ରାଷ୍ଟ୍ରପତି ନିର୍ବାଚନ: ଦ୍ରୈାପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍

ନୂଆଦିଲ୍ଲୀ: ରାତି ପାଇଲେ ରାଷ୍ଟ୍ରପତି ନିର୍ବାଚନ । ଏଥର ନିର୍ବାଚନରେ ଏନଡିଏ ଏବଂ ୟୁପିଏ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ଚାଚନ ହେବ । ଭୋଟ ଦେବେ ସାଂସଦ ଏବଂ ବିଧାୟକ । ତେବେ ସରକାରୀ ଦଳର ପ୍ରାର୍ଥୀ ଚୟନ କୁ ନେଇ ଏବେ ସାରା ଭାରତରେ ଚର୍ଚା ହେଉଛି । ଏହାବି କୁହାଯାଉଛି ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ହେଉଛି ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ । ଯେଉଁଥି ପାଇଁ ବିରୋଧୀମାନେ ବାଧ୍ୟ ହୋଇଛନ୍ତି ସମର୍ଥନ ଦେବାପାଇଁ । ତେବେ […]

Continue Reading

ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ବର: ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। ଇଓଡବ୍ଲୁର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି ହୋଇଥିବା ଜଣାଯାଇଛି। ଚାଇନାର ଠକମାନେ ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ନେଇ ଅଭିଯୋଗ ହୋଇଥିଲା। ଠକମାନେ କେବଳ ଓଡ଼ିଶାରେ ନୁହେଁ, ବରଂ ପୂରା ଭାରତରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଚାଇନାର ଠକମାନେ ଭାରତରେ […]

Continue Reading

ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ । ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

କେନ୍ଦୁଝର: ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଦୃଶ୍ୟ, ପ୍ରସବ ଯନ୍ତ୍ରଣା ସତ୍ୱେଏମିତି ବିପଦସଙ୍କୁଳ ଅବସ୍ଥାରେ ଭରା ନଇ ପାର ହେଉଛନ୍ତି ଗର୍ଭବତୀ ମହିଳା । ଆଉ ଏହି ସମୟରେ ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ଅଗ୍ନିଶମ ବାହିନୀ । ଏକ ଦଉଡ଼ି ସାହାଯ୍ୟରେ ଜଣେ ଗୁରୁତର ଗର୍ଭବତୀ ମହିଳାଙ୍କୁ ଉଛୁଳା ନଈ ପାରି କରାଇଛନ୍ତି ଅଗ୍ନିଶମ ବାହିନୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ତାଳପଦା ପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା। […]

Continue Reading

ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର

ଦିଲ୍ଲୀ : ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର ମାରିଲେ ବିରୋଧୀ ମେଣ୍ଟ । ରାଷ୍ଟ୍ରପତି ପ୍ରାର୍ଥୀ ପରେ ଗତକାଲି ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖେଡଙ୍କ ନାମ ଘୋଷଣା କରାଯାଇଥିଲା । ଏହାର ଜବାବରେ ଆଜି ବିରୋଧୀ ମେଣ୍ଟ ପକ୍ଷରୁ ମାର୍ଗେରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ମାର୍ଗାରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡର […]

Continue Reading

ସିଲ୍ ହେଲା ରିଲାଏନ୍ସ ଫ୍ରେସ ଷ୍ଟୋର । ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ

ଭୁବନେଶ୍ୱର : ପୁଣି ଥରେ ସ୍ୱଚ୍ଛତାମାନ ପରୀକ୍ଷଣ କରାଯାଇ ବିଏମସି ପକ୍ଷରୁ ଚଢାଉ ଆରମ୍ଭ ହୋଇଛି। ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସ ଷ୍ଟୋର ସିଲ୍ ହୋଇଛି। । ଷ୍ଟୋରରେ ଡଷ୍ଟବିନ୍ ବ୍ୟବହାର ଏବଂ ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ, ଅଭିଯୋଗ ପରେ ଚଢ଼ାଉ କରି ୩ ଦିନ ପାଇଁ ଷ୍ଟୋରକୁ ବିଏମସି ସିଲ୍ କରିଛି। ଆଜି ବିଏମ୍‌ସି ଅଧିକାରୀ ଷ୍ଟୋର୍‌ର ସ୍ଥିତି ପରଖିଥିଲେ । ଦୋକାନରୁ ବାହାରୁଥିବା ଆବର୍ଜନାକୁ ଅଲଗା ଅଲଗା କରିବା ସହ ଡଷ୍ଟବିନ୍ […]

Continue Reading

ପ୍ରକାଶ ପାଇଲା ICSE ୧୦ମ ରେଜଲ୍ଟ, ବାଜି ମାରିଲେ ଛାତ୍ରୀ, ଏମିତି କରନ୍ତୁ ରେଜଲ୍ଟ ଚେକ୍

ନୂଆଦିଲ୍ଲୀ: ପ୍ରକାଶ ପାଇଛି କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ(ICSE) ୧୦ମ ଫଳାଫଳ । ଛାତ୍ରଛାତ୍ରୀ ନିଜ ରୋଲ୍ ନମ୍ବର ସାହାଯ୍ୟରେ ନିଜର ରେଜଲ୍ଟ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ । ଏଥିପାଇଁ ବୋର୍ଡ ୱେବସାଇଟ୍ cisce.org ଏବଂ results.cisce.org କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ଚଚଳିତ ବର୍ଷ ୧୦ମ ଶ୍ରେଣୀରେ ଝିଅମାନେ ଭଲ ରେଜଲ୍ଟ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୯.୯୮ % ରହିଥିବାବେଳେ, ଛାତ୍ରଙ୍କ ପାସ୍ ହାର […]

