ନୂଆପଡାରେ ପଛରେ ପଡିଗଲା ବିଜେଡି : ୩ଟି ଏନଏସିରେ ବିଜେପି କଂଗ୍ରେସ ଓ ସ୍ୱାଧିନ ବିଜୟୀ

ନୂଆପଡା : ନୂଆପଡାରେ ପୌର ନିର୍ବାଚନ ଫଳାଫଳରେ ପଛରେ ପଡିଗଲା ବିଜେଡି । ସବୁ କଳ୍ପନା ଜଳ୍ପନାର ଅନ୍ତ ଶେଷର ପୌର ନିର୍ବାଚନର ଫଳାଫଳ ବାହାରିଛି । ଏଥର ନୂଆପଡାର ତିନୋଟି ଏନଏସିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଜିଲ୍ଲାର ତିନୋଟି ଏନଏସିରେ ଶାସକ ବିଜେଡିକୁ ପଛରେ ପକାଇ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ପ୍ରାର୍ଥୀନୀ ଆଗରେ ରହିଛନ୍ତି । ସଦର ଏନଏସିରେ ନୂଆପଡାରେ ସ୍ୱାଧିନ ପ୍ରାର୍ଥୀ ମହମ୍ମଦ ଆଦମ ବିଜୟୀ ହୋଇଛନ୍ତି । ମହମ୍ମଦ […]

Continue Reading

ନିର୍ବାଚନ ବିଜୟ ଉତ୍ସବରେ ଲାଗିଲା କଟକଣା: ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନିର୍ବାଚନ ବିଜୟ ଉତ୍ସବରେ ଲାଗିଲା କଟକଣା । ବିଜୟୀ ପ୍ରାର୍ଥୀ ବିଜୟ ଉତ୍ସବ କରିପାରିବେନି । ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏ ନେଇ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଯାଏଁ କେହି ବି ଉତ୍ସବ ପାଳନ ପାଇଁ ଅନୁମତି ମାଗିନାହାନ୍ତି । ଭୋଟ୍ ଗଣତି ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । […]

Continue Reading

ସେବାୟତ କାଳିଆ ହତ୍ୟା ମାମଲା : କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବେ ଅଭିଯୁକ୍ତ

ପୁରୀ : ବହୁ ଚର୍ଚ୍ଚିତ ଶ୍ରୀମନ୍ଦିରେ ସେବାୟତ କୃଷ୍ଣଚନ୍ଦ୍ର ପଢିଆରୀ ଓରଫ କାଳିଆଙ୍କ ହତ୍ୟା ମାମଲା । ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ମିଳିଲା ରିମାଣ୍ଡ । ପୋଲିସ ଅଭିଯୁକ୍ତ ମାନଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲା ।ହେଲେ ଏସଡିଜେଏମ କୋର୍ଟ ୩ ଦିନ ପାଇଁ ଅନୁମତି ଦେଇଛନ୍ତି । ରିମାଣ୍ଡରେ ଅଭିଯୁକ୍ତ ମାନଙ୍କୁ ନେଇ ପଚରା ଉଚରା କରିବ ପୋଲିସ । ରିମାଣ୍ଡରେ ପାଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି କୁନମୁନି ସୁଆର, […]

Continue Reading

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଇକ୍ନା ଷ୍ଟାଡିୟମରେ ଆଜି ଯୋଗୀ ଆଦିତ୍ୟ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀଙ୍କୁ ଶପଥ ପାଠ କରାଇଛନ୍ତି ।ଏହି ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଡିଫେନ୍ସ ମିନିଷ୍ଟର ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବହୁ ମନ୍ତ୍ରୀ ମାନେ ଯୋଗଦେଇଥିଲେ । ଏହି ସମାବେଶରେ କେବଳ […]

Continue Reading

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ସୁର ରାଉତରୟାଙ୍କ ପୁଅ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓଡିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ । ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସିଦ୍ଧାର୍ଥ ହେଉଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁରେସ ରାଉତରାୟଙ୍କ ପୁଅ ।ଏହି ଅବସରରେ ପର୍ବତାରୋହଣ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ସିଦ୍ଧାର୍ଥ ରାଉତରାୟ । ତିନୋଟି ମହାଦେଶର ତିନୋଟି ଉତ୍ତତମ ଗିରି ଶୃଙ୍ଗକୁ ସେ ସଫଳତାର ସହ ଆରୋହଣ କରିଛନ୍ତି ।ସେ ସବୁ ହେଉଛି ଉତ୍ତର ଆମେରିକାର ମାଉଣ୍ଟ […]

Continue Reading

ଆଇଆଇଟିରେ ପଢିବାକୁ ଯୋଗ୍ୟ ବିବେଚିତ ହେଲେ ବିଚରାଧୀନ କଏଦୀ

ଭୁବନେଶ୍ୱର: କଥାରେ ଅଛି ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ଜଣେ ବିଚରାଧୀନ କଏଦୀ । ପଢି ଅବିଶ୍ୱାସ ଲାଗୁଥିଲେ ବି ବିହାରର ନୱାଡା ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ଯୁବ କଏଦୀ ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତବର୍ଷ ଫେବ୍ରୁଆରୀ ୧୩ ତାରିଖରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ରୁର୍‌କି) ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) […]

Continue Reading

କୁମାର ବିଶ୍ୱାସ କାହାକୁ ଉଲ୍ଲେଖ କରି କହିଲେ ପିଶାଚ ହିଁ ଏମିତି ହସି ପାରିବ !

