୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା : ଓଡ଼ିଶାରେ ପକାଇବ କି ପ୍ରଭାବ? ଜାଣନ୍ତୁ କ’ଣ କହିଲେ IMD ଡିଜି

ଭୁବନେଶ୍ୱର: ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ୨୩ ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ‘କାଲି ସନ୍ଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପନେବ । କାଳକ୍ରମେ ଦିଗ ବଦଳାଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ୨୦ରେ ଅବପାତ ଓ […]

Continue Reading

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା: ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଲେ ଏପରି…

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସିଦ୍ଧୁଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ କହିଥିଲେ । ନବଜୋତ ସିଂ ସିଦ୍ଧୁ ନିଜର ଇସ୍ତଫା ପତ୍ରକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ସେ ଏ ବିଷୟରେ ଟ୍ୱିଟ କରି ଇସ୍ତଫା ପତ୍ର ସେୟାର କରିଛନ୍ତି । ଇସ୍ତଫା ପତ୍ରରେ ସିଦ୍ଧୁ […]

Continue Reading

ଉତ୍କଳରେ ପ୍ରଥମ ରାଜ୍ୟସ୍ତରୀୟ ଅନ୍ତଃବିଶ୍ବବିଦ୍ୟାଳୟ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ଉଦଘାଟିତ

ଭୁବନେଶ୍ବର : ଶିକ୍ଷା ଦ୍ୱାରା ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବ ଓ ଏହା ଓଡ଼ିଶାକୁ ପ୍ରଗତିର ଶୀର୍ଷକରେ ପହଞ୍ଚାଇ ପାରିବ। ଶିକ୍ଷା ଗ୍ରହଣ ସହିତ ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ ପ୍ରତିଭା ଓ ଦକ୍ଷତା ବିକାଶର ଆବଶ୍ୟକତା ରହିଛି। ତେବେ ଦକ୍ଷତା ବିକାଶ ପାଇଁ ପ୍ରତିଯୋଗୀ ମନୋଭାବ ନେଇ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଉଚିତ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ପ୍ରକାଶ କରିଛନ୍ତି। ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ଅନ୍ତଃବିଶ୍ୱବିଦ୍ୟାଳୟ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା […]

Continue Reading

ପ୍ରଶ୍ନପତ୍ର ତ୍ରୁଟି: ଛାତ୍ରଛାତ୍ରୀଙ୍କୁ ଫୁଲମାର୍କ ଦେଲା CBSE

ଭୁବନେଶ୍ୱର: ଦଶମ ଟର୍ମ-୧ ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟିଯୁକ୍ତ ପ୍ରଶ୍ନ ପ୍ରସଙ୍ଗରେ ଆସିଛି ବଡ଼ ଅପଡେଟ । ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ମିଳିଲା ଫୁଲ୍ ମାର୍କ । ଭୁଲ୍ ପ୍ରଶ୍ନ ସତ୍ୱେ ଯିଏ ଉତ୍ତର ଦେବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ ମିଳିଛି ଫୁଲମାର୍କ । ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ଫୁଲ୍ ମାର୍କ ଦେଇଛି ସିବିଏସଇ । ଭୁଲ ପ୍ରଶ୍ନକୁ ନେଇ ତୀବ୍ର ବିବାଦ ପରେ ଏକ୍ସପର୍ଟ କମିଟି କରିଥିଲା ସିବିଏସଇ । ଛାତ୍ରଛାତ୍ରୀଙ୍କ ଅଭିଯୋଗର […]

Continue Reading

୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ । ଗ୍ରୀଷ୍ମଲହର ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । କାଲିଠାରୁ ୩ ଦିନ ଯାଏଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏନେଇ ସୋଆ ପାଣିପାଗ […]

Continue Reading

୨ୟ ଡୋଜ୍ ର ୯ ମାସ ପରେ ବୁଷ୍ଟର୍ ଡୋଜ୍

ଭୁବନେଶ୍ୱର: ୬୦ ର୍ବେରୁ ଅଧିକ ସମସ୍ତ ନାଗରିକଙ୍କୁ ମିଳିବ କରୋନା ଟିକାର ବୁଷ୍ଟର୍ ଡୋଜ୍ । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟ ମାନଙ୍କୁ ସ୍ୱାସ୍ଥ୍ୟ ସଚିବ ଚିଠି କରିଛନ୍ତି । ୨ୟ ଡୋଜ୍ ନେବାର ୯ ମାସ ପରେ ଦିଆଯାଇପାରିବ ବୁଷ୍ଟର୍ ଡୋଜ୍ । ୯ ମାସ ବା ୩୯ ସପ୍ତାହ ପରେ ୬୦ରୁ ଅଧିକ ବୟସ୍କଙ୍କୁ ଦିଆଯିବ ବୁଷ୍ଟର୍ ଡୋଜ୍ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, କୋଭିଡ୍ ମାମଲା ଏବେ ଚୀନରେ ପୁଣି ବୃଦ୍ଧି […]

