୧୩ରୁ ସ୍ନାତକ, ୧୭ରୁ ସ୍ନାତକୋତ୍ତର ଶ୍ରେଣୀର ପାଠପଢ଼ା
ଭୁବନେଶ୍ବର: ୨୦୨୨-୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ସ୍ନାତକ(ଯୁକ୍ତ ତିନି) ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ସେହିଭଳି ସ୍ନାତକୋତ୍ତର(ପିଜି) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୭ ତାରିଖରୁ ଚାଲିବ। ଏନେଇ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଧିରେନ୍ଦ୍ର ନାଥ କର ସମସ୍ତ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି। ନୂତନ ଭାବେ ନାମ ଲେଖାଇଥିବା ଏହି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ସୁବିଧା ଉପଲବ୍ଧ କରାଇବାକୁ […]
Continue Reading
