ଆଇଏଏସ କ୍ରିଷନ କୁମାରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ ପରେ ଆଇଏଏସ କ୍ରିସନ କୁମାରଙ୍କୁ ମିଳିଲା ନୂଆ ଦାୟିତ୍ୱ । ୨୦୦୨ ବ୍ୟାଚର ଓଡ଼ିଶା କ୍ୟାଡ଼ର ଆଇଏଏସ ଅଫିସର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଥିବା କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । କ୍ରିଷନ କୁମାରଙ୍କୁ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି ।

Continue Reading

ଅନୁଷ୍କାଙ୍କ ଶୁଟିଂ ସେଟରେ ପଂଜାବୀ ଲୁକରେ କୋହଲି !

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋହଲି ଏହି ସମୟ ତାଙ୍କ ପରିବାର ସହ କାଟିବାରେ ବ୍ୟସ୍ତ । ତେବେ ଅନୁଷ୍କାଙ୍କ ଶୁଟିଂ ସେଟରେ କୋହଲିଙ୍କୁ ପଂଜାବୀ ଲୁକରେ ଦେଖି ପ୍ରଶଂସକମାନେ ଚକିତ ହୋଇ ପଡିଛନ୍ତି । ନୀଳ ପଗଡିରେ କୋହଲି କଣ କରୁଛନ୍ତି ତାହା ବର୍ତମାନ ସମସ୍ତଙ୍କ ପାଇଁ ଉତ୍କଣ୍ଠାର କାରଣ ସାଜିଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ […]

Continue Reading

ବାଟ ଚଲେଇ ଦେଉନି କୁକୁର, ଲୋକଙ୍କୁ ଦେଖିଲେ କାମୁଡୁଛି

କଟକ: ସହରରେ କୁକୁର ଆତଙ୍କ ଦେଖିବାକୁ ମିଳିଛି । ୨ ଦିରେ ଏକାଧିକ ଲୋକ କୁକୁର କାମୁଡ଼ାରେ ଆହତ ହେଲେଣି । ତଥାପି ନିଗମର ନିଦ ଭାଙ୍ଗୁନି । ଏଭଳି ଅଭିଯୋଗ ଆସିଛି ସିଡ଼ିଏ ସେକ୍ଟର ୯ରୁ । ସ୍ଥାନୀୟ ଅଞ୍ଚଳରେ କୁକୁରର ବଂଶ ବିସ୍ତାର ହେବାରେ ଲାଗିଛି । କିଛିଦିନ ହେବ ଏହି ଅଞ୍ଚଳରେ କୁକୁର ଲୋକଙ୍କୁ ବାଟ ଚଲେଇ ଦେଉନି । ସହରର ସିଡିଏ ସେକ୍ଟର -୯ର ବାସିନ୍ଦା ସନ୍ଦୀପ ମହାପାତ୍ର କୁକୁର କାମୁଡାରେ ଆହତ […]

Continue Reading

ନୱାବଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ଅଣ୍ଡରୱାଲ୍ଡ ଏବଂ ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମାଲିକଙ୍କୁ ଗିରଫ କରିଛନ୍ତି । ବେଆଇନ ଜମି କିଣାବିକା ନେଇ ନୱାବଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଇଡିର ଏକ ଟିମ ସକାଳୁ ତାଙ୍କ ଘରକୁ ଯାଇଥିଲା । ଏକ ଘଂଟା ପାଖାପାଖି ଜେରା କରିବା ପରେ ତାଙ୍କୁ ଇଡି ଅଫିସକୁ ଅଣାଯାଇ ପଚରାଉଚରା […]

Continue Reading

ବାଜିଲା ପୌର ନିର୍ବାଚନ ବିଗୁଲ: ଖୁବଶୀଘ୍ର ହେବ ପୌର ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର: ବାଜିଲା ପୌର ନିର୍ବାଚନ ବିଗୁଲ । ପଞ୍ଚାୟତ ନିର୍ବାଚନ ପରେ ହୋଇପାରେ ପୌର ନିର୍ବାଚନ । ଏନେଇ ଖୁବଶୀଘ୍ର ହେବ ପୌର ନିର୍ବାଚନ ତାରିଖ ଘୋଷଣା । ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ଜରିଆରେ ପୌର ନିର୍ବାଚନ ପାଇଁ ଆହ୍ୱାନ କଲା ନଗର ଉନ୍ନୟନ ବିଭାଗ । ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଇଲା ନଗର ଉନ୍ନୟନ ବିଭାଗ । ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ […]

