ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା , ଏୟାର ଆମ୍ୱୁଲାନ୍ସରେ ଯିବେ ଦିଲ୍ଲୀ ଏମ୍ସ

ଦିଲ୍ଲୀ : ପୁଣି ବିଗିଡିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ  । ଲାଲୁଙ୍କ କିଡନୀ ଓ ହାର୍ଟରେ ସମସ୍ୟା ଥିଲା । ସେ କିଛି ଦିନ ହେବ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ହେଲେ ତାଙ୍କ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଲାଲୁଙ୍କ ସ୍ଥାସ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ […]

Continue Reading

ଦି କଶ୍ମୀର ଫାଇଲ୍ସ ପାଇଁ ଗୀତ ଗାଇବାକୁ ରାଜି ହୋଇ ଯାଇଥିଲେ ଲତା ମଙ୍ଗେସକର !

ମୁମ୍ବାଇ: ଅନୁପମ ଖେର ଅଭିନୀତ ଓ ବିବେକ ରଂଜନ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଭାରତୀୟ ଫିଲ୍ମ ଇତିହାସରେ ସଫଳତାର ନୂତନ ଅଧ୍ୟାୟ ଯୋଡିଛି । ନିକଟରେ ଏକ ସାକ୍ଷାତକାରରେ ବିବେକ କହିଛନ୍ତି ଏହି ଫିଲ୍ମର ଏକ ଗୀତ ପାଇଁ ସେ ମହାନ ଗାୟିକା ଲତା ମଙ୍ଗେସରକରଙ୍କ ସହ ଯୋଗାଯୋଗ କରିଥିଲେ ବୋଲି କହିଛନ୍ତି । କରୋନା ମହାମାରୀ ପରେ ସେ ଗୀତ ରେକର୍ଡିଂ କରିବା ବୋଲି କହିଥିଲେ । ଏହାର ମୁଖ୍ୟ କାରଣ ଥିଲା […]

Continue Reading

ମହିଳା ବିଶ୍ୱକପ କ୍ରିକେଟ: ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଭାରତ ୧୧୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ ସଂଗ୍ରହ କରିଥିଲା । ୟାସ୍ତିକା ଭାଟିଆ (୫୦), ଶେଫାଳୀ ବର୍ମା (୪୨), ସ୍ମୃତି ମାନ୍ଧାନା (୩୦) ଓ ପୂଜା ବସ୍ତ୍ରକାର (୩୦ ନଟଆଉଟ) ରନ ସଂଗ୍ରହ କରିଥିଲେ । ଜବାବରେ ୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା […]

Continue Reading

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଭୁବନେଶ୍ୱର :  ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଜି ପୋଲିସ ତାଙ୍କୁ ଗିରଫ କରିଛି । ଲୋକଙ୍କ ଉପରେ ଗାଡି ଚଢାଇଦେବା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଭୁବନେଶ୍ୱର ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟରେ ହାଜର କରାଯାଇଥିଲା ବୋଲି ଜଣାପଡିଛି । । ପୋଲିସ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ରିମାଣ୍ଡରେ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନା […]

Continue Reading

ଆଜି ବିଶ୍ୱ ଜଳ ଦିବସ : ଜଳ ହିଁ ଜୀବନ

ଭୁବନେଶ୍ୱର : ଆଜି ବିଶ୍ୱ ଜଳ ଦିବସ । ମାନବ କଲ୍ୟାଣର ମୂଳ ଆଧାର ହେଉଛି ଜଳ । ଜଳ ବିନା ପୃଥିବୀପୃଷ୍ଠରେ ପ୍ରାଣୀ,ବୃକ୍ଷଲତା ମନୁଷ୍ୟ ତିଷ୍ଠିବା ଅସମ୍ଭବ । ଜଳ ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ବନ୍ଧୁ ।ଜଳ ବିନା ଦୁବ ବି କଅଁଳିବା ଅସମ୍ଭବ । ଜଳ ଅଛି ତ ଏ ଜୀବନ ବି ଅଛି ।ଆମ ଦୈନନ୍ଦିନ ଜୀବନ କାର୍ଯ୍ୟରେ ଜଳ ଏକାନ୍ତ କାମ୍ୟ । ଜାତିସଂଘ ପକ୍ଷରୁ ମାର୍ଚ୍ଚ ୨୨ ତାରିଖକୁ […]

