“ଉଡ୍ର” ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ “ଚାଲ ଖୁସି ବାଣ୍ଟିବା’’ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଦୀପାବଳି ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ “ଚାଲ ଖୁସି ବାଣ୍ଟିବା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗବିହାର ଡି.ଏନ୍. ରିଗାଲିଆ ମଲ୍ ସ୍ଥିତ ବାର୍ବେକିୟୁ ନେସନ୍ ରେଷ୍ଟୁରାଣ୍ଟ ଠାରେ ଆୟୋଜନ କରାଯାଇଥିଲା । “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୭୦ ଜଣ ଦୃଷ୍ଟି ବାଧିତ ପିଲାମାନଙ୍କୁ ବାର୍ବେକିୟୁ ନେସନ୍ ରେଷ୍ଟୁରାଣ୍ଟ ନିଆଯାଇଥିଲା । ସେଠାରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ “ଉଡ୍ର”ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ […]
Continue Reading
