ବିଭିନ୍ନ ସମସ୍ୟା ନେଇ ଧାରଣାରେ ପାରାଦୀପ ବନ୍ଦର ଶ୍ରମିକ

ପାରାଦୀପ  : ଶୋଷଣର ଶିକାର ହେଉଛନ୍ତି ଶ୍ରମିକ। ପ୍ରତିଥର ନିଜର ପ୍ରାପ୍ୟ ଦାବି କରି ଧାରଣା ଦେବା ସହିତ ବିରୋଧ କରିଆସୁଛନ୍ତି। ହେଲେ କୌଣସି ପ୍ରକାରର ସମାଧାନ ହୋଇପାରିନି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଶୋଷଣର ଶିକାର ହେଉଛନ୍ତି ଶ୍ରମିକ ମାନେ । କାମ କରୁଛନ୍ତି ହେଲେ ଏଯାଏ ତାଙ୍କୁ ପାରିଶ୍ରମିକ ମିଳିପାରୁନି। ବନ୍ଦରର ବିଭିନ୍ନ ସଂସ୍ଥା ଅଧୀନରେ ଜାହାଜ ଲୋଡିଂରୁ ନେଇ ବିଭିନ୍ନ କାର୍ଯ୍ୟମାନ କରୁଛନ୍ତି। ମାତ୍ର ସଂସ୍ଥା ଗୁଡିକ ସେମାନଙ୍କୁୁ ଅଧିକ ସମୟ କାମ ରାଉଥିବା […]

Continue Reading

କୋଭାକ୍ସିନକୁ ଜର୍ମାନୀରେ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ମହାମାରୀ ଭ୍ୟାକ୍ସିନ କୋଭାକ୍ସିନକୁ ଜର୍ମାନୀରେ ମଂଜୁରୀ ମିଳିଛି । ଏହା ଦ୍ୱାରା ଜର୍ମାନୀ ଯାଉଥିବା ଭାରତୀୟମାନଙ୍କୁ ଆଶ୍ୱସ୍ତି ମିଳିଛି । ଜୁନ ୧ରୁ ଆଉ ଭ୍ୟାକ୍ସିନ ସାର୍ଟିଫିକେଟ ଦେବା ଜରୁରୀ ହେବ ନାହିଁ । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିକ୍ସିନ ଯୋଗାଣ ଉପରେ କଟକଣା ଲଗାଇଥିଲେ । ଏହାକୁ ଆହୁରି ଅପଗ୍ରେଡ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ହୁ ପକ୍ଷରୁ ସ୍ପଷ୍ଟୀକରଣ […]

Continue Reading

ଉପ ରାଜ୍ୟପାଳ ଶପଥ ସମାରୋହ ଅଧାରୁ ଉଠି ପଳାଇ ଆସିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଶପଥ ସମାରୋହରେ ଏମପି ଡ.ହର୍ଷବର୍ଦ୍ଧନଙ୍କୁ ଅସମ୍ମାନିତ କରାଯାଇଛି । ତାଙ୍କ ବସିବା ପାଇଁ ଯେଉଁ ସିଟ ମିଳିଥିଲା ସେଥିରେ ସେ ରାଗିକରି ଶପଥ ସମାରୋହରୁ ପଳାଇ ଆସିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉପ ରାଜ୍ୟପାଳଙ୍କ ନିକଟରେ ସେ ଏ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି । ଏହି ଘଟଣା ପରେ ଅଧିକାରୀମାନେ ତୁରନ୍ତ ଚେୟାର ହଟେଇ ସୋଫା ପକାଇବା ବ୍ୟବସ୍ଥା […]

Continue Reading

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ ଅଭିଯୋଗ

ଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ରାଜ୍ୟ ଗଣଶିକ୍ଷା ବିଭାଗ ଏବଂ ଓପିଏସସିକୁ ଚିଠି ଲେଖିଛି । ଗତ ୨୦ ତାରିଖରେ ଏହା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ କରୁଥିବା […]

Continue Reading

ଅନାଥ ଆଶ୍ରମରେ ପିଲାଙ୍କ ସହ ନାଚିଲେ ନବରଙ୍ଗପୁର ଏସପି

ନବରଙ୍ଗପୁର: ଅନାଥାଶ୍ରମରେ ସ୍କୁଲ ପିଲାଙ୍କ ସହ ଗୀତ ଗାଇ ନାଚିଲେ ନବରଙ୍ଗପୁର ଏସପି । କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବରେ ଗୀତ ଗାଇଲେ ନବରଙ୍ଗପୁର ଏସପି ଏସ୍. ସୁଶ୍ରୀ । ନନ୍ଦାହାଣ୍ଡି ବ୍ଲକ ଏକମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା କିଶୋରୀ ଜାଗୃତି ସପ୍ତାହ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସପି ଏସ୍. ସୁଶ୍ରୀ କିଶୋରୀମାନଙ୍କୁ ଉତ୍ସାହିତ କରିବା ସହ ନିଜେ ଗୀତ ଗାଇଥିଲେ ଏଥିସହ ନବରଙ୍ଗପୁର ପଡାଲଗୁଡା ପଞ୍ଚାୟତ […]

