‘Disease X’କୁ ନେଇ ବଢ଼ିଲା ଆଶଙ୍କା, ପୁଣି ଆସିପାରେ ଏକ ଭୟାଭହ ମହାମାରୀ, ସତର୍କ ସୂଚନା ଜାରି କଲେ ବିଶେଷଜ୍ଞ
ନୂଆଦିଲ୍ଲୀ: ବର୍ତ୍ତମାନ କୋଭିଡ୍, ମଙ୍କିପକ୍ସ ସଂକ୍ରମଣର ଆଶଙ୍କା ଲୋକଙ୍କ ମଧ୍ୟରେ ଜାରି ରହିଛି । ତେବେ ଏହା ମଧ୍ୟରେ ଆଉ ଏକ ନୂଆ ଭାଇରସକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ‘ଡିଜିଜ୍ ଏକ୍ସ’ ନାମକ ଏକ ନୂଆ ମହାମାରୀକୁ ନେଇ ଏକ୍ସପର୍ଟମାନେ ଚେତାବନୀ ଦେଇଛନ୍ତି । ଗତ ଛଅ ମାସ ହେଲା ‘ଡିଜିଜ୍ ଏକ୍ସ’କୁ ନେଇ ବ୍ରିଟେନରେ ଭୟାବହ ପରିସ୍ଥିତି ଦେଖିବାକୁ ମିଳିଛି । ‘ଡିଜିଜ୍ ଏକ୍ସ’ କିଲର ମହାମାରୀ ପାଲଟିପାରେ ବୋଲି ବିଶେଷଜ୍ଞମାନେ […]
Continue Reading