ନୂଆଦିଲ୍ଲୀ: ଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଯିଏ ଯାହା କହିଲା ତାହା ପ୍ରମୁଖ ଷ୍ଟୋରୀ ପାଲଟି ଯାଉଛି । ଦିନକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ଟ୍ୟାକ୍ସ ଫ୍ରି କରିବା ନେଇ ବିଧାନସଭା ଯେଉଁ ଭଳି ଭାବେ ବିଜେପିକୁ ଟାର୍ଗେଟ କରିଥିଲେ ତାହା ଭାଇରାଲ ହେବାରେ ଲାଗିଛି । ଫିଲ୍ମକୁ ୟୁଟ୍ୟୁବରେ ରିଲିଜ କରିଦିଅ ବୋଲି କହି ସେ ତାତ୍ସଲ୍ୟ କରିଥିଲେ । ଏହା ପରେ କେଜ୍ରିୱାଲଙ୍କ ପୂର୍ବତନ ବନ୍ଧୁ ତଥା କବି କୁମାର ବିଶ୍ୱାସ […]

Continue Reading

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଡ ନିଷ୍ପତ୍ତି :ବିଧାୟକଙ୍କ ପେନସନ ଫର୍ମୁଲାରେ ହେବ ପରବର୍ତ୍ତନ

ପଞ୍ଜାବ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଡ ନିଷ୍ପତ୍ତି । ପଞ୍ଜାବରେ ବିଧାୟକ ମାନଙ୍କ ପେନସନକୁ ନେଇ ଭଗବନ୍ତ ମାନ ଏକ ବଡି ନିଷ୍ପତି ନେଇଛନ୍ତି । ବିଧାୟକ ମାନଙ୍କ ପେନସନ ଫର୍ମୁଲାରେ କିଛିଟା ପରିବର୍ତ୍ତନ କରାଯିବ । ବିଧାୟକ ମାନଙ୍କୁ ଗୋଟିଏ ଥର ହିଁ ପେନସନ ମିଳିବ ବୋଲି ଭଗବନ୍ତ ମାନ କହିଛନ୍ତି । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଏବେ ଜନତାଙ୍କ ପଇସା ଠିକ ବାଟରେ ଉପଯୋଗ କରିହେବ । ବିଧାୟକଙ୍କୁ ଏବେ […]

Continue Reading

ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି, ଥାନା ଅଧିକାରୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି । ଏହି ଗୁଳିରେ ଥାନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଥାନା ଅଧିକାରୀ ଜଣକ ହେଲେ ଦେବ୍ କୁମାର ଗମାଙ୍ଗ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ଗୁରୁତର ଆଇଆଇସିଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆଇଆଇସିଙ୍କୁ କେଉଁଠି, କେମିତି ଗୁଳି ବାଜିଲା ସେ ନେଇ କିଛି ସ୍ପଷ୍ଟ […]

Continue Reading

ଶ୍ରଦ୍ଧା କପୁର ଓ ରୋହନ ଶ୍ରଷ୍ଠାଙ୍କ କାହିିଁକି ହେଲା ବ୍ରେକଅପ୍ ? ବଲିଉଡରେ ଚର୍ଚ୍ଚା ଜୋର୍

ମୁମ୍ବାଇ  : ବଲିଉଡ୍ ବିୟୁଟି ଶ୍ରଦ୍ଧା କପୁର ସବୁବେଳେ ନିଜ ରିଲେସନସିପକୁ ସିକ୍ରେଟ ରଖିବାକୁ ପସନ୍ଦ କରନ୍ତି । ସେ କେବେ ରିଲେସନସିପକୁ ନେଇ ସୋସିଆଲ ମିଡିଆରେ କିଛି ବି ସେୟାର କରନ୍ତି ନାହିଁ । ହେଲେ ଶ୍ରଦ୍ଧା କପୁର ଫେମସ୍ ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ରିଲେସନସିପରେ ଥିଲେ । ଉଭୟ କଲେଜ ଟାଇମରୁ ପରସ୍ପରକୁ ପସନ୍ଦ କରୁଥିଲେ । ଦୀର୍ଘ ୪ ବର୍ଷ ଧରି ଶ୍ରଦ୍ଧା ଡେଟ କରିବା ପରେ । ଏବେ ଦୁହେଁ […]

Continue Reading