ବିଶ୍ବସ୍ତ ହୋଇ ଦଳରେ ବିଦ୍ରୋହ କଲେ ଗେହଲଟ୍, ହତବାକ ଗାନ୍ଧୀ ପରିବାର
ନୂଆଦିଲ୍ଲୀ : ବିଜେପି ୨୦୧୪ରେ କ୍ଷମତାକୁ ଆସିବା ପରଠୁ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପର୍ଯ୍ୟାୟକ୍ରମେ ଦୁର୍ବଳ ହୋଇ ଚାଲିଛି।୨୦୧୮ରେ ହିନ୍ଦୀ ହାର୍ଟଲ୍ୟାଣ୍ଡ (ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ) ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ଆଉ ଦଳ ସେମିତି କୌଣସି ସଫଳତା ପାଇ ନାହିଁ। ଏବେ ୨୦୨୩ରେ ସମାନ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ କଂଗ୍ରେସର ଗଡ ରକ୍ଷା କରୁଥିବା ଅନେକ ନେତା ଦଳ ଛାଡି ପଦ୍ମ […]
Continue Reading
