ଜମ୍ମୁ-କଶ୍ମୀର ବିସ୍ଫୋରଣରେ ଜଣେ ମୃତ, ୧୩ ଗୁରୁତର ଆହତ

ଦିଲ୍ଲୀ: ଜମ୍ମୁ-କଶ୍ମୀରର ଉଧମପୁରରେ ଆଜି ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ଏଯାଏଁ ବିସ୍ଫୋରଣର କାରଣ ଜଣାପଡିନାହିଁ । ଏନେଇ ସେନା ଛାନବିନ୍ ଜାରି ରଖିଛି । ଏହା ପୂର୍ବରୁ ମଧ୍ୟ ଜମ୍ମୁକାଶ୍ମୀରରେ ବିସ୍ଫୋରଣ ହୋଇଥିଲା । ମାର୍ଚ୍ଚ ୭ରେ  ଏକ ବାଣିଜ୍ୟିକ ପେଣ୍ଠସ୍ଥଳୀରେ ବିସ୍ଫୋରଣ ଯୋଗୁଁ ମଧ୍ୟ […]

Continue Reading

ସୁମି ଆକ୍ରମଣ ବିସ୍ଫୋରଣରେ ପ୍ରାଣ ହରାଇଲେ ୟୁକ୍ରେନ ମାର୍ଶାଲ ଆର୍ଟ ଚାମ୍ପିଅନଙ୍କ ପରିବାର

ଦିଲ୍ଲୀ: ୟୁକ୍ରେନ ସୁମିରେ ଆକ୍ରମଣ ଜାରି । ବିସ୍ଫୋରଣରେ ପ୍ରାଣ ହରାଇଲେ ୟୁକ୍ରେନ ମାର୍ଶାଲ ଆର୍ଟ ଚାମ୍ପିଅନଙ୍କ ସହ ପୁରା ପରିବାର । ଋଷ ସେନାର ଆକ୍ରମଣରେ ପ୍ରାଣ ହରାଇଛନ୍ତି ୟୁକ୍ରେନର ନ୍ୟାସନାଲ ମାର୍ଶାଲ ଆର୍ଟ ଚାମ୍ପିଅନ୍ । କିବ୍ , ଖାରକିବ୍, ଚାର୍ଣ୍ଣିବିଲ ପରି ସହରକୁ ଧ୍ୱସ୍ତ ବିଧ୍ୱଂସ୍ତ କରିବା ପରେ ଏବେ ସୁମି ସହରକୁ ଛାରଖାର କରିବାକୁ ବସିଛି ଋଷ । ସୁମିର ଜନବସତି ଉପରେ ଆକ୍ରମଣ କରିଛି ଋଷ ସେନା । ଏଠିକାର […]

Continue Reading

ମାତିଛି ବାଲି ମାଫିଆ: ତହସିଲଦାର-ପୁଲିସର ମିଳିତ ଚଢାଉରେ ୧୧ଜଣ ଗିରଫ

ଢେଙ୍କାନାଳ : ମାତିଛି ବାଲି ମାଫିଆ ।  ବର୍ଷ ବର୍ଷ ଧରି ଚାଲିଛି ବେଆଇନ୍ ବାଲି ଚାଲାଣ । ପ୍ରତିଦିନ ନଦୀରୁ ଟ୍ରକ୍ ଟ୍ରକ୍ ବାଲି ଚୋରାରେ ଚାଲାଣ ହେବାରେ ଲାଗିଛି । ଢେଙ୍କାନାଳ ପରଜଙ୍ଗ ସରାଙ୍ଗ ଗାଁ ନିକଟରେ ବ୍ରାହ୍ମଣୀ ନଦୀରେ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଧରାପଡ଼ିଛି। ଆଜି ତହସିଲଦାର ଓ ପୁଲିସର ମିଳିତ ଚଢାଉ କରାଯାଇଛି । ଚଢାଉ ସମୟରେ ଗୋଟିଏ ପିସି ମେସିନ୍ , ୧୦ଟି ବାଲି […]