Continue Reading

କିଟ୍ ଏବଂ କିସ ଠାରେ ଚେସ ଅଲମ୍ପିଆଡ଼ ରିଲେକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଆଜି ଚେସ୍‍ ଅଲିମ୍ପିଆଡ୍‍ ଟର୍ଚ୍ଚ ରିଲେକୁ କିଟ୍‍ ଓ କିସ୍‍ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ କିଟ୍‍ର ୧୦ ହଜାର କର୍ମଚାରୀ, ୧୦ ହଜାର ଛାତ୍ରଛାତ୍ରୀ ଏବଂ କିସର ୩୦ ହଜାର ଛାତ୍ରଛାତ୍ରୀ ଏହି ରିଲେକୁ କିଟ୍ ଛକରୁ ରାସ୍ତାର ଉଭୟ ପାଶ୍ୱର୍ରେ ରହି ସ୍ୱାଗତ ଜଣାଇଥିଲେ । କିଟ୍‍ ଓ କିସ୍‍ ରାସ୍ତାର ବିଭିନ୍ନ ସ୍ଥାନରେ ଟର୍ଚ୍ଚକୁ ସ୍ୱାଗତ କରାଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥଲା । ଏଥିରେ କିଟ୍‍ ଓ […]

Continue Reading
Mudhi gstmudhi

ବଡ ଲୋକଙ୍କ ମୁଢ଼ି଼ରେ GST

ବ୍ୟୁରୋ : ମୁଢ଼ି ପ୍ୟାକେଟ୍ ହେବ ମହାଙ୍ଗା। ମୁଢ଼ି଼ରେ ଲାଗିବ GST। କଥାଟି ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ପ୍ରତି ଘରେ ମୁଢ଼ି ଖାଇଥାନ୍ତି। ଆଉ ଯଦି ଏଥିରେ GST ଲାଗେ ତେବେ କେମିତି ଏହାକୁ ଗ୍ରହଣ କରିବେ। ହଁ ଏହା ସବୁଠୁ ବଡ଼ ଚିନ୍ତାର ବିଷୟ। କିନ୍ତୁ ଆପଣ ଜାଣନ୍ତି କି ମୁଢ଼ି ପ୍ୟାକେଟରେ GST ଲାଗିବ। କିନ୍ତୁ ଆମେ ସମସ୍ତେ ଖୋଲା ମୁଢ଼ି କିଣିଥାଉ। ବଡବଡ ମଲ୍ ରେ ପ୍ୟାକେଟ୍ ମୂଢି ମିଳିଥାଏ। ଯେଉଁ […]

Continue Reading

ସ୍ୱିଗି ବୟ ହତ୍ୟା ପଛରେ ସ୍ଵିଗି କର୍ତ୍ତୃପକ୍ଷଙ୍କୁ ସନ୍ଦେହ, ସତ କଣ?

କଟକ : ସ୍ଵିଗି ବୟକୁ କିଏ ମାରିଲା? କାହିଁକି ମାରିଲା? କେମିତି ମାରିଲା? ତାଙ୍କ ବାଇକ କିଛି ଦୂରରେ ଭାଙ୍ଗି ପଡ଼ିଥିବା ବେଳେ କେମିତି ହେଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ। ଗୋଟିଏ ପଟେ ହିଟ୍ ଟୁ ରନ୍ ସନ୍ଦେହ କରାଯାଉଥିବା ବେଳେ ଅନ୍ୟପଟେ ଏହା ସୁଚିନ୍ତିତ ହତ୍ୟା ବି ଅନୁମାନ କରାଯାଉଛି। ପ୍ରକୃତ ଘଟଣା ଖୋଜିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେଇଯାଇଛି। ସନ୍ଦେହରେ ସ୍ୱିଗି କମ୍ପାନୀ କତୃପକ୍ଷ। ସୂଚନାଯୋଗ୍ୟ, କଟକରେ ଜଣେ […]

Continue Reading

ଦଳ ପ୍ରେମରେ ଚମ୍ପୁଆ କଲେଜ ପ୍ରିନ୍ସପାଲ, ଚାକିରି ଭୟରେ ଭୁଲିଗଲେ ଚେୟାର ମର୍ଯ୍ୟାଦା!

ଚମ୍ପୁଆ : ବିଜେଡି ପତାକାରେ ଚମ୍ପୁଆ କଲେଜର ବଡ଼ବାବୁ। ଆପଣ ଦେଖୁଥିବା ଏ ବ୍ୟକ୍ତି ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆର ଅଧ୍ୟକ୍ଷ ଶ୍ରୀ ବିପିନ ବିହାରୀ ଜେନା ମହୋଦୟ । ମହାଶୟଙ୍କ ଏ ଫୋଟ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ବାବୁ ବୋଧହୁଏ ଭୁଲି ଯାଇଛନ୍ତି ନିଜର କର୍ତ୍ତବ୍ୟ। ଜଣେ ସରକାରୀ କଲେଜରେ ବଡ ପଦ ପାଇ ବାବୁ ନିଜକୁ ବଡ ମଣୁଛନ୍ତି। କେଉଁଟି କେତେବେଳେ ଫୋଟ ଉଠାଇବେ ବାବୁ ଜାଣି […]

Continue Reading