ବାରବାଟୀରେ ଖେଳାଯିବ ଲିଜେଣ୍ଡ ଲିଗ୍‌ କ୍ରିକେଟ, ଭୁବନେଶ୍ୱରରେ ପହଞ୍ଚିଲେ ଖେଳାଳୀ

ଭୁବନେଶ୍ୱର: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଭୁବନେଶ୍ୱର ପହଞ୍ଚିଛନ୍ତି ଦୁଇ ଦଳ ଭିଲଓ୍ୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ। ଟିମ୍‌ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଖେଳାଳୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍‌ରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା। ଆସନ୍ତାକାଲି ଦୁଇ ଟିମ୍‌ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ ଖେଳାଯିବ। ଭିଲଓ୍ୱାରା କିଙ୍ଗ୍ସରେ ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀସନ୍ଥ ଓ […]

Continue Reading

ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ଅସିତ ତ୍ରିପାଠୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ୮୫୮ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ଆଇଏଏସ ଅସିତ ତ୍ରିପାଠୀ ଲଗାତର ଦ୍ୱିତୀୟ ଥର ପାଇଁ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରତିପକ୍ଷ ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଖଣ୍ଡ ଭୋଟରେ ହରାଇ ଅସିତ୍ ତ୍ରିପାଠୀ ବିଜୟୀ ହୋଇଛନ୍ତି । ସତ୍ୟପ୍ରକାଶଙ୍କୁ ମୋଟ୍‌ ୧୮୯ ଖଣ୍ଡ ଭୋଟ ମିଳିଛି । […]

Continue Reading

ଗୁଜରାଟରେ ଆପ କ୍ଷମତାକୁ ଆସିଲେ ୧୦ଲକ୍ଷ ଚାକିରି ଦିଆଯିବ: କେଜ୍ରିୱାଲ

ନୂଆଦିଲ୍ଲୀ: ଯଦି ଗୁଜରାଟରେ ଆପର ସରକାର ଗଠନ ହୁଏ ତେବେ ୧୦ଲକ୍ଷ ସରକାରୀ ଚାକିରି ଦିଆଯିବ। ଆମେ କ୍ଷମତାକୁ ଆସିଲେ ଗୁଜରାଟର ପ୍ରତ୍ୟେକ ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ। ଚାକିରି ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରତି ମାସରେ ୩ହଜାର ବେରୋଜଗାର ଭତ୍ତା ଦିଆଯିବ। ଗୁଜରାଟ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ବାଧ୍ୟ ହୋଇ ବିଜେପିକୁ ଭୋଟ୍ ଦେଉଥିଲେ। କାରଣ […]

Continue Reading

ଓଡ଼ିଶାର ଧନୀ ଜିଲ୍ଲା କେଉଁଝର ସ୍ୱାସ୍ଥ୍ୟ ସୁବିଧାରେ ଗରିବ: ଶିଶୁ ମୃତ୍ୟୁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର: କେଉଁଝର ଜିଲ୍ଲାରେ ଶିଶୁ ମଡ଼କ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ‘ଦ ହିନ୍ଦୁ’ ଭଳି ଖ୍ୟାତିସମ୍ପନ୍ନ ଖବରକାଗଜର ପ୍ରଥମ ପୃଷ୍ଠାରେ କେଉଁଝର ଜିଲ୍ଲାର ବିକଳ ଚିତ୍ର ପ୍ରକାଶିତ ହୋଇଛି। ଚଳିତ ମାସ ୧୮ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚବିଶ ଘଣ୍ଟା ମଧ୍ୟ୍ୟରେ ୬ଟି ଶିଶୁଙ୍କର ମୃତ୍ୟୁ ହେବା ଘଟଣାକୁ ନେଇ ଜିଲ୍ଲାରେ ନଗ୍ନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଶ୍ନ କରିଛି। କାରଣ ଭାରତରେ ବହୁତ କମ୍ ଜିଲ୍ଲା ଅଛି ଯାହା ଓଡିଶାର କେଉଁଝର […]

Continue Reading

ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଐତିହାସିକ ମାନବବିହୀନ ଉଡ଼ାଣ ମିଶନର ଶୁଭାରମ୍ଭକୁ ବାତିଲ କରାଯାଇଛି। ଟ୍ରପିକାଲ୍ ଷ୍ଟର୍ମ ଇଆନ୍ ସହିତ ଜଡିତ ପାଣିପାଗ ପୂର୍ବାନୁମାନ ଉପରେ ଦୃଷ୍ଟି […]

