୪୫ ଦିନର ପ୍ରଧାନମନ୍ତ୍ରୀ, କାହିଁକି ଲିଜ୍ ଟ୍ରସ୍ ଦେଲେ ଇସ୍ତଫା ?

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ୟୁନାଇଟେଡ୍ କିଙ୍ଗଡମ୍ ବା ୟୁକେ । ଭାରତ କାହିଁକି ବିଶ୍ୱର ପ୍ରାୟ ପ୍ରତିଟି ଦେଶରେ ଆଜି ୟୁକେକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଆଉ ଚର୍ଚ୍ଚାର କାରଣ ପାଲଟିଛନ୍ତି ଲିଜ୍ ଟ୍ରସ୍ । ବ୍ରିଟେନ୍ ଇତିହାସରେ ସବୁଠୁ ସ୍ୱଳ୍ପ ସମୟ ମାତ୍ର ୪୫ ଦିନ ଧରି ପ୍ରଧାନମନ୍ତ୍ରୀ ରହିବା ପରେ ଲିଜ୍ ଟ୍ରସ୍ ଇସ୍ତଫା ଦେଇଛନ୍ତି । କିନ୍ତୁ ଇସ୍ତଫା ପରେ ମଧ୍ୟ ଗୋଟିଏ ସପ୍ତାହ ଅଥବା ପରବର୍ତ୍ତୀ […]

Continue Reading

କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଓପିଡି, ଜରୁରୀକାଳୀନ ଓ ୫ ଶଯ୍ୟା ଟ୍ରମା କେୟାର, ଏମାରଆଇ, ସିଟି ସ୍କାନସୁବିଧା, ଉନ୍ନତ ଧରଣର OT Complex, ୧୫ ଶଯ୍ୟା ବିଶିଷ୍ଟ SNCU ସହିତ କଙ୍ଗାରୁ ମାତୃସେବା ସୁବିଧା, ୩୪ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରାଯାଇଛି। ଭର୍ଚୁଆଲ ଜରିଆରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ […]

Continue Reading

ଇଏ ଆମ ସ୍କୁଲ୍‌, ରାଜ୍ୟ ସରକାରଙ୍କ 5-Tକୁ କରୁଛି ପରିହାସ

ନବରଙ୍ଗପୁର:  ସ୍ମାର୍ଟ ସ୍କୁଲର ପରିକଳ୍ପନା ଭିତରେ ଇଏ ଏକ ସ୍କୁଲ୍‌। ଯାହା ରାଜ୍ୟ ସରକାରଙ୍କ 5-Tକୁ ପରିହାସ କରୁଛି। ଆଉ ନିଜେକୁ ନିଜେ ପଚାରୁଛି ସତରେ ମୁଁ କ’ଣ ସ୍କୁଲ୍‌? ଯଦି ମୁଁ ସ୍କୁଲ, ତାହାହେଲେ ମୋର ରୂପ କାହିଁକି ଏମିତି? ମୁଁ କାହିଁକି କଳା ପଲିଥିନ୍‌ ଚଦରରେ ଘୋଡେଇ ହୋଇଛି। ଛୋଟ ଛୋଟ ପିଲାମାନେ କାହିଁକି ବର୍ଷା ଦିନରେ ପାଠ ପଢ଼ିବା ପାଇଁ ସନ୍ତସନ୍ତିଆ ମାଟି ଉପରେ ବସି ଘାଣ୍ଟି ହେଉଛନ୍ତି? ଦିନେ କି ଦୁଇ […]

Continue Reading

ୟୁପିରେ ଡେଙ୍ଗୁ ଚିନ୍ତା, ସବୁ ଡାକ୍ତରଙ୍କ ଛୁଟି ବାତିଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଢାଇଛି ଡେଙ୍ଗୁ ଚିନ୍ତା। ୟୁପି ସରକାରଙ୍କ ସମସ୍ତ ସଜାଗତା ସତ୍ତ୍ବେ ଦିନକୁ ଦିନ ବୃଦ୍ଧି ପାଉଥିବା ଡେଙ୍ଗୁ ରୋଗ ଉପରେ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛି। ଡେଙ୍ଗୁ ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତରପ୍ରଦେଶକୁ ଏକ ଉଚ୍ଚସ୍ତରୀୟ ଟିମ ପଠାଇଛି। ସେପଟେ ଡେଙ୍ଗୁ ନିୟନ୍ତ୍ରଣ ଦିଗରେ ୟୁପି ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ରାଜ୍ୟର ସମସ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ବର୍ତ୍ତମାନ […]

Continue Reading

ବାତ୍ୟା ପାଇଁ ୭ ଜିଲ୍ଲାକୁ ଚିଠି ଲେଖି ସଜାଗ କଲେ SRC

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ସକାଳ ସୁଦ୍ଧା ଏକ ଅବପାତ ଓ ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେବେ ବାତ୍ୟା ହେଲେ କେଉଁ ଜିଲ୍ଲା ପ୍ରଭାବିତ ହେବ ସେନେଇ ଆକଳନ କରାଯାଇ ନାହିଁ । ସମ୍ଭାବ୍ୟ ବାତ୍ୟାକୁ […]

