ପୁରୀ ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ବୟାନ ଦେଇ ଫସିଲେ ଓୱେସୀ :ପୁରୀ ଥାନାରେ ମାମଲା

ପୁରୀ  : ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୋଧରେ ପୁରୀ ଥାନାରେ ଏତଲା । ଜଗନ୍ନାଥ ମନ୍ଦିରକୁ ନେଇ ୱେବେସୀ ଏକ ସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ସିଂହଦ୍ୱାର ଥାନାରେ ଓୱେସୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ଓୱେସୀଙ୍କ ବୟାନକୁ ଉଭୟ ନିନ୍ଦା କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ୱେବେସୀ କହିଥିଲେ ପୂର୍ବରୁ ଜଗନ୍ନାଥଙ୍କ […]

Continue Reading

ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର: ରଜରେ ଓଡ଼ିଶା ଛୁଇଁବ ମୌସୁମୀ । ହେଲେ ତା ପୂର୍ବରୁ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଆତଙ୍କିତ କଲାଣି । ପାଣିପାଗ ବିଭାଗର ସୂଚନା ପ୍ରକାର ଜୁନ୍ ୧ରୁ ୧୨ ମଧ୍ୟରେ ରାଜ୍ୟରେ ୧୦.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୫୦.୮ ମିମି ତୁଳନାରେ ୭୯% କମ୍ ରହିଛି । ଏହି ସମୟ ପରିଧି ମଧ୍ୟରେ ୩ ଜିଲ୍ଲାରେ ଆଦୌ ହୋଇନଥିବା ବେଳେ ୩ ଜିଲ୍ଲାରେ ୨୦%ରୁ ୫୯% ପ୍ରତିଶତ ଏବଂ […]

Continue Reading

୭୦ ଘଣ୍ଟା ହେଲା ୮୦ ଫୁଟ୍ ତଳେ ଫସିଛି ରାହୁଲ୍, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ବୋରୱେଲରୁ ମୁକୁଳିବ ରାହୁଲ । ସଫଳ ହେବ ୭୦ ଘଣ୍ଟାର ଅପରେସନ୍ । ସମୟ ଗଡ଼ିବା ସହ ସସପେନ୍ସ ବଢ଼ୁଛି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାହୁଲ ରେସ୍କ୍ୟୁ ଅପରେସନ୍ । ଛତିଶଗଡ଼ର ଜାଞ୍ଜଗିରିର ଏକ ଗାଁରେ ଦୀର୍ଘ ୭୦ ଘଣ୍ଟା ହେଲା ବୋରୱେଲରେ ଫସିଛି ୧୦ ବର୍ଷର ରାହୁଲ । ଏନଡିଆରଏଫ୍, ଏସଡିଆରଏଫ୍ ସହ ବୋରୱେଲ୍ ରୋବୋଟ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ରାହୁଲ୍ ୮୦ ଫୁଟ୍ ତଳେ ଫସିଥିବା ବେଳେ ୭୦ ଘଣ୍ଟା […]

Continue Reading

ଅବକାରୀ ବିଭାଗର ଚଢାଉ, ମହୁଲି ମଦ ଜବତ ସହ ୨ ଗିରଫ

ରାୟଗଡା:  ଅବକାରୀ ବିଭାଗର ଚଢାଉ। ୪ହଜାର ଲିଟରରୁ ଅଧିକ ମହୁଲ ପୋଚ ଜବତ ହୋଇଥିବା ବେଳେ ୩୧୫ଲିଟର ଦେଶୀ ମଦ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତି ନେଇ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗୁଣପୁର ରେଞ୍ଜରେ ଚଢାଉ କରାଯାଇ ସେଠାରୁ ଏହି ସବୁ ମହୁଲି ମଦ ସହିତ ଦେଶୀ ମଦ ଜବତ ହୋଇଛି। କିଛି ଦିନ ହେଲା ସେହି ସ୍ଥାନରେ ବେଆଇନ୍ ଭାବେ ଲୁଚି ମଦ ତିଆରି କରାଯାଉଥିଲା। ବିଭିନ୍ନ ସ୍ଥାନରେ […]

Continue Reading

ପୁଣି କେଶରୀ ମଲରେ ଲାଗିଲା ନିଆଁ । ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ୱର : କେଶରୀ ମଲରେ ଅଗ୍ନିକାଣ୍ଡ । ଭୁବନେଶ୍ୱର କେଶରୀ ମଲରେ ଲାଗିଲା ନିଆଁ । ଗତ କିଛି ମାସ ତଳେ କେଶରୀ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ପୁଣି କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । କେଶରୀ ମଲରେ ଥିବା ଏକ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଅନ୍ୟଆଡକୁ ବ୍ୟାପିଥିଲା ।ତେବେ ଦୋକାନରେ ଥିବା ଏକ ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା କୁହାଯାଉଛି । ଫ୍ୟାନରେ ଥିବା ମୋଟର […]

