ବିଚ୍ଛେଦ ପରେ ପ୍ରଥମଥର ନୀତୀଶ କୁମାରଙ୍କୁ ଟାର୍ଗେଟ କଲେ ଅମିତ ଶାହ
ପୁରନିଆ: ବିଜେପିକୁ ଛାଡ଼ପତ୍ର ଦେଇ ଆରଜେଡି ଓ କଂଗ୍ରେସ ସହ ମିଶି ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ହୋଇଥିବା ଜେଡିୟୁ ନେତା ନୀତୀଶ କୁମାରଙ୍କୁ ଆଜି ଟାର୍ଗେଟ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବିଜେପିକୁ ପଛପଟୁ ଛୁରା ମାରି ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖି କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇଥିବା ସେ କହିଛନ୍ତି। ବିହାରର ପୁରନିଆରେ ଆୟୋଜିତ ବିଜେପିର ଗୋଟିଏ ସାଧାରଣ ସଭାରେ ଅମିତ ଶାହ କହିଛନ୍ତି ଯେ ବିହାରରେ ବିଜେପି […]
Continue Reading
