ଗାଁ ମନ୍ଦିର ଜମି ଜବରଦଖଲକୁ ବିରୋଧ : ବିବାଦରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି
ଯାଜପୁର : ଗାଁ ମନ୍ଦିର ଜମି ଜବରଦଖଲକୁ ବିରୋଧ । ମନ୍ଦିର ଜାଗାକୁ ଜବରଦଖଲ କରି ଘର ତିଆରି କରିବା ଘଟଣାକୁ ନେଇ ଦେଖାଦେଇଛି ବିବାଦ । ଯାଜପୁର ଛନ୍ଦାମୁଣ୍ଡ ଗାଁ ତାରିଣୀ ଓ ଭାଗବତ ଆଶ୍ରମର ଜାଗାକୁ ଜନୈକ ବ୍ୟକ୍ତି ଜବରଦଖଲ କରି ନିଜ ଘର କାମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ପେଂରାଦ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଜାଗାରେ ୧୪୪ ଧାରା ଜାରି […]
Continue Reading