Continue Reading

ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ, ଗାଁ ମୁହାଁ ଜଙ୍ଗଲ ଜୀବ

କେନ୍ଦୁଝର : ଜଳୁଛି ଜଙ୍ଗଲ । ଖରାଦିନ ଆରମ୍ଭରୁ ଜଙ୍ଗଲରେ ନିଆଁ ଲାଗି ଜଳିବାରେ ଲାଗିଛି । କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜ ଅନ୍ତର୍ଗତ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଯାଇଛି । ହୁତୁହୁତୁ ହୋଇ ଜଙ୍ଗଲ ଜଳୁଥିବାବେଳେ ବନ୍ୟଜନ୍ତୁଙ୍କ ଜୀବନ ସଂକଟ୍ଟାପନ୍ନ ହୋଇପଡିଛି । ଜଙ୍ଗଲ ଜଳୁଥିବା ବେଳେ ଜୀବନ ବଞ୍ଚାଇବା ପାଇଁ ଗାଁ ଭିତରକୁ ପଶିଆସୁଛନ୍ତି ଜଙ୍ଗଲି ଜନ୍ତୁ । କହିବାକୁ ଗଲେ ନିଆଁ ଲାଗିବା ଯୋଗୁ ବନ୍ୟଜନ୍ତୁଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ିଛି। ଏହି […]

Continue Reading

ଆନ୍ତର୍ଜାତୀୟ କ୍ରିକେଟରେ ସଂଶୋଧିତ ହେବ କେତେକ ପୁରୁଣା ନିୟମ

ମେଲବୋର୍ଣ୍ଣ: ଆନ୍ତର୍ଜାତୀୟ କ୍ରିକେଟର କେତେକ ପୁରୁଣା ନିୟମ ଖୁବ ଶୀଘ୍ର ସଂଶୋଧନ ହେବ ବୋଲି ମେରିଲବୋନ କ୍ରିକେଟ କ୍ଲବ ପକ୍ଷରୁ ଘୋଷଣା କରାଯାଇଛି । ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ପୂର୍ବରୁ ଏହି ନିୟମରେ ପରିବର୍ତନ ହେବ । ଏହି ନିୟମଗୁଡିକ ହେଲା-୧. ବୋଲରମାନେ ବଲକୁ ଚମକାଇବା ପାଇଁ ଲାଳର ବ୍ୟବହାର କରିପାରିବେ ନାହିଁ ।୨. ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନୂତନ ଖେଳାଳି ଷ୍ଟ୍ରାଇକ କରିବ । ନନ ଷ୍ଟ୍ରାଇକର ଏଣ୍ଡର ବ୍ୟାଟ୍ସମ୍ୟାନ […]

Continue Reading

ମାର୍ଚ୍ଚ ୩୧ରେ ରିଲିଜ ହେବ ରିଷି କାପୁରଙ୍କ ଶେଷ ଫିଲ୍ମ ଶର୍ମାଜୀ ନମକୀନ

ମୁମ୍ବାଇ: ମହାନ ଅଭିନେତା ରିଷି କାପୁରଙ୍କ ଅନ୍ତିମ ଫିଲ୍ମ ଶର୍ମାଜୀ ନମକୀନ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ମାର୍ଚ୍ଚ ୩୧ରେ ଏହା ଆମାଜନ ପ୍ରାଇମରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଫିଲ୍ମର ଶୁଟିଂ ଅଧା ହୋଇଥିବା ବେଳେ ରିଷିଙ୍କ ଏପ୍ରିଲ ୨୦୨୦ରେ ନିଧନ ହୋଇ ଯାଇଥିଲା । ରିଷିଙ୍କ ବାକିଥିବା ଦୃଶ୍ୟଗୁଡିକରେ ଭେଟେରାନ ଅଭିନେତା ପରେଶ ରାୱଲ ଅଭିନୟ କରିଥିଲେ । ଜୁହୀ ଚାୱଲା, ସୁହେଲ ନାୟାର, ତାରୁକ ରୈନା, […]

