ନୁପୂରଙ୍କୁ ମାରିବା ପାଇଁ ୧୧ ଇଂଚର ଛୁରୀ ଧରି ପାକିସ୍ତାନରୁ ଆସିଥିଲା ଆତତାୟୀ
ନୂଆଦିଲ୍ଲୀ: ଶ୍ରୀଗଙ୍ଗାନଗର ଜିଲା ନିକଟରେ ଥିବା ହିନ୍ଦୁମଲକୋଟ ବର୍ଡର ନିକଟରେ ବର୍ଡର ସିକ୍ୟୁରିଟି ଫୋର୍ସ ଜଣେ ଆତତାୟୀକୁ ଧରିଛି । ଆନ୍ତର୍ଜାତୀୟ ବର୍ଡର ଡେଇଁ ସେ ଭାରତରେ ପଶିବା ପାଇଁ ଉଦ୍ୟମ କରୁଥିଲା । ପ୍ରାରମ୍ଭିକ ତଦନ୍ତରେ ସେ ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ମାରିବା ପାଇଁ ଆସିଛି ବୋଲି କହିଛି । ରିଜୱାନ ଅଶ୍ରଫ ନାମକ ଏହି ପାକିସ୍ତାନୀ ଆତତାୟୀ ନିକଟରୁ ୧୧ ଇଂଚର ଛୁରୀ ମଧ୍ୟ ଜବତ କରାଯାଇଛି । ଆଇବି, ର […]
Continue Reading
