୪୪ ବିଲିୟନ୍ ଡଲାରରେ ଟ୍ୱିଟ୍ଟରକୁ କିଣିଲେ ଏଲନ୍ ମସ୍କ: ଭାଇରାଲ ହେଉଛି ୫ ବର୍ଷ ତଳର ଟ୍ୱିଟ୍

ନୂଆଦିଲ୍ଲୀ: ୪୪ ମିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ ୩ ଲକ୍ଷ ୩୦ ହଜାର କୋଟି ବ୍ୟୟରେ ଟ୍ୱିଟ୍ଟରକୁ କିଣିଛନ୍ତି ଏଲନ୍ ମସ୍କ । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲନ୍ ମସ୍କଙ୍କ ଏକ ଟ୍ୱିଟ୍ ବର୍ତ୍ତମାନ ବେଶ ଭାଇରାଲ ହେଉଛି । ଏକ ଟ୍ୱିଟରେ ମସ୍କ ପଚାରିଥିଲେ କି କେତେ ଟଙ୍କା ବ୍ୟୟରେ ଟ୍ୱିଟ୍ଟରକୁ କିଣି ହେବ । ୨୧ ଡିସେମ୍ବର ୨୦୧୭ରେ ମସ୍କ ଟ୍ୱିଟ୍ କରିଥିଲେ ଆଇ ଲଭ୍ ଟ୍ୱିଟ୍ଟର […]

Continue Reading

ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ପ୍ରତିଦିନ ଦେବାକୁ ପଡିବ ୭ ଲକ୍ଷ ଟଙ୍କା ଜରିମାନା

ୱାଂଶିଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ହରାଇବା ପରେ ଲଗାତାର ଭାବେ ଖବରରେ ରହିଆସୁଛନ୍ତି । ଏବେ ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲଙ୍କ ସହ ଏକ ଆଇନଗତ ଯୁଦ୍ଧରେ ସୋମବାର ଦିନ ଟ୍ରମ୍ପଙ୍କୁ କୋର୍ଟର ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି ବିଚାରପତି । ଏହା ସହ ତାଙ୍କ ଉପରେ ମୋଟା ଅଙ୍କର ଜରିମାନା ବି ଲଗାଯାଇଛି । ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ତାଙ୍କ ବ୍ୟବସାୟ କାରବାରର ଏକ ଯାଞ୍ଚର ଅଂଶ ଭାବରେ ଜାରି […]

Continue Reading

୨୦୧୪, ୨୦୧୯ ନିର୍ବାଚନରେ ବିଜୟ ପରେ ଏବେ ହ୍ୟାଟିକ୍ ଲକ୍ଷ୍ୟରେ ମୋଦୀ, ଆସନ୍ତା ସପ୍ତାହରୁ ଆରମ୍ଭ ହେବ BJPର Mission-2024

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ମେଗା ଫାଇନାଲକୁ ଆଉ କମ୍ ସମୟ ବାକି ଅଛି । ତେଣୁ ଏହାକୁ ଦୃଷ୍ଟିରେ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜର ନିଜର ଅଣ୍ଟା ଭିଡ଼ିବା ଆରମ୍ଭ କରିଦେଇଛନ୍ତି । ବିଶେଷ କରି ଭାରତୀୟ ଜନତା ପାର୍ଟି ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଗତ ୨୦୧୪, ୨୦୧୯ରେ ଲଗାତର ଦୁଇଥର କେନ୍ଦ୍ରରେ କ୍ଷମତାସୀନ ରହିଥିବା ବେଳେ ଆସନ୍ତା ୨୦୨୪ରେ ଅସଲ ଅଗ୍ନିପରୀକ୍ଷା ଦେବାକୁ ଯାଉଛି । ଅନ୍ୟପଟେ […]

