ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ, ଦିନ ୧ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ ୧ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ସରିଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଜି ୨ଶହ ଜିଲ୍ଲା ପରିଷଦ ଜୋନ ଓ ୧ ହଜାର ୬ଶହ ୬୯ ସରପ ଏବଂ ୧ ହଜାର ୬ଶହ ୬୯ […]

Continue Reading

ଶୀତକାଳୀନ ଅଲିମ୍ପିକ୍ସ: ଭାରତର ଅଭିଯାନ ଶେଷ

ବେଜିଂ: ଶୀତକାଳୀନ ଅଲିମ୍ପିକ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ଏଥିରେ ଭାରତ ପକ୍ଷରୁ ଅଂଶଗ୍ରହଣ କରିଥିବା ଏକମାତ୍ର ପ୍ରତିଯୋଗୀ ଆରିଫ ଖାଁ ନିରାଶ କରିଛନ୍ତି । ପୁରୁଷ ସ୍ଲାଲମ ଇଭେଂଟରେ ସେ ରେସ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଛନ୍ତି । ୮୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫୨ଜଣ ରେସ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇଥିଲେ । ଅଷ୍ଟ୍ରିଆର ୟୋହାନ୍ସ ଷ୍ଟ୍ରୋଲେଜ ପ୍ରଥମ, ନରୱେର ହେନରିକ କ୍ରିଷ୍ଟୋଫର୍ସନ ଦ୍ୱିତୀୟ ଓ ସେବେଷ୍ଟିଆନ ଫସ ସିଲେୱାଗ ତୃତୀୟ ସ୍ଥାନରେ […]

Continue Reading

ରାଜ୍ୟରେ ୨୩ ଜଣ ପ୍ରାର୍ଥଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବୁଧବାର ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ନାମାଙ୍କନ ଦାଖଲରୁ ମତଦାନ ପର୍ଯ୍ୟନ୍ତ ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ୨୩ଟି ପଦବୀ ପାଇଁ ମତଦାନ ସ୍ଥଗିତ ରଖାଯାଇଛି । ସର୍ବାଧିକ ୧୩ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ସହିତ ୬ ଜଣ ସରପଞ୍ଚ ଓ ୩ […]

Continue Reading

ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ ଆଗରେ ଫେରାଦ ହେଲା ବିଜେଡି । ବିଜେପି କର୍ମୀ ଓ ନେତା ମାନେ ବିଜେଡି ନେତା ଓ କର୍ମୀ ମାନଙ୍କୁ ନିର୍ବାଚନ ମଇଦାନରେ ମରଣାତ୍ମକ ଆକ୍ରମଣ କରୁଛନ୍ତି । ଅନେକ ସ୍ଥାନରେ ବିଜେଡି ନେତା ମାନଙ୍କୁ ଧମକ ମଧ୍ୟ ଦିଆଯାଉଛିା ଯାହାକି ନିର୍ବାଚନୀ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି ବୋଲି ଅଭିଯୋଗ ଆଣିଛି ବିଜେଡି । ଯେଉଁ ବିଜେପି ନେତା ଓ କର୍ମୀମାନେ […]

Continue Reading

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ , ସ୍ଥଗିତ ହେଲା ନିର୍ବାଚନ

ନବରଙ୍ଗପୁର : ନିର୍ବାଚନ ସଂଗ୍ରାମ ପୂର୍ବରୁ ଜୀବନ ସଂଗ୍ରାମରେ ହାରିଗଲେ ସରପଞ୍ଚ ପ୍ରାର୍ଥୀ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି . ମାଳିଗୁଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାଗିରଥୀ ଅମନାତ୍ୟଙ୍କ ମୃତ୍ୟୁ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇପଡିଥିଲେ । ରାତିରେ ଦେହ ଖରାପ ହେବା କାରଣରୁ ସରପଞ୍ଚ ପ୍ରାର୍ଥୀଙ୍କୁ ପ୍ରଥମେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ […]

Continue Reading

ଲଖିମପୁର ଖେରିରେ ଗାଡ଼ି ଚଢାଇ ଚାଷୀଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଜେଲରୁ ବାହାରିଲେ

