କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଦାବି : କହିଲେ- ମାତୃ ଦିବସ ପରି ପାଳନ କରନ୍ତୁ ‘ପତ୍ନୀ ଦିବସ’

ନୂଆଦିଲ୍ଲୀ: ‘ମାତୃ ଦିବସ’ ଭଳି ‘ପତ୍ନୀ ଦିବସ’ ପାଳନ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ । ମହାରାଷ୍ଟ୍ରର ସାଙ୍ଗଲିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ତାଙ୍କ କହିବା ମୁତାବକ, ଜଣେ ମା’ ଜନ୍ମ ଦେଉଛି । କିନ୍ତୁ ଜଣେ ପତ୍ନୀ ଭଲ ଓ ଖରାପ ସମୟରେ ସବୁବେଳେ ନିଜ ସ୍ୱାମୀଙ୍କ ସହ ଠିଆ ହେଉଛି ।’ ଏହା ସହ ଆଇନ ମନ୍ତ୍ରୀ କହିଛନ୍ତି ଯେ, ‘ପ୍ରତ୍ୟେକ ସଫଳ ପୁରୁଷଙ୍କ […]

Continue Reading

୧୩ ବର୍ଷର ନାତୁଣୀକୁ ଅଶ୍ଲୀଳ ଭିଡିଓ ଦେଖାଇ ଯୌନ ଶୋଷଣ: ୭୦ ବର୍ଷର ଅଭିଯୁକ୍ତ ଜେଜେଙ୍କୁ ଏପରି ଦଣ୍ଡ ଦେଲେ କୋର୍ଟ

ମୁମ୍ବାଇ: ନିଜର ୧୩ ବର୍ଷୀୟ ସାବତ ନାତୁଣୀକୁ ଯୌନ ଶୋଷଣ ଓ ମୋବାଇଲରେ ପର୍ଣ୍ଣ ଦେଖାଇବା ଅଭିଯୋଗରେ ୭୦ ବର୍ଷୀୟ ବ୍ୟକ୍ତିକୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇର ଏକ ସ୍ପେଶାଲ କୋର୍ଟ । ଏହି ସମୟରେ ବ୍ୟକ୍ତିର ବୟସ ଓ ରୋଗ ତାଙ୍କ ପ୍ରତି ଉଦାରତା ଦେଖାଇବାର ଆଧାର ହେବନି ବୋଲି କୋର୍ଟ ନିଜ ଟିପ୍ପଣୀରେ କହିଛନ୍ତି । ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଧୋକା ଦେବା ସହ ତାଙ୍କ ଜୀବନ ବର୍ବାଦ କରିଛି । […]

Continue Reading

ସନ୍ଦେହ ଜନକ ଅବସ୍ଥାରେ ବଙ୍ଗଳାର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀଙ୍କ ଶବ ଉଦ୍ଧାର

କୋଲକାତା: ବେଙ୍ଗଲର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ ଆଜି ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସେ ଜଣାଶୁଣା ନାମ ଥିଲେ । ହଠାତ କଣ ପାଇଁ ସେ ଏହି ପଦକ୍ଷେପ ଗ୍ରହଣ କଲେ ତାଙ୍କ ସ୍ପଷ୍ଟ ହୋଇପାରନି । ପଲ୍ଲବୀଙ୍କ ସହ ଅଭିନେତ୍ରୀ ଅନାମିତ୍ରା ବତବିୟାଲଙ୍କ ମତରେ ଆମେ ଏବେ କିଛି ଦିନ ହେବ ସିରିୟଲର ଶୁଟିଂ ସାରି ଆସିଥିଲୁ । ସେ ବହୁତ ଖୁସି ଥିଲେ । ଏହି ଭଳି ଚରମ […]

