ବ୍ରଜରାଜନଗର ଉପନିର୍ବାଚନ, ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି
ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନ ପାଇଁ କସରତ ଜୋରାଦାର । ଏହିକ୍ରମରେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ ଅଳକା ମହାନ୍ତି । ବିଜେଡି ପକ୍ଷରୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ କିଶୋର ମହାନ୍ତି ସ୍ତ୍ରୀ ଅଳକା ମହାନ୍ତି । ବୁଧବାର ବ୍ରଜରାଜନଗର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନିଜ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି । ସାଥିରେ […]
Continue Reading