Continue Reading

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୭୩% ଭୋଟିଂ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ ହୋଇଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି । ଚୂଡ଼ାନ୍ତ ସଂଖ୍ୟା ଆସିଲେ ଭୋଟ ପ୍ରତିଶତ ବଢ଼ିପାରେ । ୪ରୁ ୫ଟି […]

Continue Reading

କୋଭିଡ ପରେ ବି ସତର୍କ ରହନ୍ତୁ, ଅକ୍ସିଜେନ୍ ବି ଏକ ଔଷଧ: ରାଜ୍ୟ ସରକାର

ଭୁବନେଶ୍ୱର: କରୋନା କମିଥିଲେ ବି ସତର୍କ ରୁହନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଆୟୋଜିତ ପ୍ରେସମିଟରେ ଏସସିବି ନିଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ନିବେଦିତା ପାଣି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଏଯାଏଁ ରାଜ୍ୟରୁ ଯାଇନି କୋଭିଡ, ଫଳରେ ସତର୍କ ରହିବା ଉଚିତ୍ । କୋଭିଡ ପରେ ହୃତପିଣ୍ଡ, ଫୁସଫୁସ୍ ଓ ଡାଇବେଟିସ୍ ରୋଗୀଙ୍କ ଜଟିଳତା ଦେଖାଦେଉଛି । ବୟସ୍କ ରୋଗୀ ଓ ଅନ୍ୟ ଜଟିଳତା ଅବା ରୋଗୀ ଅଧିକ ପ୍ରଭାବିତ […]

Continue Reading

OSSC ଜୁନିୟର ଆସିଷ୍ଟାଣ୍ଟ ୨୦୨୨: ପରୀକ୍ଷା ପାଇଁ ଜାରି ହେଲା ଆଡମିଟ କାର୍ଡ, ଏମିତି କରନ୍ତୁ ଡାଉନଲୋଡ୍

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ପରୀକ୍ଷା ଆଡମିଟ କାର୍ଡ ଜାରି କରାଯାଇଛି । ଆଶାୟୀ OSSCର ଅଫିସିଆଲ ୱେବସାଇଟ ossc.gov.in କୁ ଯାଇ ପରୀକ୍ଷା ପାଇଁ ଆଡମିଟ ଡାଉନଲୋଡ କରିପାରିବେ । ୨୫ ଫେବୃଆରୀ ୨୦୨୨ ରେ ପରୀକ୍ଷା ହେବ । ଜୁନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ କମ୍ପ୍ୟୁଟର ବେସ୍ଡ ପରୀକ୍ଷା କରାଯିବ । ୫୦ ମାର୍କର ପରୀକ୍ଷା କରାଯିବ । ପାସ୍ ହେବା ପାଇଁ ଆଶାୟୀଙ୍କୁ ୩୦ […]

Continue Reading

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଜିଅନ୍ତା ଜଳି ୭ ମୃତ, ୧୦ ଗୁରୁତର

ଉନା: ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ବଡ଼ ବିସ୍ଫୋରଣ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଉନା ଜିଲ୍ଲାରର ତାହଲିୱାଲ ସ୍ଥିତ ଗୋଦାମରେ ହୋଇଥିବା ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ବିସ୍ଫୋରଣରେ ସେମାନେ ଜିଅନ୍ତା ଜଳିଯାଇଥିଲେ । ଏହା ବ୍ୟତୀତ ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ଉନା ମେଡିକାଲରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ […]

Continue Reading

ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫%ରୁ ଅଧିକ ମତଦାନ: ନିର୍ବାଚନୀ ହିଂସାରେ ଆଉ ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୫%ରୁ ଅଧିକ ମତଦାନ ହୋଇଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘କୌଣସି ସ୍ଥାନରେ ଗଣ୍ଡଗୋଳ ହୋଇନି । କେନ୍ଦ୍ରାପଡ଼ାର ଗୋଟିଏ ବୁଥରେ ମତଦାନ ବନ୍ଦ ରହିଛି । ବାଲଟ ପେପରରେ ତ୍ରୁଟି ଯୋଗୁଁ ମତଦାନ […]

Continue Reading