନେ କିଭରେ ପ୍ରବେଶ କରିଥିବା ନେଇ ସେ ଟ୍ୱିଟ୍ କରି […]

Continue Reading

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ ଗ୍ରହଣ । ଏନେଇ ଆୟୋଜିତ ପ୍ରେସମିଟରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାନ ପାଢ଼ୀ ଘୋଷଣା କରିଛନ୍ତି । ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ହେବା ସହ ମାର୍ଚ୍ଚ ୨୬ରେ ଭୋଟ ଗଣତି ହେବ । ପୌର ନିର୍ବାଚନ ପାଇଁ ଫେବ୍ରୁଆରୀ ୨୮ରେ ବିଜ୍ଞପ୍ତି […]

Continue Reading

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ,୪ଟି ସ୍ଥାନରେ ଚାଲିଛି ରେଡ

କୋରାପୁଟ : ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ । କୋରାପୁଟ ବୋରିଗୁମ୍ମାର ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀଣ କୁମାର ହୋତା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ବୋରିଗୁମ୍ମାରେ ଜଣେ ହେଲପରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ଏହା ସହ ସେ ହେଲପରଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବା ତାଙ୍କ ନାରେ ଅଭିଯୋଗ ଥିଲା। ବୋରିଗୁମ୍ମା ବିଦ୍ୟୁତ ବିଭାଗ ଉପଭୋକ୍ତାଙ୍କ ଠାରୁ ଲାଞ୍ଚ ନେଉଥିବା ତାଙ୍କ ନାରେ […]

Continue Reading

ୟୁକ୍ରେନରେ ଧସେଇ ପଶିଲା ଋଷ ସେନା: ଏୟାରପୋର୍ଟରେ ମିସାଇଲ ଆକ୍ରମଣ

ଭୁବନେଶ୍ୱର: ୟୁକ୍ରେନ ଆକ୍ରମଣ । ଏବେ ଖାଲି ଅସ୍ତ୍ରଶସ୍ତ୍ରରେ ନୁହେଁ ବରଂ ୟୁକ୍ରେନ ଭିରତକୁ ଧସେଇ ପଶିଛି ଋଷ ସେନା । ୟୁକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଏହା ମଧ୍ୟରେ ଫ୍ରାଙ୍କକ୍ୱିସ୍କ ଏୟାରପୋର୍ଟରେ ମିସାଇଲ ଆକ୍ରମଣ କରିଛି ଋଷ । ଫଳରେ ସମସ୍ତ ଗରୁତ୍ୱପୂର୍ଣ୍ଣ ସ୍ଥାନରୁ ୟୁକ୍ରେନ ସେନା ପଛକୁ ହଟିଥିବା ଋଷ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ୟୁକ୍ରେନର ଏକାଧିକ ସ୍ଥାନରେ ଋଷ କ୍ଷରୁ ରକେଟ ମାଡ ସହ […]

Continue Reading

ୟୁକ୍ରେନରେ ଫସି ରହିଛନ୍ତି ଯାଜପୁର ପୁଅ, ଚିନ୍ତାରେ ପରିବାର ଲୋକ

ଯାଜପୁର : ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ ।ଏହି ସମୟରେ ୟୁକ୍ରେନରେ ଫସିଯାଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡେଇ ପଞ୍ଚାୟତର ବିରୁହାଁପଡା ଗାଁର ବସନ୍ତ ନାୟକଙ୍କ ଏକମାତ୍ର ପୁଅ ପ୍ରଳୟ କୁମାର ନାୟକ । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ଫଳରେ ପୁଅକୁ ପାଇବା ପାଇଁ ଏବେ ଚିନ୍ତାରେ ପଡିଯାଇଛନ୍ତି ପୁରା ପରିବାର ବର୍ଗ । ଏନେଇ ପ୍ରଳୟଙ୍କ ମା’ ଓ ପରିବାର ଲୋକ ନିଜ ପୁଅ […]