ଉତ୍ତରପ୍ରଦେଶ: ଲଖିମପୁର ଖେରି ହିଂସା ଘଟଣା । ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ୍ । ଜାମିନ୍ ପରେ ସେ ଆଜି ଜେଲରୁ ବାହାରିଛନ୍ତି । ୫ଦିନ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ । ଏହି ମାମଲାରେ ଆଶିଷ ମିଶ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଆଶିଷଙ୍କୁ ଜାମିନ ମିଳିବା ପରେ ରାଜନୈତିକ ଦଳଗୁଡ଼ିକ ଏହାକୁ ବିରୋଧ କରିଛନ୍ତି । ଯୋଗୀ ସରକାର ଓ ପୋଲିସ ଉପରେ ମଧ୍ୟ […]

Continue Reading

ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର : ବିଜେପି ନିର୍ବାଚନୀ ହିଂସାକାଣ୍ଡ କରୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବାରମ୍ବାର ବିଜେପି ଆଚରଣ ବିଧି ଉଲ୍ଲଙ୍ଘନ କରି ହିଂସାକାଣ୍ଡ ଭିଆଉଛି । ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀମାନେ ସୁରକ୍ଷିତ ନୁହନ୍ତି ବୋଲି ବିଜେଡି କହିଛି । ଏପରି ହିଂସା କାଣ୍ଡ କରୁଥିବା ବିଜେପି କର୍ମୀ ଓ ସମର୍ଥକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ବିଜେଡି । ବିଭିନ୍ନ […]

Continue Reading

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ : ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର : ଆସନ୍ତାକାଲି ଭୋଟ ପାଇଁ ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ । ଚଳିତଥର ପଞ୍ଚାୟତ ନିର୍ବାଚନ କରୋନା କଟକଣା ମଧ୍ୟରେ ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକରେ ୬ଷ୍ଠ ସାଧାରଣ ନିର୍ବାଚନ ୫ ଟି ପର୍ଯ୍ୟାୟରେ ଆସନ୍ତା ୧୬.୦୨.୨୦୨୨ରୁ ଆରମ୍ଭ ହୋଇ ପ୍ରତି ପର୍ଯ୍ୟାୟରେ ଗୋଟିଏ ଦିନ ବ୍ୟବଧାନ ଥାଇ ଆଗାମୀ ୨୪.୦୨.୨୦୨୨ ତାରିଖରେ ଶେଷ ହେବ ।ଏନେଇ ଆଜି […]

Continue Reading

ମୈତ୍ରେୟୀ ଲେଖିକା ସଙ୍ଗଠନର ବ୍ୟଙ୍ଗ ସାହିତ୍ୟ ସାହିତ୍ୟ ଆସର ଆୟୋଜିତ

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଚଳିତ ବର୍ଷର ଦ୍ବିତୀୟ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟଙ୍ଗ ସାହିତ୍ୟିକା ବିଶ୍ବାସିନୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ୟଙ୍ଗ ରଚନା ସମୟରେ ଲେଖାର ଭାବଗତ, ଶବ୍ଦଗତ ତଥା ଆତ୍ମିକ ଅନୁଶୀଳନକୁ ପ୍ରାଧାନ୍ୟ ଦେବା ପାଇଁ ଉପସ୍ଥିତ ମୈତ୍ରେୟୀମାନଙ୍କୁ ପରାମର୍ଶ ଦେଇଥିଲେ । ମୈତ୍ରେୟୀ ଲେଖିକା ସଙ୍ଗଠନର ସଭାପତି ମୈତ୍ରେୟୀ ମାନମୟୀ ରଥ ଓ ସମ୍ପାଦିକା ମୈତ୍ରେୟୀ ଲକ୍ଷ୍ମୀ […]

Continue Reading

ବିଧାନ ପରିଷଦ ପ୍ରସଙ୍ଗ : କେନ୍ଦ୍ରକୁ ୨ଟି ଚିଠି ଲେଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର : ବିଧାନ ପରିଷଦ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଚିଠି । ବିଧାନ ପରିଷଦ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚିଠିରେ ବାଚସ୍ପତି ବିଧାନ ପରିଷଦ ପ୍ରସଙ୍ଗରେ ପର୍ଯ୍ୟାୟକ୍ରମେ ସମସ୍ତ ବିଷୟ ଉଲ୍ଲେଖ କରିଛନ୍ତି । ପ୍ରଥମ ଚିଠିରେ ବାଚସ୍ପତି ୨୦୧୮ରେ ଦିଆଯାଇଥିବା ସମସ୍ତ ତଥ୍ୟକୁ ସଲଗ୍ନ କରି ପଠାଇଛନ୍ତି । ଦ୍ୱିତୀୟ ଚିଠିରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସମସ୍ତ ବିଷୟରେ ଅବଗତ କରାଯାଇଛି । ୧୦୧୮ରେ […]

Continue Reading