Continue Reading

ଅଧିବେଶନ ପୂର୍ବରୁ ସମସ୍ତଙ୍କ ହେବ କୋଭିଡ୍ ଟେଷ୍ଟ୍

ଭୁବନେଶ୍ୱର: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଚଳିତ ଥର କୋଭିଡ୍ କଟକଣାରେ ବିଧାନସଭା ଅଧିବେଶନ ଚାଲିବ । ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା ସେହି ବ୍ୟବସ୍ଥା ରହିବ । ଅଧିବେଶନ ପୂର୍ବରୁ ସମସ୍ତଙ୍କ କୋଭିଡ୍ ଟେଷ୍ଟ୍ କରାଯିବ । ସୂଚନା ଅନୁସାରେ, ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ […]

Continue Reading

ଅନ୍ତର୍ଜାତିୟ ବିବାହ କଲେ ନବୀନ ସରକାର ଦେବେ ଅଢେଇ ଲକ୍ଷ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଳୀ: ସାମାଜିକ ଉତ୍ଥାନ ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାର ନାମ ସୁମଙ୍ଗଳ ଯୋଜନା ରଖାଯାଇଛି । ଏହି ଯୋଜନା ଅନୁସାରେ ବିବାହ କଲେ ଦମ୍ପତ୍ତିଙ୍କୁ ଅଢେଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଅନ୍ତର୍ଜାତିୟ ବିବାହ କରୁଥିବା ଯୋଡି ଆବେଦନ କରିବା ସହିତ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ତେବେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି […]

Continue Reading

ୟୁକ୍ରେନ ଯୁଦ୍ଧ ପଡ଼ିବ ମହଙ୍ଗା: ଭାଙ୍ଗିଯିବ ଶକ୍ତିଶାଳୀ ରୁଷର ମେରୁଦଣ୍ଡ, ଦେଶ ଚାଲିଯିବ ୧୦୦ ବର୍ଷ ପଛକୁ

ଭୁବନେଶ୍ୱର: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୦ ଦିନରେ ପହଞ୍ଚିଛି । ତେବେ ନିଜର ଆତ୍ମସମ୍ମାନକୁ ନଜରରେ ରଖି ଦୁଇ ରାଷ୍ଟ୍ର ଉପରକୁ ଫୁଟାଣି ମାରୁଥିଲେ ହେଁ ଭିତରେ କିନ୍ତୁ ପୂରାପୂରି ଫମ୍ପା । ୟୁକ୍ରେନର କ’ଣ କ୍ଷତି ଘଟିଛି ତାହା ବିଶ୍ୱବାସୀ ଅଳ୍ପ ବହୁତ ହୃଦୟଙ୍ଗମ କରିଛନ୍ତି । ମାତ୍ର ରୁଷର କ୍ଷୟକ୍ଷତି ବିଷୟରେ ପ୍ରାୟତଃ ଅଧିକାଂଶ ଲୋକ ଅବଗତ ନଥାନ୍ତି । ତେବେ ଏଠାରେ କହିବାର କଥା ହେଲା, ଏହି ଯୁଦ୍ଧରେ […]

Continue Reading

ଜେନେରାଲ ରାୱତଙ୍କ ସ୍ମୃତିରେ ସେନା ତରଫରୁ ଘୋଷଣା ହେଲା “ଚେୟର ଅଫ ଏକ୍ସିଲେନ୍ସ’

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରମୁଖ ରକ୍ଷା ଅଧ୍ୟକ୍ଷ ବିପିନ ରାୱତଙ୍କୁ ମନେ ପକାଉଛି ଭାରତୀୟ ସେନା । ରାୱତଙ୍କ ସ୍ମୃତିରେ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ (ୟୁ.ଏସ.ଆଇ)ରେ “ଚେୟର ଅଫ ଏକ୍ସିଲେନ୍ସି’ ସ୍ଥାପନ କରିବା ନେଇ ଘୋଷଣା କରିଛନ୍ତି ସେନା ପ୍ରମୁଖ ଜେନେରାଲ ନରୱଣେ । ରାୱତଙ୍କ ୬୫ତମ ଜନ୍ମଜୟନ୍ତୀର ପୂର୍ବ ସନ୍ଧ୍ୟାରେ ଏ ନେଇ ଘୋଷଣା କରାଯାଇଛି । ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁ କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ […]

Continue Reading