Continue Reading

ଦ୍ରୁତ ଗତିରେ ଆସୁଥିଲା ଟ୍ରେନ୍: ନିୟନ୍ତ୍ରଣ ହରାଇ ଷ୍ଟେସନ ଉପରକୁ ଗଲା ଚଢ଼ି

ନୂଆଦିଲ୍ଲୀ: ଚେନ୍ନାଇର ମଧ୍ୟ ରେଲୱେ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତଯାଇଛି । ସେଠାରେ ରବିବାର ଦିନ ଅର୍ଥାତ୍ ୨୪ ଏପ୍ରିଲରେ ଲୋକାଲ ଟ୍ରେନର ଏକ କୋଚ୍ ପ୍ଲାଟଫର୍ମ ଉପରେ ଚଢ଼ିଯାଇଥିଲା । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି କି, ଯେଉଁ ସମୟରେ ବଗିଟି ପ୍ଲାଟଫର୍ମ ଉପରେ ଚଢ଼ିଗଲା, ସେବେ ସେଠାରେ କୌଣସି ବ୍ୟକ୍ତି ଉପସ୍ଥିତ ନଥିଲେ । ମିଳିଥିବା ସୂଚନା ଅନୁସାରେ, ୨୪ ଏପ୍ରିଲରେ ଏକ ଖାଲି ଲୋକାଲ ଟ୍ରେନକୁ ୱାର୍ଡରୁ ପ୍ଲାଟଫର୍ମକୁ […]

Continue Reading

କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ୍ ଅନାଥ: ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସବୁ ଛାଡ଼, ଲାଗୁହେଲା ନୂଆ ନିୟମ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ଦୁଇ ବର୍ଷରୁ ଅଧିକ ସମୟ ଧରି ସମଗ୍ର ବିଶ୍ୱକୁ କବଜା କରି ରଖିଥିଲା । ତେବେ କୋଭିଡରେ ପିତାମାତାଙ୍କୁ ହରାଇଥିବା ଅନାଥ ପିଲାଙ୍କ ପାଇଁ ଏକ ଭଲ ଖବର ଆସିଛି । ଏଣିକି କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପାଠ ପଢ଼ିବାର ସୁଯୋଗ ମିଳିବ । ଏମପି କୋଟା ଉଚ୍ଛେଦ କରି କୋଭିଡ ଅନାଥ ବ୍ୟବସ୍ଥା କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଲାଗୁ କରାଯାଇଛି । ନୂଆ ବ୍ୟବସ୍ଥା ଅନୁଯାୟୀ, ଏଣିକି ବାର୍ଷିକ ୧୦ […]

Continue Reading

ଟୁଇଟ୍ ବିବାଦ: ଜାମିନ ମିଳିବା ମାତ୍ରେ ଅନ୍ୟ ମାମଲାରେ ଗିରଫ ହେଲେ ବିଧାୟକ ଜିଗ୍ନେଶ ମେଓ୍ଵାଣୀ

ଅହମ୍ମଦାବାଦ: ଗୁଜରାଟର ବିଧାୟକ ଜିଗ୍ନେଶ ମେଓ୍ଵାଣୀଙ୍କୁ ସୋମବାର ଆସାମର ଏକ ଅଦାଲତ ଜାମିନ ପ୍ରଦାନ କରିଥିଲେ। ମାତ୍ର କିଛି ମିନିଟ୍‌ ଭିତରେ ତାଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରାଯାଇଛି। ଗୁଜରାଟର ବଡଗାମରୁ ନିର୍ଦ୍ଦଳୀୟ ବିଧାୟକ ମେଓ୍ଵାଣୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କରିଥିବା ଟୁଇଟ୍ ସଂପର୍କିତ ମାମଲାରେ ଆସାମର କୋକରାଝାରା ଅଦାଲତରୁ ଜାମିନ ମିଳିଥିଲା। ମାତ୍ର କିଛି ସମୟ ପରେ ବାରପେଟା ଜିଲ୍ଲାର ପୋଲିସ ତାଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରି ନେଇଛି। ଗତ ବୁଧବାର […]

