ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା
ନୂଆପଡ଼ା: ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣା ବଢିଚାଲିଛି। ଯାହାକୁ ନେଇ ବହୁବାର ପ୍ରତିରୋଧ କରାଯାଉଥିଲେ ବି ଏହାର କୌଣସି ହାଲ ବାହାରିପାରିନି। ଏବେ ପୁଣି ନିକଟରେ ଜଣେ ନୂଆପଡ଼ାର ଗଣମାଧ୍ୟମ ପ୍ରତିନିଧି ରବିକାନ୍ତ ଠେଲାଙ୍କୁ ଆକ୍ରମଣ କରାଯାଇଥିଲା। । ଘଟଣାର ଖୁବଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗଣମାଧ୍ୟମ ପ୍ରତିନିଧି ମାନେ। ଏପ୍ରିଲ ୧୨ରେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଥାନା ସମ୍ମୁଖରେ ରାଜରାସ୍ତା ଉପରେ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିଲା। ଖୋଦ୍ ଥାନା […]
Continue Reading