Continue Reading

୩୦ ଫୁଟ୍‌ ଗଭୀର କୂଅରୁ ଉଦ୍ଧାର ହେଲେ ଜଗବନ୍ଧୁ

ବାରିପଦା : କୂଅ ସଫା କରୁ କରୁ ଗଳିପଡ଼ିଲେ କୂଅ ଭିତରେ । ଗଭୀର କୂଅ ହୋଇଥିବାରୁ ସହଜରେ ବାହାରିପାରିନଥିଲେ କି ସ୍ଥାନୀୟ ଲୋକେ ବି ବାହାର କରିପାରିନଥିଲେ । ବହୁତ ସମୟ କସରତ ପରେ ଶେଷରେ ଲୋକେ ଖବର ଦେଇଥିଲେ ଅଗ୍ନିଶମ ବିଭାଗକୁ । ଶେଷରେ କୂଅ ଭିତରୁ ଉଦ୍ଧାର ହେଲେ ବ୍ୟକ୍ତି । ୩୦ ଫୁଟ୍‌ କୂଅ ଭିତରୁ ଗଳିପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଳକ ଅଧୀନ ଝାଟିଅଡା ପଞ୍ଚାୟତର ଝାଟିଅଡା ଗାଁରେ ଏଭଳି ଘଟଣା ଘଟିଛି। ଗାଁର ଜଗବନ୍ଧୁ ଲେଙ୍କା (୫୨) ଏକ ପରିତ୍ୟକ୍ତ କୂଅ ଭିତରକୁ ସଫା କରିବା ପାଇଁ ଓହ୍ଲାଇ ଥିବା ବେଳେ ହଠାତ୍ ଗୋଡ ଖସି କୂଅ ଭିତରକୁ ଗଳିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରାସଗୋବିନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଗବନ୍ଧୁଙ୍କୁ ଉଦ୍ଧାର କରିଛି । ତେବେ ୩୦ ଫୁଟ ଗଭୀର କୂଅରେ ଅମ୍ଳଜାନ ଅଭାବରୁ ଅଣନିଶ୍ଵାସୀ ହୋଇ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

Continue Reading

ଥମାସ କପ: ୭୩ ବର୍ଷ ପରେ ଟାଇଟଲ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତୀୟ ବ୍ୟାଡମିଂଟନ ପାଇଁ ଖୁସିର ଦିନ । ଦୀର୍ଘ ୭୩ ବର୍ଷ ପରେ ଭାରତ ଥମାସ କପରେ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛି । ଫାଇନାଲରେ ଭାରତ ପୁରୁଷ ଦଳ ୩-୦ରେ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା । ପ୍ରଥମ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ୮-୨୧, ୨୧-୧୭ ଓ ୨୧-୧୬ରେ ଆନ୍ଥୋନୀ ସିନିସୁକା ଗିନଟିଂଗଙ୍କୁ ପରାସ୍ତ କରିଥିଲେ । ଡବଲ୍ସର ପ୍ରଥମ ମୁକାବିଲାରେ ଚିରାଗ ସେଟ୍ଟୀ ଓ ସାତ୍ୱିକ […]

Continue Reading

କାରରେ କଳା କାଚ ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ

ଭୁବନେଶ୍ୱର: ଏଣିକି କାରରେ ଲାଗିବନାହିଁ କଳା କାଚ । ରାଜଧାନୀରେ କଳା କାଚ ଲାଗିଲେ ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ । ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏହି ନିୟମକୁ  ଆହୁରି ଜୋରଦାର କରାଯିବ । ପ୍ରତି ଛକ ଓ ସ୍ଥାନମାନଙ୍କରେ ହେବ ଚେକିଂ । ଯଦି କୌଣସି ମାଲିକ ବାରମ୍ବାର […]

Continue Reading

ଝିଅ ପାଇଁ ୩୬ ବର୍ଷ ପୁରୁଷ ଛଦ୍ମ ବେଶରେ ରହିଥିଲେ ଏହି ମହିଳା

ଥୁଥୁକୁଡି: ତାମିଲନାଡୁର ଥୁଥୁକୁଡି ଜିଲାର ଏସପୋଚିୟାମ୍ମାଲା ନାମକ ୫୭ ବର୍ଷୀୟା ମହିଳା ନିଜ ଝିଅକୁ ଭଲ ଭାବେ ପାଳିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଥିଲେ । ପୁରୁଷ ପ୍ରଧାନ ସମାଜରେ ଝିଅକୁ ପାଳିବା ଜଣେ ବିଧବା ମହିଳାଙ୍କ ପାଇଁ କେତେ କଷ୍ଟ ତାହା ମୁଁ ହୃଦୟଙ୍ଗମ କରିପାରିଛି ବୋଲି ସେ କହିଛନ୍ତି । ତାଙ୍କ କାହାଣୀ ସୋସିଆଲ ସାଇଟ ମାଧ୍ୟମରେ ସମ୍ମୁଖକୁ ଆସିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । […]