Continue Reading

ପଛକୁ ହଟିବ ନାହିଁ, ଶେଷ ପର୍ଯ୍ୟନ୍ତ ଲଢେଇ କରିବ ୟୁକ୍ରେନ

ଋଷ: ଋଷ-ୟୁକ୍ରେନର ଯୁଦ୍ଧ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ ବୟାନ । ୟୁକ୍ରେନ ପଛକୁ ହଟିବ ନାହିଁ, ଋଷ ଆଗରେ ମୁଣ୍ଡ ନୁଆଇଁବ ନାହିଁ । ଆଉ ଏଭଳି କହି ୟୁକେନ୍ ଶେଷ ପର୍ଯ୍ୟନ୍ତ ଲଢେଇ କରିବ ବୋଲି ବାର୍ତ୍ତା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଯାହା ଏହି ସଙ୍କଟକୁ ଆହୁରି ଗମ୍ଭୀର କରିଛି । ସେହିଭଳି ୟୁକ୍ରେନର ରକ୍ଷାମନ୍ତ୍ରୀ ଦେଶବାସୀଙ୍କୁ ଅସ୍ତ୍ର ଉଠାଇବାକୁ ଆହ୍ୱାନ ଦେଇଛନ୍ତି । ଯିଏ ଅସ୍ତ୍ର ଉଠାଇ ପାରିବ ସେମାନେ […]

Continue Reading

ଆଇସିସି ମହିଳା ବିଶ୍ୱକପ: ସାଥୀ ଖେଳାଳିଙ୍କୁ କରୋନା ହେଲେ ୯ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇପାରିବ ଟିମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ମହିଳା ବିଶ୍ୱକପ ପାଇଁ କେତେକ ନୂତନ ନିୟମ ଲାଗୁ କରିଛି । ସେଗୁଡିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯଦି କୌଣସି ଟିମର ଏକାଧିକ ଖେଳାଳିଙ୍କୁ କରୋନା ହୁଏ ତାହାହେଲେ ୯ଜଣଙ୍କୁ ନେଇ ସେମାନେ ପଡିଆକୁ ଓହ୍ଲାଇପାରିବେ । ୧୯ ବର୍ଷରୁ କମ ବିଶ୍ୱକପ ସମୟରେ କେତେଗୁଡିଏ ଟିମ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଗତ ସଂସ୍କରଣ ତୁଳନାରେ ଏଥର ପୁରସ୍କାର ରାଶିକୁ ପ୍ରାୟତଃ ୨ଗୁଣ କରାଯାଇଛି । […]

Continue Reading

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ୍ ଫିଲ୍ମ ଦୃଷ୍ଟିକୋଣ, ଚର୍ଚ୍ଚାରେ ନବାଗତା ଲିଜା ନାୟକ

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ରହିଛି ଓଲିଉଡର ବିଗ୍ ବଜେଟ୍ ମୁଭି ଦୃଷ୍ଟିକୋଣ । ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଜଣେ ଓଡିଆ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ସେ ନୂଆ ଚେହେରା ହୋଇଥିଲେ ହେଁ, ଅଭିନୟ ଦୁନିଆରେ କିନ୍ତୁ ସେ ଅଜଣା ନୁହଁନ୍ତି । ଫିଲ୍ମ ଦୃଷ୍ଟିକୋଣ ଜରିଆରେ ଓଲିଉଡରେ ନିଜର ନୂଆ ଇନିଂସ ଆରମ୍ଭ କରିବେ ଅଭିନେତ୍ରୀ ଲିଜା ନାୟକ । ନବାଗତା ହେଲେ ବି ସେ […]

Continue Reading

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ ,୨ ମୃତ

ଅନୁଗୁଳ : ମର୍ମନ୍ତୁଦ ଦୁର୍ଘଟଣା ନେଲା ଜୀବନ । ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ବଇଣ୍ଡାରୁ ଆଠମଲ୍ଲୀକ ଆଡକୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ବ୍ରିଜ ତଳେ ବାଡେଇ ହୋଇ ପଡିଯାଇଥିଲା । ପିକ୍ଅପ୍ ଭ୍ୟାନରେ  ଥିବା ୮ ଜଣ କିଏ କେଉଁ ଆଡେ ଛିଟକି ପଡିଥିଲେ ।ଏହି ଦୁର୍ଘଟଣା ଏତେ ଭୟଙ୍କର […]

Continue Reading

ଆରପାରିରେ ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ

କୋରାପୁଟ: ଆଉ ନାହାନ୍ତି ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ । ବୁଧବାର ବିଳମ୍ବିତ ରାତିରେ ବିଶାଖାପାଟଣାରେ ତାଙ୍କର ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା ।ପ୍ରଶାନ୍ତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଆଦିବାସୀ ଜଗତର ସ୍ୱର୍ଗତ ପ୍ରଶାନ୍ତ ସାମନ୍ତରାୟ ଥିଲେ ଶ୍ରେଷ୍ଠ କଳାକାର ତଥା ଗାୟକ । ପରିବାର ଲୋକଙ୍କ ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ସହରର ମାଦଳା ସାହିରେ ପ୍ରଶାନ୍ତ ସାମନ୍ତରାୟଙ୍କ ଘର । […]

Continue Reading