Continue Reading

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଚାଲେଞ୍ଜ: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମାନ୍ୟବର ହାଇକୋର୍ଟ । ୨୦୨୦ଲକଡାଉନ ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ରିଲିଫ ପ୍ୟାକେଜରେ ଆଉ କିଛି ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଦାବି ହୋଇଛି । ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତି ଏବଂ ଜନଧନ ଯୋଜନାରେ ଆକାଉଣ୍ଟ ନଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଗରିବ କଲ୍ୟାଣ ଯୋଜନାରେ ସାମିଲ କରିବା ଉଚିତ ବୋଲି କୁହାଯାଇଛି । କାର୍ଯ୍ୟବାହକ ମୁଖ୍ୟ ନ୍ୟାୟଧୀଶ ବିପିନ ସାନ୍ଧୀ ଏବଂ ନ୍ୟାୟମୂର୍ତ୍ତି […]

Continue Reading

ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି: ଆସନ୍ତାକାଲିଠୁ ଏତିକି ଦିନ ଯାଏଁ ଖୋଲିବନି ସ୍କୁଲ, ଜାଣନ୍ତୁ ପରୀକ୍ଷାର ନିୟମ

ଭୁବନେଶ୍ୱର: କାଲିଠୁ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ । ସରକାରୀ ଏବଂ ବେସରକାରୀ ସବୁ ସ୍କୁଲକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ । ଆସନ୍ତାକାଲିଠୁ ୫ ଦିନ ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟରେ ବଢୁଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଏଭଳି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ […]

Continue Reading

ଧୋନୀଙ୍କ ପ୍ରଶଂସାରେ କହିଲେ ଇରଫାନ: କେତେ ଆସିଲେ ଆଉ ଗଲେ, କିନ୍ତୁ ଧୋନୀଙ୍କ ଜାଗା……

ମୁମ୍ବାଇ: ଦୁଇ ବର୍ଷ ପରେ ପୁଣି ଥରେ ଚଳିତ ଆଇପିଏଲ ସିଜନରେ ଗର୍ଜୁଛି ଧୋନୀଙ୍କ ବ୍ୟାଟ । ପୁଣି ଥରେ ପୁରୁଣା ଫିନିସର ରୂପରେ ନଜର ଆସିଛନ୍ତି କ୍ୟାପଟେନ କୁଲ ମାହି । ଶେର ବୁଢା ହୋ ଗୟା ଲେକିନ ଶିକାର କରନା ନେହିଁ ଭୁଲା । କୋଲକାତା ବିପକ୍ଷ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ଲଗାଇ ଦୁନିଆକୁ ଏ କଥା ସେ ବୁଝାଇ ଦେଇଥିଲେ । ତେବେ ଗତ ୨ଟି ସିଜନରୁ ଅନେକ ଚର୍ଚ୍ଚା ହେଉଥିଲା ଯେ, ଧୋନୀଙ୍କ […]

Continue Reading

ଏଠି ଏକ ଟଙ୍କାରେ ମିଳୁଛି ଗୋଟିଏ ଲିଟର ପେଟ୍ରୋଲ: ଜାଣନ୍ତୁ କାରଣ

ଭୁବନେଶ୍ୱର: ଚାଳକଙ୍କ ପକେଟକୁ ଝଟକା ଦେଉଛି ପେଟ୍ରୋଲର ମହଙ୍ଗା ମାଡ । ପ୍ରତିଦିନ ବଢୁଥିବା ପେଟ୍ରୋଲ ରେଟ ଏବେ ଲିଟର ପିଛା ୧୧୫ ଛୁଇଁଲାଣି । ଯାହା ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାଣ ପାଲଟିଛି । କିନ୍ତୁ ଆମ ପାଖାପାଖି ଗୋଟିଏ ଜାଗାରେ ପେଟ୍ରୋଲ ଦର ଏକ ଟଙ୍କା ରହିଛି । କ’ଣ ଆଶ୍ଚର୍ଯ୍ୟ ହୋଇଗଲେ କି?? ଆଜ୍ଞା ହଁ, କଥାଟା ଏକଦମ ସତ । ମାତ୍ର ଟଙ୍କାକରେ ଆପଣ ପାଇପାରିବେ ଗୋଟିଏ ଲିଟର ପେଟ୍ରୋଲ । […]

Continue Reading