Continue Reading

କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମଣିବିଗ୍ରହ ସିଦ୍ଧବଳଦେବଜୀଉଙ୍କ ମନ୍ଦିରକୁ ରାସ୍ତା ବାଧକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ । ଜ଼ିଲ୍ଲାର ଆରାଧ୍ୟ ଦେବତା ହେଉଛନ୍ତି ସିଦ୍ଧବଳଦେବଜୀଉ ।  ବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ ଓ ପାଷାଣ ମୂର୍ତ୍ତି ।  ବଳଦେବଜୀଉଙ୍କର ମଧ୍ୟ୍ୟ ଭାଗରେ ତୁଳସୀକୁ ମଝିରେ ରଖାଯାଇଅଛି । ଯେପରି ପୁରୀରେ ବିମଳାଙ୍କୁ ମଧ୍ୟ ଭାଗରେ ରଖାଯାଇ ଅଛି ଓ ବିମଳାଙ୍କୁ ପ୍ରସାଦ ଲାଗିହେଲେ ମହାପ୍ରସାଦ କୁହାଯାଏ ସେଇଭଳି ତୁଳସୀଙ୍କର ପାଖରେ ହେଉଥିବା ଭୋଗକୁ ପ୍ରସାଦ କୁହାଯାଏ । ସିଦ୍ଧ ବଳଦେବଜୀଉଙ୍କର ନବ କଳେବର ହୁଏ […]

Continue Reading

ପ୍ରତିଭା ସାହୁଙ୍କ କବିତା ସଙ୍କଳନ ଚିତ୍ରିତ ଆୟୁଷ ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ସ୍ଥାନୀୟ ରାଜ୍ୟ ସଂଗ୍ରହାଳୟର ସଭାଗୃହରେ କବୀ ପ୍ରତିଭା ସାହୁଙ୍କର କବିତା ସଙ୍କଳନ ଚିତ୍ରିତ ଆୟୁଷ କବୀ ଫନୀ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ସୁରଜନ ପାତ୍ରଙ୍କ ସଂଯୋଜନାରେ ଏବଂ ପ୍ରକାଶକ ରାଜ କିଶୋର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଏବଂ ଦେବାଶିଷ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। କବୀ ଶ୍ରୀମତୀ ସାହୁଙ୍କର କବିତା ଉତ୍ତର […]

Continue Reading

ଖିଲାଡି କୁମାରଙ୍କୁ ଦ୍ୱିତୀୟ ଥର ପାଇଁ କରୋନା

ମୁମ୍ବାଇ: ବଲିଉଡର ଖିଲାଡୀ ହୀରୋ ଭାବେ ପରଚିତ ଅକ୍ଷୟ କୁମାର ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ଏଥିଯୋଗୁ ସେ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରିବେ ନାହିଁ । ଏଥର ଭାରତକୁ କଂଟ୍ରି ଅଫ ଅନର ରୂପେ ଏହି ଫେଷ୍ଟିଭାଲରେ ସାମିଲ କରାଯାଇଛି । ପୂର୍ବରୁ କରୋନାର ଦ୍ୱିତୀୟ ଲହରୀ ବେଳେ ଅକ୍ଷୟ ସଂକ୍ରମିତ ହୋଇଥିଲେ । ଫିଲ୍ମ ଫେଷ୍ଟିଭାଲ ନେଇ ବେଶ ଉତ୍ସାହିତ ଥିଲେ ମଧ୍ୟ ଯାଇପାରୁ ନ ଥିବାରୁ […]

Continue Reading