Continue Reading

ନୀତା ଅମ୍ବାନିଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ “ହର-ସର୍କଲ୍‌’ର ହିନ୍ଦୀରେ ଶୁଭାରମ୍ଭ

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ (ଅଧ୍ୟକ୍ଷା) ନୀତା ଅମ୍ବାନି “ହର-ସର୍କଲ୍‌’ର ହିନ୍ଦୀ ଆପ୍‌କୁ ଉନ୍ମୋଚନ କରିଛନ୍ତି । ହର-ସର୍କଲ୍ ହେଉଛି ମହିଳାମାନଙ୍କ ଲାଗି ଏକ ବିଶିଷ୍ଟ ପ୍ଲାଟଫର୍ମ ଯାହା ମହିଳାମାନଙ୍କ ସଶକ୍ତୀକରଣ ଲାଗି କାର୍ଯ୍ୟ କରୁଛି । ବର୍ଷକ ପୂର୍ବରୁ ଉନ୍ମୋଚନ କରାଯାଇଥିବା ଏହି ପ୍ଲାଟଫର୍ମ ଏହାର ପ୍ରଥମ ବର୍ଷରେ ୪ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଂଚିପାରିଛି । ଏହା ହେଉଛି ଭାରତରେ ମହିଳାମାନଙ୍କ ମଧ୍ୟରେ ସବୁଠୁ ଦ୍ରୁତ […]

Continue Reading

ବଡ଼ ଖବର: ଓଡ଼ିଶାରେ ୨୨ରୁ ୨୪ ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ପୌର ନିର୍ବାଚନ ପାଇଁ ରାଜ୍ୟରେ ୨୨ ତାରିଖରୁ ୨୪ ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ ରହିବ । ୨୨ରୁ ୨୪ ପର୍ଯ୍ୟନ୍ତ +୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ସବସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି । ଚିଠି ଲେଖି ପରୀକ୍ଷା ବନ୍ଦ ନେଇ ଜଣାଇଛି ଉଚ୍ଚଶିକ୍ଷା ବିଭାଗ । ତେବେ […]

Continue Reading

ପୁରୀରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଟିମର ସର୍ଭେ

ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ବୈଷୟିକ ଟିମର ସର୍ଭେ ଆରମ୍ଭ । ୭ ଜଣିଆ ଟିମ୍ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ ବ୍ୟୟ ବରାଦ ଆକଳନ କରିଛି ଟିମ୍ । ଏହି ସମୟରେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଉକ୍ତ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ […]

Continue Reading

ଋଷ୍ ୟୁକ୍ରେନ ଯୁଦ୍ଧ : ”ମୁଁ କିଭ୍‌ରେ ଅଛି ,କାହାକୁ ଭୟ କରୁନି” ଭିଡିଓ ସେୟାର କରି କହିଲେ ୟୁକ୍ରେନ୍ ରାଷ୍ଟ୍ରପତି

ଦିଲ୍ଳୀ : ଋଷ୍ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଋଷ୍ ଘନ ଘନ ମିଜାଇଲ ମାଡରେ ପୁରା ଧ୍ୱଂସ ହୋଇଗଲାଣି ୟୁକ୍ରେନ ।ଏହି ସମୟରେ ୟୁକ୍ରେନର ରାଷ୍ଟ୍ରପତି ବୋଲଡୋମିର୍ ଜେଲେନସ୍କିଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ନିଜେ ରଷ୍ଟ୍ରପତି ନିଜ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।ଏହି ଭିଡିଓରେ ରାଷ୍ଟ୍ରପତି କହିଛନ୍ତି ”ମୁଁ କିଭ୍ ରେ ହିଁ ଅଛି” । ”କାହାକୁ ଡରୁନାହିଁ ମୁଁ ”।  ଯେ ପର୍ପ୍ୟନ୍ତ ୟୁକ୍ରେନରେ […]

Continue Reading