Continue Reading

ଫିଲ୍ମ ‘ଗଲ୍ଲି ବୟ’ ରାପର୍ ଧର୍ମେଶ ପରମାର୍‌ଙ୍କ ମୃତ୍ୟୁ

ମୁମ୍ବାଇ: ଫିଲ୍ମ ଗଲ୍ଲି ବୟରେ ଶୁଣିବାକୁ ମିଳିଥିଲା ଭଳିକିଭଳି ରାପ୍ । ଏହି ଫିଲ୍ମ ପାଇଁ ନିଜ ପ୍ରତିଭା ଦେଖାଇଥିଲେ ଏକାଧିକ ରାପର୍ । ଏହି ତାଲିକାରେ ସାମିଲ ଥିଲେ ରାପର୍ ମ୍ୟାକ୍ ତୋଡ୍ ଫୋଡ୍ ଓରଫ ଧର୍ମେଶ ପରମାର୍ । ତେବେ ନିକଟରେ ଏହି ୨୪ ବର୍ଷୀୟ ରାପର୍‌ଙ୍କର ମୃତ୍ୟୁ ଘଟିଛି । ଧର୍ମେଶ ପରମାର୍ ମୁମ୍ବାଇର ଜଣେ ଜଣାଶୁଣା ଷ୍ଟ୍ରିଟ୍ ରାପର୍ । ଖାସ୍ କରି ନିଜ ଗୁଜରାଟି ଲିରିକ୍ସ ପାଇଁ ସେ ଚର୍ଚ୍ଚାକୁ […]

Continue Reading

ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

କଟକ : ଅଳଙ୍କାର ଦୋକାନରେ ଜିଏସଟି ବିଭାଗର ଚଢାଉ । କଟକ ସିଟି ଜିଏସ ଟି ବିଭାଗ ପକ୍ଷରୁ କଟକ ଜିଲ୍ଲା ନିଆଳି ଥାନା ସମ୍ମୁଖରେ ଥିବା ମା’ ଅଳଙ୍କାର ସୁନା ଦୋକାନ ଉପରେ ଚଢାଉ ହୋଇଛି ।ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , କମ୍ପ୍ୟୁଟର ଓ  ଗଛିତ ସୁନା  ଜିଏସଟି ବିଭାଗ ଜବତ କରିଛି । ଏହି ଜବତ ଖବର କାଗଜ ଓ ତଥ୍ୟକୁ ଆଧାର କରି ତଦନ୍ତ କରାଯିବ ବୋଲି ଜିଏସଟି ବିଭାଗର […]

Continue Reading

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା , ଅବସରପ୍ରାପ୍ତ ସରକାରୀ ଅଫିସର ନିରଞ୍ଜନ ସେଠୀ ଗିରଫ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ।ଏହି ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ ।ମାମଲା ସହ ସଂପୃକ୍ତ ଅଭିଯୋଗରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀଙ୍କୁ ଭଦ୍ରକ ପୋଲିସ ଗିରଫ କରିଛି ।ଏହା ସହ ରାଜ୍ କମୁନିକେସନ ମାଲିକ ରଞ୍ଜନ ନାୟକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।ମାନସ ସ୍ୱାଇଁ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।ସୂଚନା ଅନୁସାରେ ମାନସ ସ୍ୱାଇଁ […]

Continue Reading

ବିବାହର ୪ ବର୍ଷ ପରେ ଗୁଡ ନ୍ୟୁଜ ଶେୟାର କଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କାପୁର ବିବାହର ୪ ବର୍ଷ ପ୍ରଶଂସକଙ୍କ ସହ ଗୁଡ ନ୍ୟୁଜ ଶେୟାର କରିଛନ୍ତି । ସୋସିଆଲ ମିଡିଆରେ ସୋନମ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି । ସେ ଶେୟାର କରିଥିବା ଫଟୋରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । ପତି ଆନନ୍ଦ ଆହୁଜା ମଧ୍ୟ ଫଟୋରେ ବେଶ ଖୁସି ଥିବା ଜଣା ପଡୁଛନ୍ତି । ସୋନମ ଏବଂ ଆନନ୍ଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର […]

Continue Reading

୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନ ବିମାନ ଦୁର୍ଘଟଣାଗ୍ରସ୍ତ

ଗୁଆଙ୍ଗସି: ଚୀନରେ ଆଜି ଏକ ବଡ ଧରଣର ବିମାନ ଦୁଘଟଣା ଘଟିଛି । ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ହଠାତ କ୍ରାଶ ହୋଇ ଯାଇଥିଲା । ଆଖି ପିଛୁଳାକେ ୨ ମିନିଟ ମଧ୍ୟରେ ୩୦,୦୦୦ ଫୁଟ ତଳକୁ ଏହା ଖସି ପଡିଥିଲା । କେତେଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି ସେ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇ ନାହିଁ । ପ୍ରାରମ୍ଭିକ ଆକଳନରେ ଅଧିକାଂଶ ଯାତ୍ରୀ ମୃତ୍ୟୁବରଣ କରିଥିବା ଆଶଙ୍କା ବ୍ୟକ୍ତ କରାଯାଇଛି । କୁନମିଙ୍ଗ […]

Continue Reading