Continue Reading

ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜର ପ୍ରଥମ ବିଜୟ

ମେଲବର୍ଣ୍ଣ: ପରାଜୟରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ଦୁଇଥର ଟି-୨୦ ଚାମ୍ପିୟନ ଆଜି ପ୍ରଥମ ବିଜୟ ହାସଲ କରିଛି। ଆଜି ଗ୍ରୁପ ପର୍ଯ୍ୟାୟରେ ଇଣ୍ତିଜ ଟିମ୍‌ ଅଲଜାରି ଯୋଶେଫଙ୍କ ୪ ୱିକେଟ ବଳରେ ଜିମ୍ବାୱେକୁ ୩୧ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ଅପେକ୍ଷାକୃତ ଦୁର୍ବଳ ସ୍କଟଲ୍ୟାଣ୍ଡ ଠାରୁ ଆଶ୍ଚର୍ଯ୍ୟଜନକ ଭାବେ ପରାସ୍ତ ହୋଇଥିଲା। ଏବେ ଜିମ୍ବାୱେକୁ ଦଳ ହରାଇଥିବାରୁ ସୁପର ୧୨ରେ ପ୍ରବେଶ ଦୌଡ଼ରେ ନିଜକୁ ବଜାୟୀ ରଖିପାରିଛି। ଜିମ୍ବାୱେ ପକ୍ଷରୁ ଅଲରାଉଣ୍ଡର ସିକନ୍ଦର […]

Continue Reading

ଆମେରିକୀୟ ବିମାନରେ ସାପ ଦେଖି ଭୟଭୀତ ହେଲେ ଯାତ୍ରୀ

ନୂଆଦିଲ୍ଲୀ: ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ ୨୦୩୮ ବିମାନରେ ସାପ ଦେଖି ଚିତ୍କାର କଲେ ଯାତ୍ରୀ। ଫ୍ଲୋରିଡାର ଟାମ୍ପାରୁ ନିଉଜର୍ସି ଅଭିମୁଖେ ଯାଉଥିଲା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’। ଏନେଇ ରିପୋର୍ଟ ପ୍ରଦାନ କରିଛି ‘ରଏଟର୍ସ’। ତେବେ ଯାତ୍ରୀମାନଙ୍କ ଠାରୁ ଅବଗତ ହେବା ପରେ ବିମାନ କର୍ମଚାରୀମାନେ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ବିମାନ ନ୍ୟୁଜର୍ସିରେ ପହଞ୍ଚିବା ପରେ ‘ୱାଇଲଡ୍‌ଲାଇଫ୍‌ ଅପରେସନ୍‌’ ଏବଂ ‘ପୋର୍ଟ ଅଥରିଟି ପୋଲିସ ଡିପାର୍ଟମେଣ୍ଟ୍‌’ ସରୀସୃପଟିକୁ ଧରି ନେଇ ବଣରେ ଛାଡ଼ି ଦେଇଥିଲେ ବୋଲି ‘ଏନ୍‌ବିସି ନିଉଜ୍‌’ ରିପୋର୍ଟ […]

Continue Reading

ରାଜଧାନୀରେ ବାଣ ଫୁଟାଇଲେ ୬ ମାସ ଜେଲ୍‌

ନୂଆଦିଲ୍ଲୀ: ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଆଉ ମିଳିବନି ତ୍ରାହି। ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦେଶର ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା। ଆଜି ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ ହିଁ ଦିଲ୍ଲୀରେ ବାଣ ଫୁଟାଇବା ନେଇ ସରକାର ବ୍ୟାନ୍ ଲଗାଇଛନ୍ତି। ଏବେ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରି ବାଣ ଫୁଟାଇଲେ ବ୍ୟକ୍ତିଙ୍କୁ ୨୦୦ […]

Continue Reading

UGCର ନୂଆ ପଦକ୍ଷେପ: Cyber Security ପାଠ ପଢ଼ିବେ UG ଓ PG ଛାତ୍ରଛାତ୍ରୀ, ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଚିଠି

ଭୁବନେଶ୍ୱର: ଦିନକୁ ଦିନ ଦେଶରେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ସୁରକ୍ଷା ଦିଗରେ ସଚେତନ ହୋଇପାରିଲେ ଜଣେ ନାଗରିକ ଡିଜିଟାଲ କ୍ଷେତ୍ରରେ ନିଜକୁ ସୁରକ୍ଷା ଦେଇପାରିବ । ଏଥିପାଇଁ ଚଳିତ ବର୍ଷ ସାଇବର ଜାଗ୍ରତ ଦିବସ ଅବସରରେ ସାଇବର ସୁରକ୍ଷା କୋର୍ସ ଲଞ୍ଚ କରିଥିଲା ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) । ଏବେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା ପାଠ ପଢ଼ିବେ । ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ଏହି […]

Continue Reading

ନନ୍ଦନକାନନ ପଛ ପଟେ ୨୦ଟି ବଣୁଆ ହାତୀ

ଭୁବନେଶ୍ୱର:  ନନ୍ଦନକାନନ ନିକଟରେ ପହଞ୍ଚିଛନ୍ତି ପ୍ରାୟ ୨୦ଟି ବଣୁଆ ହାତୀ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଛପଟ ଗେଟ୍ ନିକଟରେ ଏମାନେ ଡେରା ପକାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି। ହାତୀଗୁଡ଼ିକ ନନ୍ଦନକାନନ ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖ ଅଞ୍ଚଳରେ ଚରାବୁଲା କରୁଛନ୍ତି। ଆଠଗଡ଼ ଜଙ୍ଗଲରୁ ଦୁଇଟି ଦଳରେ ଏହି ହାତୀ ଚାଲି ଆସିଛନ୍ତି। ଗୋଟିଏ ଦଳରେ ୧୧ ଓ ଅନ୍ୟ ଦଳରେ ୯ଟି ହାତୀ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା […]

Continue Reading