Continue Reading

ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ଭାସିଗଲେ ପର୍ଯ୍ୟଟକ

ପୁରୀ  : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ପୁଣି ଭାସିଗଲେ ପର୍ଯ୍ୟଟକ । ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ । ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମ ବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ। ଆଜି ସକାଳେ ଉଜ୍ବଳ ପୁରୀ କାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ଭାସି ଯାଇଥିଲେ। ସେଠାରେ ମୃତୟନ ଥିବା ଲାଇଫ ଗାର୍ଡ ମାନେ ଜେଟ୍ ସ୍କି ମାଧ୍ୟମରେ ଗଭୀର ସମୁଦ୍ର ଭିତରକୁ ଯାଇ ଖୋଜା ଖୋଜି ଜାରୀ ରଖିଛନ୍ତି। […]

Continue Reading

ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ ହେଲେ ରୋନାଲ୍ଡୋ

ୱାଶିଂଟନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଆଜି ବୌ ଆଶ୍ୱସ୍ତି ମିଳିଛି । ୨୦୦୯ରେ ତାଙ୍କ ବିରୋଧରେ ମଡେଲ କ୍ୟାଥେରିନା ମାୟୋଗ୍ରା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଆମେରିକାର ଏକ କୋର୍ଟ ତାଙ୍କୁ ଏହି ଘଟଣାରେ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । କ୍ୟାଥେରିନା ତାଙ୍କ ବିରୋଧରେ କେସ କରିବା ସହ ୩ ଲକ୍ଷ ୭୫ ହଜାର ଡଲାର କ୍ଷତିପୂରଣ ବାବଦକୁ ଦେବା ପାଇଁ ଦାବୀ କରିଥିଲେ । ରୋନାଲ୍ଡୋ ଆରମ୍ଭରୁ ଏହାକୁ ଖଣ୍ଡନ କରି […]

Continue Reading

କମ୍ବିଂ ଅପରେସନ୍ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ: କନ୍ଧମାଳ ପୋଲିସକୁ ସଫଳତା । କମ୍ବିଂ ଅପରେସନ୍ ବେଳେ ଜବତ ହେଲା ବିପୁଳ ମାଓ ସାମଗ୍ରୀ । ଗୋଛlପଡ଼l ଥାନା ଅନ୍ତର୍ଗତ କୋଏର ମାଣ୍ଡୁ ପଞ୍ଚାୟତ ଶସିକେତତା ଗାଁ ନିକଟ ଜଙ୍ଗଲରେ ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ୮ ତାରିଖରେ ଏସ୍ଓଜି ଓ ଡିଭିଏଫ୍ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲେ । ୯ ତାରିଖ ଦିନ ଶସିକେତା ଜଙ୍ଗଲରୁ ବିପୁଳ ମାଓ ସମାଗ୍ରୀ ଜବତ କରାଯାଇଛି । […]

Continue Reading

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ବୃହତ ନିର୍ମାଣ ପାଇଁ ନାହିଁ NMAର ଅନୁମତି

ଭୁବନେଶ୍ୱର: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ନେଇ କୌଣସି ଅନୁମତି ଦେଇନାହିଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (NMA) । ଗତ ସଂସଦ ଅଧିବେଶନର ଶୂନ୍ୟକାଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି, AMASR ଆଇନ୍ ୧୯୫୮ ଅନୁସାରେ କୌଣସି ନିଷିଦ୍ଧାଞ୍ଚଳରେ ବଡ଼ ଧରଣର ନିର୍ମାଣ ହୋଇପାରିବ ନାହିଁ । ଏପରିକି ଏନେଇ ଅନୁମତି ଦେବା ନେଇ କୌଣସି ବ୍ୟବସ୍ଥା […]

Continue Reading

ମାଟି ତଳୁ ମିଳିଲା ୨ ହଜାର ବର୍ଷ ପୁରାତନ ସଭ୍ୟତା

ଭୁବନେଶ୍ୱର: ମାଟି ତଳୁ ୨ ହଜାର ବର୍ଷ ପୁରାତନ ସଭ୍ୟତା ମିଳିଛି। ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଅନ୍ତର୍ଗତ ଅସୁରଗଡ଼ଠାରେ ହଜାର ହଜାର ବର୍ଷ ତଳର ପୁରୁଣା ସାମଗ୍ରୀ ମିଳିଛି। ଖନନ ବେଳେ ମାଟି ତଳୁ ବିରଳ ମୁଦ୍ରା, ମାଟିପାତ୍ର ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି। ଗୋପେଇପାଲି ପଞ୍ଚାୟତ ଅସୁରଗଡ଼ ରାଜ୍ୟ ଇତିହାସର ପ୍ରାଣକେନ୍ଦ୍ର ଥିବା ଜଣାପଡ଼ିବା ପରେ ସେଠାରେ ଖନନ କାର୍ଯ୍ୟ ଚାଲିଛି। ଭାରତ ସରକାରଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ […]

Continue Reading