Continue Reading

୪୦ ଲକ୍ଷର ବ୍ରାଉନ ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ଧରାପଡିଲେ ବ୍ରାଉନସୁଗାର ବେପାରୀ। ଜବତ ହେଳା ବିପୁଳ ଧଳା ଜହର। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୪୦ ଲକ୍ଷର ୪୦୦ ଗ୍ରାମ ବ୍ରାଉନୋ ସୁଗାର ଜବତ ହୋଇଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହଛନ୍ତି, ଗତକାଲି ରେଡ୍ ବେଳେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୪୦୦ ଗ୍ରାମର ବ୍ରାଉନ୍‌ ସୁଗାର […]

Continue Reading

ଆସନ୍ତାକାଲି ରାଜୁଙ୍କ ପାଇଁ ମୁମ୍ବାଇରେ ହେବ ପ୍ରାର୍ଥନା ସଭା

ମୁମ୍ୱାଇ : ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ଆସନ୍ତାକାଲି ମୁମ୍ବାଇରେ ହେବ ପ୍ରାର୍ଥନା ସଭା । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ବଲିଉଡର ଅଧିକାଂଶ କଳାକାର ଆସନ୍ତାକାଲି ଜୁହୁ ଇସ୍କନ ମନ୍ଦିର ଆସି ପ୍ରାର୍ଥନା ସଭାରେ ଯୋଗ ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁମ୍ବାଇର କିଛି କଳାକାରଙ୍କ ସହ ରାଜୁଙ୍କ ପରିବାର ଲୋକ ଏହି ପ୍ରାର୍ଥନା ସଭା ଆୟୋଜନରେ ଲାଗିପଡିଛନ୍ତି । ରାଜୁଙ୍କ ପରଲୋକରେ ବଲିଉଡୁର ଅନେକ କଳାକାର ଗଭୀର ଶୋକ […]

Continue Reading

ପୁଣି ସୋଶାଲ ମିଡିଆରେ ଦୂତୀ-ସରସ୍ୱତୀ କଳି

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀଙ୍କ କଳି। ବେଶ୍‌ କିଛି ଦିନର ନିରବତା ପରେ ସୋଶାଲ୍ ମିଡିଆରେ ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଏପରିକି ଉଭୟ ପରସ୍ପର ବିରୋଧରେ ବ୍ୟକ୍ତିଗତ ଭାବେ ଅତି ନିମ୍ନସ୍ତରର ଅରୁଚିକର ଆକ୍ଷେପ ପ୍ରତି ଆକ୍ଷେପ କରିଛନ୍ତି। ଆଜି ସୋଶାଲ୍ ମିଡିଆରେ ପ୍ରଥମ ପୋଷ୍ଟଟି ସରସ୍ୱତୀ ଚାନ୍ଦଙ୍କର ଆସିଥିଲା, ଯେଉଁଥିରେ ସେ […]

Continue Reading

ଦକ୍ଷତା ବିକାଶ ସହାୟତାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ପୁରୀ : ଦେଶର ବିକାଶ କରିବାକୁ ହେଲେ ଦକ୍ଷତା କୁ ବିକାଶ କରାଇବାକୁ ହେବ । ସେଥିପାଇଁ ପୁରୀରେ ଆରମ୍ଭ ହୋଇଯାଇଛି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶର ବିକାଶ କରିବାକୁ ହେଲେ ଦକ୍ଷତାକୁ ବିକାଶ କରାଇବାକୁ ହେବ । ଦେଶର ଯୁବକମାନଙ୍କର ଶିକ୍ଷା ଓ ଦକ୍ଷତା ବିକାଶ କରିବା ପାଇଁ ବିଭିନ୍ନ ସ୍ତରରେ କରାଯାଉଥିବା ଉଦ୍ୟମକୁ ଅଧିକ […]

Continue Reading

ଝୁଲଣ ଗୋସ୍ୱାମୀଙ୍କ ଶେଷ ମ୍ୟାଚ୍‌: ଲୁହ ଅଟାଇକାଇ ପାରିଲେନି ଅଧିନାୟକ କୌର

ଲର୍ଡସ: ଦୀର୍ଘ ୨୦ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବାକୁ ଆଜି ଭାରତୀୟ ମହିଳା ଦଳର ଝୁଲଣ ଗୋସ୍ୱାମୀ ଐତିହାସିକ ଲର୍ଡସ ପଡ଼ିଆକୁ ଓହ୍ଲାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ଏହି ଶେଷ ମ୍ୟାଚ୍‌ ଖେଳୁଛନ୍ତି। ମ୍ୟାଚ୍‌ ପୂର୍ବରୁ ଝୁଲଣ ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସମ୍ୱର୍ଦ୍ଧିତ କରାଯାଇଥିଲା। ତେବେ ଝୁଲଣଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଭାବବିହ୍ୱଳ ହୋଇଯାଇଥିଲେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର। ଏପରି କି ସେ କାନ୍ଦି […]

Continue Reading