Continue Reading

ପୁରୀ ଗୁଳିମାଡ ଘଟଣାର ଖୋଲୁଛି ଗୁମର: ଗୁଳିମାଡ ପଛରେ ପ୍ରେମ ବ୍ୟାପାର

ପୁରୀ : ପୁରୀରେ  ଗୁଳିମାଡ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।  ଲୋକନାଥ ମନ୍ଦିର ସେବାୟତ ଶିବରାମ ପାତ୍ରକୁ ଗୁଳି କରି ହତ୍ୟା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତକୁ ଅଟକରଖି  ପଚରା ଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଅଟକ ରଖିଛି । ପ୍ରେମ ବ୍ୟାପରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପାରିବାରିକ ବିବାଦକୁ ଏହି ହତ୍ୟାକାଣ୍ଡ ଘଟିଥିବା  ଅନୁମାନ କରାଯାଉଛି । ସେପଟେ ଧାର୍ମିକ […]

Continue Reading

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତରା ୟାସିନ ମଲିକଙ୍କୁ ଦିଲ୍ଲୀ ପଟିୟାଲା ହାଉସକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କବାଦୀମାନଙ୍କୁ ଫଣ୍ଡିଂ କରିବା ଏବଂ ବିସ୍ଫୋରକ ସାମଗ୍ରୀ ଜୁଟାଇବା ୨ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପୂର୍ବରୁ ମେ ୧୯ରେ ବିଚାରପତି ପ୍ରବୀଣ ସିଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧିନରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୨ଟି ମାମଲାରେ ଆଜୀବନ କାରାଦଣ୍ଡ ଓ ୫ଟି ଅନ୍ୟ ମାମଲାରେ ୧୦-୧୦ ଲକ୍ଷ […]

Continue Reading

କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଓଲଟି ଗଲା ୬ ଜଣଙ୍କ ଜୀବନ, ୪୨ ଆହତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବଡ଼ ଦୁର୍ଘଟଣା । ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଓଲଟି ପଡ଼ିବାରୁ ଗଲା ୬ଜଣଙ୍କ ଜୀବନ  । ମଙ୍ଗଳବାର  ବିଳମ୍ବିତ ରାତିରେ ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସଟି ଓଲଟି ପଡ଼ିଥିଲା । ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ କହିଛି । ପୁଲିସ ଓ ଦମକାଳବାହିନୀ ସହାୟତାରେ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇଛି । […]

Continue Reading

ପ୍ରାଇସ କମାଇଲେ ଅକ୍ଷୟ କୁମାର

ମୁମ୍ବାଇ: ବଚ୍ଚନ ପାଣ୍ଡେ ଫିଲ୍ମ ପରେ ଅକ୍ଷୟ କୁମାରଙ୍କ ଡିମାଣ୍ଡ କିଛି ମାତ୍ରାରେ କମିଯାଇଛି । ଏହା ଦେଖି ଖିଲାଡି କୁମାର ତାଙ୍କ ପ୍ରାଇସ କମାଇବାକୁ ବାଧ୍ୟ ହୋଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ ସେଲ୍ଫି, ସୋରାଇ ପୋଟରୁ ରିମେକ, ବଡେ ମିଆଁ ଓ ଛୋଟେ ମିଆଁ ପାଇଁ ଲାଗୁ ହେବ । ୨୦୦୭ରେ ୱେଲକମ ଫିଲ୍ମ ସୁପରହିଟ ହେବା ପରେ ଅକ୍ଷୟ ପ୍ରତ୍ୟେକ ଫିଲ୍ମ ପାଇଁ ୯୯ କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେବା ଆରମ୍ଭ […]

Continue Reading

ୟାସିନ ମଲିକ ମାମଲା: ଅମିତଙ୍କ ଗୁଗଲୀରେ ଆଉଟ ହେଲେ ଆଫ୍ରିଦୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଫଣ୍ଡିଂ କରିବା ଅଭିଯୋଗରେ ୟାସିନ ମଲିକ ଦୋଷ ସ୍ୱୀକାର କରିଛନ୍ତି । ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ବିରୋଧରେ ଦଣ୍ଡ ଶୁଣାଇବ । ପୁନର୍ବାର ଭାରତର ଆଭ୍ୟନ୍ତରୀଣ ମାମଲାରେ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟର ଶାହୀଦ ଆଫ୍ରିଦୀ । ତେବେ ଆଫ୍ରିଦୀଙ୍କ ବୟାନ ପରେ ଭାରତର ଲେଗ ସ୍ପିନର ଅମିତ ମିଶ୍ର ଏପରି ଏକ ଗୁଗଲୀ ପକାଇଲେ ଯେ, ତାଙ୍କ ମୁହଁ ବନ୍ଦ ହୋଇଯାଇଛି । ଆଫ୍ରିଦୀ ଟୁଇଟ କରିଥିଲେ ଯେ, […]

Continue Reading