ପୁଅଙ୍କ ସହ OTT ପ୍ଲାଟଫର୍ମରେ ଡେବ୍ୟୁ କଲେ ବଲିଉଡର ବାଦଶାହ: କହିଲେ କିଛି ତ ଘଟିବ!!
ନୂଆଦିଲ୍ଳୀ: OTT ପ୍ଲାଟଫର୍ମରେ ଖୁବ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡର ସୁପରଷ୍ଟାର ଶାହରୁଖ ଖାନ । କେବଳ ଶାହରୁଖ ନୁହେଁ, ପୁଅ ଆର୍ଯ୍ୟନ ଖାନ ମଧ୍ୟ ତାଙ୍କ ସହ ଡେବ୍ୟୁ କରି ପାରନ୍ତି । ଗତବର୍ଷ OTT ଡେବ୍ୟୁର ଏକ ଟିଜର ଭିଡିଓ ଶେୟର କରିଥିଲେ କିଙ୍ଗ ଖାନ । କିନ୍ତୁ ଏବେ ଫାଇନାଲ ଘୋଷଣା କରିବେ ବଲିଉଡର ବାଦଶାହ । ସୋଶଲ ମିଡିଆରେ Thumbd Up ଦେଖାଇ ଏକ ଫଟୋ ପୋଷ୍ଟ କରିଛନ୍ତି କିଙ୍ଗ ଖାନ […]
Continue Reading
